ବୌଦ୍ଧ ଜିଲ୍ଲା : ସବୁଠି ଚାଲିଛି ମାକଡ଼ ବିହା, ବନ ବିଭାଗର ସାଧନ ଅଭାବ
ବୌଦ୍ଧ: ବୌଦ୍ଧଜିଲ୍ଲାର ସବୁ ଜଙ୍ଗଲରେ ଲାଗିଛି ନିଆଁ । ଧୂଆଁ ଆଚ୍ଛାଦିତ ହୋଇଯାଉଛି ଜଙ୍ଗଲ ନିକଟରେ ଥିବା ଗାଁ ଗୁଡିକ । ବୈଶାଖ ମାସର ଖରାତାତି ସାଙ୍ଗକୁ ଜଙ୍ଗଲରେ ଲାଗିଥିବା ନିଆଁର ଉତ୍ତାପରେ ଅସହ୍ୟ ହୋଇପଡୁଛି ଜନଜୀବନ । ପୋଡିଯାଇ ନଷ୍ଟ ହୋଇଯାଉଛି ଅନେକ ବୃକ୍ଷଲତା, ଅସହାୟ ବନ୍ୟପ୍ରାଣୀ ।!-->…
Read More...
Read More...