Monthly Archives

April 2020

କରୋନା ରିପୋର୍ଟ ଆସିବାରେ ବିଳମ୍ବ ଚିନ୍ତା ବଢ଼ାଉଛି

ସମ୍ବଲପୁର : ଭିମ୍‌ସାର ଠାରେ କୋଭିଡ୍ ଟେଷ୍ଟିଂ କେନ୍ଦ୍ର ଖୋଲିବା ନେଇ ଯେଉଁ ଦ୍ୱନ୍ଦ୍ୱ ଥିଲା ତାହା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସ୍ପଷ୍ଟୀକରଣ ପରେ ଦୂର ହୋଇଛି; କିନ୍ତୁ ଏଠାରେ ଏହା କାର୍ଯ୍ୟକାରୀ ନହେବା ଯାଏଁ ଲୋକେ ଆଶ୍ୱସ୍ତ ହୋଇପାରୁ ନାହାଁନ୍ତି । ଗତ ମଙ୍ଗଳବାର ଦିନ ମଧ୍ୟ
Read More...

ସପ୍ତାହେ ବିଳମ୍ବରେ ଓଡ଼ିଶାକୁ ଆସିବ ମୌସୁମୀ ! : ପାନୀୟ ଜଳ ସମସ୍ୟା ଦୂର ପାଇଁ ରାଜ୍ୟ ସରକାର ଜାରିକଲେ ଟୋଲ୍ ଫ୍ରି…

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାକୁ ସପ୍ତାହେ ବିଳମ୍ବରେ ମୌସୁମୀ ଆସିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନର ଡିରେକ୍ଟର ଜେନେରାଲ୍ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି । ସେ କହିଛନ୍ତି ଯେ, ସ୍ୱାଭାବିକ ଭାବେ ଓଡ଼ିଶାକୁ ଜୁନ୍ ପ୍ରଥମ ସପ୍ତାହରେ ମୌସୁମୀ ପହଞ୍ଚିଥାଏ । କିନ୍ତୁ ଚଳିତ
Read More...

ଲକଡାଉନରେ ବାପା ହରାଇଲେ ଜୀବିକା : ଆର୍ଥିକ ଅନାଟନ ଯୋଗୁଁ ହୋଇପାରୁନି ପୁଅର ଚିକିତ୍ସା

ବୌଦ୍ଧ/ଆଠମଲ୍ଲିକ : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ଥାନା ବାଙ୍କପାଳ ଗ୍ରାମର ସୁମନ୍ତ ଗାଇଗୌରିଆ ବୃତ୍ତିରେ ଇଲେକ୍ଟ୍ରିକାଲ ମେକାନିକ୍ । ଛୋଟ ଏକ ଦୋକାନ ଦେଇ ନିଜର ହସଖୁସିର ସଂସାର ଚଳାଇ ଆସୁଥିଲେ । ତାଙ୍କ ପରିବାରକୁ ହଠାତ୍ ଦୁଃଖ ମାଡି ଆସିଲା । ନିଜର ୫ ବର୍ଷର ପୁଅ ଅଭିଷେକ
Read More...

କରୋନା ତ ପଛେ, ଆଗ ଶୋଷରେ ଲୋକେ ମରିଯିବେ !

ସମ୍ବଲପୁର :ଜନସାଧାରଣ ଙ୍କ ମନରେ କରୋନା ଆତଙ୍କ ଘର କରିଗଲାଣି ଓ ସେ ବିଷୟରେ ସଚେତନତା ର ଆଉ ବିଶେଷ ଦରକାର ପଡି ନ ପାରେ କିନ୍ତୁ ସେମାନଙ୍କ ପାଇଁ ଅନ୍ୟ ଅସୁବିଧା ମୁଣ୍ଡବ୍ଯଥାର କାରଣ ହେଲାଣି । କିଛି ଜଳକ୍ଲିଷ୍ଟ ଅଞ୍ଚଳରେ ପିଇବା ପାଣି ର ଘୋର ଅଭାବ ଦେଖା ଦେଇଛି ଓ ସେଠାରେ ପ୍ରଶାସନ ପାଣି
Read More...

ଲକଡାଉନ-୨କୁ ନେଇ ଗାଇଡଲାଇନ ଜାରି : କ’ଣ ରହିବ ବନ୍ଦ, କ’ଣ ରହିବ ଖୋଲା ଜାଣନ୍ତୁ

ନୂଆଦିଲ୍ଲୀ : କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶରେ ଲକଡାଉନ ଜାରି କରିଛନ୍ତି । ଏହା ଆସନ୍ତା ମଇ ୩ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ଲକଡାଉନ ୨.୦କୁ ନେଇ ଆଜି ଗୃହମନ୍ତ୍ରଣାଳୟ କିଛି ନିୟମ ଓ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
Read More...

ରାଜଧାନୀରେ କରୋନା ସଂକ୍ରମଣ ରୋକିବାକୁ ସରକାରଙ୍କ ରଣନୀତି : ୬ ବରିଷ୍ଠ ଆଇଏଏସ୍‌ଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଦିନକୁ ଦିନ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ରାଜ୍ୟର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ୱରରେ ଏହା ସବୁଠାରୁ ଅଧିକ ସଙ୍ଗୀନ୍ ସ୍ଥିତିରେ ପହଞ୍ଚିଛି । ଏଥିପାଇଁ ରାଜ୍ୟ ସରକାର ରାଜଧାନୀରେ ସଂକ୍ରମଣ ରେକିବାକୁ ଛଅଜଣ ବରିଷ୍ଠ ପ୍ରଶାସକ
Read More...

ଉଦ୍‌ଘାଟିତ ହେଲା କନ୍ଧମାଳ ଜିଲ୍ଲାରେ କୋଭିଡ୍ ଚିକିତ୍ସାଳୟ

ଫୁଲବାଣୀ : ଜିଲ୍ଲା ପ୍ରଶାସନ,କନ୍ଧମାଳ,ଓଡିଶା ଖଣି ନିଗମ ଏବଂ କିମ୍ସ ଅନୁଷ୍ଠାନ, ଭୁବନେଶ୍ୱରଙ୍କର ମିଳିତ ସହଯୋଗରେ କୋଭିଡ୍‌-୧୯ ସଫଳ ମୁକାବିଲା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ ଥିବା ଜିଏନଏମ ତାଲିମ କେନ୍ଦ୍ରରେ ଖୋଲାଯାଇଥିବା କୋଭିଡ ଚିକିତ୍ସାଳୟକୁ ଜିଲ୍ଲାପାଳ
Read More...

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ ଗଜପତି ଗ୍ରସ୍ତ

ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ସି ଟି ଆଓ ପ୍ରଥମେ ମୋହନା ବ୍ଲକ ର କମଳାପୁର ଛକରେ ପହଞ୍ଚି ସେଠାରେ ହୋଇଥିବା କ୍ୱାରେଣ୍ଟ।ଇନ ସେଣ୍ଟର ପରିଦର୍ଶନ କରିବା ସହିତ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ତହସିଲ ଦରଙ୍କ ସହ ଆଲୋଚନା କରିଥିଲେ।ସେହି ସେଣ୍ଟରରେ ଥିବା ସମସ୍ତ ଆନୁସଙ୍ଗିକ ସୁବିଧାକୁ
Read More...

ଆରଏସ୍‌ଏସ୍‌ର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର: ୨୭ ୟୁନିଟ ରକ୍ତ ସଂଗୃହିତ

ଫୁଲବାଣୀ :ଫୁଲବାଣୀ ରକ୍ତ ଭାଣ୍ଡାରରେ ଫୁଲବାଣୀ ନଗର ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ତରଫରୁ ଏକ ସ୍ୱେଛାକୃତ ରକ୍ତ ଦାନ ଶିବିର ଆୟୋଜିତ ହୋଇଯାଇଛି । ଲକଡାଉନ ଅବସରରେ ଫୁଲବାଣୀ ରକ୍ତଭାଣ୍ଡାରରେ ରକ୍ତର ଘୋର ଅଭାବକୁ ଦୂର କରିବାପାଇଁ ସାମାଜିକ ଦୂରତାକୁ ବଜାୟ ରଖି ଏହି ରକ୍ତଦାନ ଶିବିର ଅନୁଷ୍ଠିତ
Read More...

ଧୋନିଙ୍କ ପାଇଁ ରାଇନା କ’ଣ କହିଲେ ଜାଣନ୍ତୁ

ନୂଆଦିଲ୍ଲୀ : ଧୋନି ଆଇପିଏଲ୍ ଖେଳିବେ କି ନାହିଁ ସେ ନେଇ ସବୁ ମହଲରେ ଏବେ ଚର୍ଚ୍ଚା । କିନ୍ତୁ ଆଇପିଏଲ୍‌ରେ ଧୋନି କିପରି ଖେଳିବା ଦରକାର କେଉଁ ଅର୍ଡ଼ରରେ ଆସିବା ଦରକାର ତାହାକୁ ନେଇ ମୁହଁ ଖୋଲିଛନ୍ତି ଭାରତୀୟ ମଧ୍ୟବର୍ତ୍ତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନ୍ । ସେ କହିଛନ୍ତି ଯେ, ଧୋନି ତାଙ୍କ
Read More...