Monthly Archives

April 2020

କରୋନା ଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ କୋହଲି

ନୂଆଦିଲ୍ଲୀ ବର୍ତ୍ତମାନ କରୋନା ଭାଇରସ୍ ବିରୋଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଅଗ୍ନିଶମ ସେବାବାହିନୀ, ପୁଲିସ କର୍ମଚାରୀମାନେ ଦିନରାତି ସଂଘର୍ଷ କରୁଛନ୍ତି । ସେମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କର ସେବା କରୁଛନ୍ତି । ତେଣୁ ଦେଶବାସୀ ମିଳିତ ଭାବେ ସେମାନଙ୍କୁ ସମର୍ଥନ ଜଣାଇବା
Read More...

ଦରମା କାଟ୍ ପ୍ରସ୍ତାବକୁ ଗାଭାସ୍କରଙ୍କ ବିରୋଧ

ମୁମ୍ବାଇ : କରୋନା ଯୋଗୁଁ ଅନେକ କ୍ରିକେଟ ଇଭେଣ୍ଟ ବାତିଲ ହୋଇଯାଇଥିବାରୁ ଖେଳାଳିମାନଙ୍କ ଦରମା କାଟ୍ ପାଇଁ ଭାରତୀୟ କ୍ରିକେଟର ଆସୋସିଏସନ(ଆଇସିଏ) ଦେଇଥିବା ଦରମା କାଟ୍ ପ୍ରସ୍ତାବକୁ କିମ୍ବଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର ଦୃଢ ବିରୋଧ କରିଛନ୍ତି । ଏଭଳି ଏକ ସମୟରେ ଖେଳାଳିମାନଙ୍କ ବେତନ
Read More...

ରାଜ୍ୟରେ ଆଉ ଦୁଇଟି କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଟ୍ୱିଟର ହ୍ୟାଣ୍ଡେଲରେ ଆଉ ଦୁଇଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଏହି ଦୁଇ ରୋଗୀ ହେଲେ କପିଳପ୍ରସାଦ ହାଉସିଂ ବୋର୍ଡ଼ କଲୋନୀ ଫେଜ୍‌-୨ର ୭୦ବର୍ଷ ବୟସ୍କ ବୃଦ୍ଧ, ଯିଏକି ନିକଟରେ ଅଷ୍ଟ୍ରେଲିଆରୁ
Read More...

ପାରଳାରେ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିସଦ ପକ୍ଷରୁ ଆଜି ଶ୍ରମିକ କଲ୍ୟାଣ ଯୋଜନାରେ ସ୍ୱତନ୍ତ୍ର ଆର୍ଥିକ ସହାୟତା ହିତାଧିକାରୀଙ୍କୁ 1500 ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦିଆଯାଇଛି।ଏହି କାର୍ଯ୍ୟକ୍ରମ ରେ ପାରଳା ପୌରପରିସଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ଓ
Read More...

ପୋଲିସ ଡ଼ିଜିପିଙ୍କ ଭଦ୍ରକ ଗସ୍ତ

ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ ରେ ଭଦ୍ରକ ସହର କୁ ଗତ 3 ତାରିଖ ରାତି 8 ରୁ ଆଜି ରାତି 8 ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି. ତେବେ ଭଦ୍ରକ ସହରରେ ସଟ ଡାଉନ ସ୍ଥିତି ର ସମୀକ୍ଷା ପାଇଁ ଭଦ୍ରକ ରେ ପହଞ୍ଚିଛନ୍ତି ଡ଼ିଜିପି ଅଭୟ. ସେ ପ୍ରଥମେ ଭଦ୍ରକ ରେ ପହଞ୍ଚି ଜ଼ିଲ୍ଲା ପୋଲିସ
Read More...

ବୌଦ୍ଧରେ ଚାଞ୍ଚଲ୍ୟ : କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କୁସଙ୍ଗ ରେଞ୍ଜ ନିକଟରେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ସଂରକ୍ଷଣ ଜଙ୍ଗଲରେ ଆଜି ଏକ କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ଗ୍ରାମ ନିକଟସ୍ଥ ଲେଦେରାକେନ୍ଦୁ ବିଟ୍ ଜଙ୍ଗଲରେ ଏହି ବାଘର ମୃତ୍ୟୁ ଘଟିଛି । ଆଜି
Read More...

ଦିବ୍ୟାଙ୍କୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରି ହୋଇଯାଇଥିଲା ନିସ୍ତବ୍ଧ

୧୯୯୩ ମସିହା ଅପ୍ରେଲ୍ ମାସ ୫ ତାରିଖ । ହଠାତ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୁଭିଲା ଶୋକର ପଦଧ୍ୱନୀ । ବୁଝୁବୁଝୁ କଣ ନା ଫିଲ୍ମ ଇଣ୍ଡଷ୍ଟ୍ରିର ଆଗଦାଡ଼ିର ଚୁଲବୁଲି ହିରୋଇନ୍ ଦିବ୍ୟା ଭାରତୀ ତାଙ୍କ ବାସଭବନର ୫ମ ମହଲାରୁ ପଡ଼ି ପ୍ରାଣ ହରାଇଛନ୍ତି । ଏହା ଶୁଣି ସମସ୍ତ ଫିଲ୍ମ ଇଣ୍ଡଷ୍ଟ୍ରି ତାଜୁବ୍
Read More...

ଲକ୍‌ଡାଉନ୍ ସମ୍ପର୍କିତ ଆଲୋଚନା କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଅନୁପମ ଶାହା ଆଜି ଗୁମ୍ମା ବ୍ଲକ ଅଚାନକ ଗ୍ରସ୍ତ କରି ବ୍ଲକରେ କରୋନା ଭାଇରସର କଡ଼ା ମୁକାବିଲା କରାଯିବା ନେଇ ଲକ୍‌ଡାଉନ୍ କିଭଳି କାର୍ଯ୍ୟକାରୀ କରାଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେଠାରେ ଜିଲ୍ଲାପାଳ ଅନୁପମ ଶାହା, ବିଡ଼ିଓ ନଟବର ଗରଡ଼ାଙ୍କ
Read More...

ଗୋଷ୍ଠୀ ସଂକ୍ରମଣ ଡର ହଟିଛି : ସରକାରୀ କଟକଣା ନମାନିଲେ ଆହୁରି ଅଧିକ କଠୋର ନିଷ୍ପତ୍ତି ନିଆଯାଇପାରେ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୪୮ ଘଣ୍ଟିଆ ସଟ୍‌ଡାଉନ୍ ଆଜି ରାତି ୮ଟାରେ ଶେଷ ହେବ । ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରର ଲୋକମାନେ ସଟ୍‌ଡାଉନକୁ ଯେଭଳି ସଫଳ କଲେ ତାହାକୁ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଛନ୍ତି । ଧନ୍ୟବାଦ ଛଳରେ ମୁଖ୍ୟ
Read More...