Monthly Archives

April 2020

ଘରକୁ ଫେରିବେ କନିକା

ମୁମ୍ବାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା କନିକା କପୁରଙ୍କ ଷଷ୍ଠଥର ରକ୍ତ ନମୂନା ନେଗେଟିଭ୍ ବାହାରିଥିବାରୁ ସେ ବର୍ତ୍ତମାନ ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି । ଗତକାଲି ନିଜେ କନିକା ନିଜ ପରିବାର ସହ ସମୟ ବିତାଇବା ପାଇଁ ଟୁଇଟ୍ କରିଥିବା
Read More...

ଏକାଠି ପ୍ରଦୀପ ପ୍ରଜ୍ୱଳନ କଲେ ନୂଆଗାଁ ଗ୍ରାମବାସୀ

ନୂଆଗାଁ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ପୁରୁଣା ସାହିରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ କରୋନା କବଳରୁ ଦେଶକୁ ରକ୍ଷା କରିବା ନିମନ୍ତେ ସାମାଜିକ ଦୁରତ୍ୱ ରକ୍ଷା କରି ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ପୁରୋହିତ ରବିନ୍ଦ୍ର ଶତପଥୀ, ଅବସରପ୍ରାପ୍ତ
Read More...

ଛତନିଆକଟା ଗ୍ରାମବାସୀ ଦେଖାଇଲେ ବଦାନ୍ୟତା

ବୌଦ୍ଧ : କରୋନା ଭୂତାଣୁ ପାଇଁ ସମଗ୍ର ବିଶ୍ୱରେ ଆତଙ୍କ ଖେଳି ଯାଇଥିବା ବେଳେ ବୌଦ୍ଧ ବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛତନିଆକଟା ଗ୍ରାମବାସୀ କରୋନା ମୁକାବିଲା ପାଇଁ ବଢାଇଛନ୍ତି ସହଯୋଗର ହାତ । ନିଜର ଶକ୍ତି ଅନୁଯାୟୀ ପରିବାର ପିଛା କିଛି କିଛି ଅର୍ଥ ସଂଗୃହିତ କରି ବୌଦ୍ଧ ଗୋଷ୍ଠୀ
Read More...

ମାଛ ମାରିବା ପାଇଁ ମହାନଦୀରେ ବିସ୍ଫୋରଣ ; ଶଙ୍କାରେ ମତ୍ସ୍ୟଜୀବି

ବୌଦ୍ଧ : ନଦୀରୁ ମାଛ ମାରି ଲକ୍ଷଲକ୍ଷ ମତ୍ସ୍ୟଜୀବି ପରିବାର ହଜାର ହଜାର ବର୍ଷ ଧରି ସେମାନଙ୍କର ଜୀବିକା ନିର୍ବାହ କରି ଆସୁଛନ୍ତି । ଗତ କିଛିବର୍ଷ ହେଲା ବିଭିନ୍ନ ନଦୀନାଳ ସମେତ ମହାନଦୀ ଜଳରେ ବିସ୍ଫୋରଣ କରି କିଛି ମତ୍ସ୍ୟଜୀବି ଓ ଅଣ ମତ୍ସ୍ୟଜୀବିମାନେ ମାଛ ମାରୁଥିବାର ମାଛଧରା ବୃତ୍ତିକୁ
Read More...

ଗଳି କନ୍ଦିରେ ବୁଲି ସଚେତନତା ଗୀତ (ଦେଖିକି ଚଳୁଥିବା) ଗାଇଲେ ବାଲିଗୁଡ଼ା ଆଇଆଇସି

ବାଲିଗୁଡ଼ା: ମହାମାରୀ କରୋନା ଭୁତାଣୁ ମୁକାବିଲା ନେଇ ସାରା ବିଶ୍ବ ଚିନ୍ତିତ । ଦିନକୁଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ବର୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ଛୁଇଁଲାଣି । ଏଭଳି ପରିସ୍ଥିତିରେ ଲୋକଙ୍କୁ ଅଧିକ ସଚେତନ କରାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଛି ବାଲିଗୁଡ଼ା
Read More...

ଅପ୍ରେଲ୍ ୮ରେ ଦେଖନ୍ତୁ ସୁପର ପିଙ୍କ୍ ମୁନ୍‌

ନୂଆଦିଲ୍ଲୀ: ଆମେ ସମସ୍ତେ ସୁପର ମୁନ୍‌କୁ ଦେଖିଛେ । କିନ୍ତୁ ଆସନ୍ତା ୮ ତାରିଖରେ ସୁପର ପିଙ୍କ୍ ମୁନ୍‌କୁ ସମେସ୍ତ ଦେଖିବା । ଆଷ୍ଟ୍ରୋନମରମାନଙ୍କ କହିବା କଥା ଏହିଦିନ ଏହି ସୁପର ପିଙ୍କ୍ ମୁନ୍ ପୃଥିବୀ ନିକଟବର୍ତ୍ତୀ ହେବ । ଏହି ଦିନ ଅନ୍ୟ ଦିନମାନଙ୍କଠାରୁ ୩୦ ପ୍ରତିଶତ ବଡ଼ ଦେଖାଯିବ ।
Read More...

ଭୁବନେଶ୍ୱରରେ ଆଉ ୧୬ ଟି କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଆଉ ୧୬ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ଦର୍ଶାଯାଇଛି । ଏହି ସମସ୍ତ ଆକ୍ରାନ୍ତ ରାଜଧାନୀ ଭୁବନେଶ୍ୱରର ବୋଲି ଦର୍ଶାଯାଇଛି । ଚିହ୍ନଟ ହୋଇଥିବା ୧୬ ରୋଗୀଙ୍କ ମଧ୍ୟରେ ୧୫ଜଣ ବମିଖାଲ ଅଂଚଳର ବୋଲି
Read More...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କା ପ୍ରଦାନ କଲା ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ

ପାରାଦୀପ - ମହାମାରୀ କରୋନା ର ନିରାକରଣ ନିମନ୍ତେ ଜଗତସିଂହପୁର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି । ଏ ସମ୍ପର୍କରେ ସଙ୍ଘର ସଭାପତି ତଥା ବିଶିଷ୍ଟ ଶ୍ରମିକ ନେତା ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ଏକ
Read More...

ଲକଡାଉନର ବିଚିତ୍ର ପ୍ରଭାବ : ୫ଶହ କିମି ଚାଲିଚାଲି ଯିବା ପରେ ପୁତ୍ର ସନ୍ତାନ ଜନ୍ମଦେଲେ ମହିଳା

ଭୋପାଳ: ଲକଡାଉନ ଯୋଗୁଁ ଦେଶର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିଚିତ୍ର ଘଟଣାମାନ ଘଟୁଥିବା ନଜରକୁ ଆସିଛି । କେଉଁଠି ଶ୍ରମିକମାନେ ଚାଲିଚାଲି ୩ଶହ୪ଶହ କି.ମି. ଯିବା ପରେ ଅସୁସ୍ଥ ହୋଇପଡୁଛନ୍ତି ତ ଆଉ କେଉଁଠି ପ୍ରାଣ ହରାଉଛନ୍ତି । ଏବେ ଏଭଳି ଏକ ଘଟଣା ଘଟିଛି ଯାହା ବେଶ୍ ଚର୍ଚ୍ଚାର ବିଷୟ
Read More...

ହଜାରରେ ଅଧିକ କରୋନା ଆକ୍ରାନ୍ତ ନିଜାମୁଦ୍ଦିନ ଲିଙ୍କ୍‌

ନୂଆଦିଲ୍ଲୀ,: ଦେଶରେ ବର୍ତ୍ତମାନ ସୁଦ୍ଧା ଯେତିକି କରୋନା ରୋଗୀ ଚିହ୍ନଟ ହୋଇଛି ତା\'ମଧ୍ୟରୁ ୧ହଜାରରୁ ଅଧିକ ରୋଗୀଙ୍କର ନିଜାମୁଦ୍ଦିନ ଲିଙ୍କ୍ ରହିଛି । ଆଜି କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ନିଜାମୁଦ୍ଦିନରୁ ମୁସଲିମମାନେ ୧୭ଟି ରାଜ୍ୟକୁ ଯାଇଛନ୍ତି । ଅର୍ଥାତ୍ ସେମାନଙ୍କ ଯୋଗୁଁ
Read More...