ରାଇକିଆ ପୋଲିସ୍ ଓ ବଣିକ ସଂଘ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ,୧୪୨ ୟୁନିଟ୍ ରକ୍ତ ସଂଗ୍ରହ
ରାଇକିଆ: ରାଇକିଆ ପୋଲିସ୍ ଓ ବଣିକ ସଂଘର ମିଳିତ ଉଦ୍ୟମରେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୧୪୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ଜଣାପଡ଼ିଛି ।ମହାମାରୀ କରୋନାକୁ ନେଇ ସାରାଦେଶରେ ଏବେ ତାଲା ବନ୍ଦ ।!-->…
Read More...
Read More...