Monthly Archives

April 2020

ଅମାନିଆଙ୍କ ବିରୋଧରେ ବାଲିଗୁଡ଼ା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବାଲିଗୁଡ଼ା: କନ୍ଧମାଳ ପୋଲିସ୍ ଏବେ ଫୁଲ୍ ଆକ୍ସନ ମୁଡ୍ ରେ । ଏଣିକି ଆଉ ନିସ୍ତାର ନାହିଁ । ଅମାନିଆଙ୍କୁ ମିଳିବ ଉଚିତ୍ ଶିକ୍ଷା । ବାରମ୍ବାର ସଚେତନ ପରେ ଏବେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଲକ୍ ଡାଉନ୍ ନିୟମ ଉଲଘଂନ କାରୀଙ୍କୁ ପୋଲିସ କରୁଛି ସାବାଡ଼ ।
Read More...

ମୁଖ୍ୟମନ୍ତ୍ରଙ୍କ ରିଲିଫ ପାଣ୍ଠିକୁ ସହାୟତା ଦେଲେ ଯୁବ ସାମ୍ବାଦିକ ଆଦର୍ଶ ଦାସ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପାଳ ଙ୍କୁ ସାକ୍ଷାତ କରି ଗଜପତି ଜିଲ୍ଲା ଓ ଟିଭିର ଯୁବ ସାମ୍ବାଦିକ ଆଦର୍ଶ ଦାସ କୋରନା ମୁକାବିଲା ପାଇଁ ନିଜର ପାରିଶ୍ରମିକ ଅର୍ଥ ରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଜନକଲ୍ୟାଣ ଉଦ୍ୟେଶ ରେ 5
Read More...

ଚାଷୀଙ୍କ ପାଇଁ ଖୁସି ଖବର: ରବିଧାନ ସଂଗ୍ରହ ପାଇଁ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରାଯିବା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ରବି ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣର ସମୟସୀମାକୁ ଅପ୍ରେଲ୍ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ
Read More...

ଭିମସାର ରୁ ୪ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା

ସମ୍ବଲପୁର : ସମଗ୍ର ଦେଶରେ କରୋନା ସ°କ୍ରମଣ କୁ ସ୍ଥିତି ଏତେ ଉଦବେଗଜନକ ହୋଇଥିଲେ ମଧ୍ୟ ଭିମସାରରେ ଏ ପର୍ଯ୍ୟନ୍ତ ଏହାର ପରୀକ୍ଷାକେନ୍ଦ୍ର କାର୍ଯ୍ୟକାରୀ ହୋଇ ପାରି ନାହିଁ, ଯଦିଓ ଏହା ଉପରେ ସମଗ୍ର ପଶ୍ଚିମ ଓଡିଶା ସହିତ ସୀମାନ୍ତ ଅଞ୍ଚଳର ଗାଁଲୋକେ ଆଶ୍ରିତ ରହନ୍ତି । ଏହି ପରିପ୍ରେକ୍ଷୀରେ
Read More...

କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା କାର୍ଯ୍ୟାଳୟ (ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସି ବ୍ୟୁରୋ ଅଫିସ୍ )କୁ ବିଏମ୍‌ସି ୧୪ ଦିନ ପାଇଁ ଆଜି ସିଲ୍ କରିଛି । ଏ ସମ୍ପର୍କରେ ବିଏମ୍‌ସିର କମିଶନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇ କହିଛନ୍ତି ଯେ, ଏହି କାର୍ଯ୍ୟାଳୟର ଜଣେ କର୍ମଚାରୀ
Read More...

ଉତ୍ତକୋରିଆକୁ କରୋନା ଭୂତାଣୁ ସଂକ୍ରମିତ ନହେବା ନେଇ ଉଠିଲାଣି ପ୍ରଶ୍ନ

ଲଣ୍ଡନ : ପଡ଼ୋଶୀ ରାଷ୍ଟ୍ର ଚୀନ୍ କରୋନାର ଉତ୍ପତ୍ତିସ୍ଥଳ ହୋଇଥିଲାବେଳେ ଏହି ଭୂତାଣୁ କିପରି ଉତ୍ତର-କୋରିଆକୁ ସଂକ୍ରମିତ ନହେଲା ସେଥିନେଇ ବିଶେଷଜ୍ଞ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିଓଲର ଜଣେ ଗବେଷକ ରାଚେଲ ମିନୟୋଙ୍ଗ କହିଛନ୍ତି, ଉତ୍ତର-କୋରିଆରେ କରୋନା ସଂକ୍ରମଣ ନହେବା ଆଶ୍ଚର୍ଯ୍ୟର
Read More...

ଅମାନିଆଙ୍କ ପାଇଁ କଡା କାର୍ଯ୍ୟାନୁଷ୍ଠାନ : ୧୦୦ରୁ ଅଧିକ ବାଇକ ଜବତ

ଭଦ୍ରକ :ଅମାନିଆଙ୍କୁ ସାବାଡ଼ କରିବା ପାଇଁ ଲାଗୁ ହୋଇଛି କଡା ନିୟମ l ଯେଉଁମାନେ ବାଇକ ଓ ଚାରି ଚକିଆ ଯାନରେ ସହରକୁ ଆସୁଛନ୍ତି, ସେମାନଙ୍କ ନିକଟରୁ ବଡ ଆକାରର ଜୋରିମାନା ଆଦାୟ କରାଯିବ ବୋଲି ଗତକାଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା l ତଥାପି ଆଜି ବହୁ ଲୋକ ଏହି କଟକଣାକୁ ନମାନି ଆଜି
Read More...

ଗଜପତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ଗଜପତି ଜିଲ୍ଲା ପାଳ ସାମ୍ବାଦିକ ଙ୍କୁ ସୂଚନା ଦେଇ କହି ଥିଲେ ଯେ ବ୍ୟବସାୟୀ ମାନେ ବିକ୍ରି କରିବା ବେଳେ ସାମାଜିକ
Read More...

କରୋନା ହାରିବ, ପୁଣି ଭାରତ ହସିବ : ଦେଖନ୍ତୁ ଭାଇରାଲ ଭିଡିଓ

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ' ନାମର ଏକ ମ୍ୟୁଜିକ ଭିଡିଓ ରିଲିଜ୍ କରିଛନ୍ତି । ଯାହାକୁ
Read More...

ସହରରେ ଚାଲିବନି ଦୁଇଚକିଆ ଓ ଘରୋଇ ଗାଡି ।

ଭଦ୍ରକ ସହର ପାଇଁ ଲାଗୁ ହୋଇଥିବା ଶଟଡାଉନ ଗତକାଲି ରାତି ୮ଟା ଠାରୁ ଉଠି ଯାଇଥିବା ବେଳେ ଚରମ୍ପା ରେଳ ଷ୍ଟେସନ ଅଞ୍ଚଳ, ପୁରୁଣାବଜାର ଓ ଏରେଇଁ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ଶଟଡାଉନ ବଳବତ୍ତର ରହିଛି । ଅନ୍ୟପକ୍ଷରେ ସମଗ୍ର ଜିଲ୍ଲାରେ ଲକଡାଉନ ଆଗାମୀ ୧୪ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ
Read More...