Monthly Archives

April 2020

ଭଦ୍ରକରେ ବିଶୋଧନ ପ୍ରକ୍ରିୟା ଜାରି

ଭଦ୍ରକରେ ଗତକାଲି ୨ଜଣ କରୋନା ସଂକ୍ରମିତ ରୋଗୀ ଚିହ୍ନଟ ହେବାପରେ ଜିଲ୍ଲାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି ।ଭଦ୍ରକ ଜିଲ୍ଲାପାଳ ଜ୍ଞାନରଞ୍ଜନ ଦାସ ଟ୍ୱିଟ୍ କରି ଜଣାଇଛନ୍ତି ଯେ, ଗତକାଲିଠାରୁ ଭଦ୍ରକ ପୌରାଞ୍ଚଳରେ ବିଶୋଧନ କାମ ଜୋରଦାର୍ ହେବା ସହିତ ସହରର ସମ୍ବେଦନଶୀଳ
Read More...

କରୋନା ମୁକାବିଲା ପାଇଁ ସହାୟତା ହାତ ବଢାଇଲା ପାଟଣାଗଡ଼ ବଣିକ ସଂଘ

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବଣିକ ସଙ୍ଘ ତରଫରୁ କରୋନା ବିପତ୍ତି ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଏକଶଠି ହଜାର ଏକ ଶହ ଏଗାର ଟଙ୍କା ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନ ଙ୍କୁ ପ୍ରଦାନ କରିଥିଲେ । ପାଟଣାଗଡ ସହର ସମସ୍ତ ଦୋକାନ ରୁ ଚାନ୍ଦା ସଗ୍ରହକରିଥିଲେ ବୋଲି ବଣିକ
Read More...

ଭଦ୍ରକରେ ନିୟମ ଉଲ୍ଲଙ୍ଘନ କରି ୯ଗିରଫ

ସାରା ଦେଶରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଥିବା ବେଳେ ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ଭୁବନେଶ୍ୱର, କଟକ, ଭଦ୍ରକ ଓ ଯାଜପୁରରେ ୪୮ ଘଣ୍ଟା ପାଇଁ ସଟ୍‌ଡାଉନ୍‌ ଘୋଷଣା
Read More...

ବୌଦ୍ଧ : ସଡକ ଦୁର୍ଘଟଣା, ୨ ଆହତ

ବୌଦ୍ଧ : ଜାତୀୟ ରାଜପଥ ନଂ ୫୭ର ବୀରନରସିଂହପୁର ନିକଟରେ ଏକ ଦୁର୍ଘଟଣା ଘଟି ଦୁଇଜଣ ସାମାନ୍ୟ ଆହତ ହୋଇଛନ୍ତି । ମିଳିଥିବାସୂଚନା ଅନୁସାରେ ବୀରନରସିଂହପୁର ସ୍ଥିତ ସାଧୁଚରଣ ଉଚ୍ଚ ବିଦ୍ୟଆଳୟ ସାମ୍ନାରେ ଏକ ମିନିଟ୍ରକ ରାସ୍ତାକଡରେ ରହିଥିଲା । ଦିନ ପ୍ରାୟ ଘ.୧୨ଟା ୧୫ମିନ ସମୟରେ ଅନ୍ୟ ଏକ ଟାଟା
Read More...

ଲକଡାଉନ ରେ ଅସହାୟଜନଙ୍କ କଷ୍ଟ ବଢିଛି

ସମ୍ବଲପୁର : କରୋନା ସଙ୍କଟ ଯୋଗୁଁ ଘୋଷିତ ଲକଡାଉନ ପରେ ଅନେକ ଅସହାୟଜନଙ୍କ କଷ୍ଟ ବଢିଯାଇଛି । ବିଶେଷ ରୂପେ ଏକୁଟିଆ ରହୁଥିବା ଏପରି ଲୋକଙ୍କ କଥା କହିଲେ ନ ସରେ । ଯେତେ ଡିଡିମ୍ବି ପିଟିଲେ ମଧ୍ୟ ପ୍ରଶାସନିକ ସାହାଯ୍ୟ ଏପରି ଲୋକଙ୍କ ପାଖକୁ ପହଞ୍ଚି ପାରୁ ନାହିଁ । ଏପରି ଜଣେ ବରିଷ୍ଠ ନାଗରିକ
Read More...

48ଘଣ୍ଟିଆ ସଟଡାଉନକୁ ବିପୁଳ ସମର୍ଥନ ଦେଉଛନ୍ତି କଟକ, ଭୁବନେଶ୍ୱର ଓ ଭଦ୍ରକ ବାସିନ୍ଦା

ଭୁବନେଶ୍ୱର (ସୁରେଶ କୁମାର କର) : କରୋନା ମହାମାରି କେତେ ଭୟଙ୍କରୀ ଏହା ଅନୁଭବ କରିଛନ୍ତି କଟକ ଭୁବନେଶ୍ୱର ଓ ଭଦ୍ରକ ସହରାଞ୍ଚଳ ବାସିନ୍ଦା I ଗତକାଲି ଗୋଟିଏ ଦିନରେ 20 ପଜେଟିଭ ସଂଖ୍ୟା ରାଜ୍ୟ ଛୁଇଁବା ପରେ ଲୋକେ ଆପଣା ଛାଏ ସତର୍କ ହୋଇଗଲେ, ଯାହାର ପ୍ରଭାବ ଆଜି ରାସ୍ତାଘାଟରେ
Read More...

କରୋନା ପଜିଟିଭ ମହିଳା ହେଲେ ମାଆ, ଡକ୍ଟର ପତି ମଧ୍ୟ ସଂକ୍ରମିତ

ନୂଆଦିଲ୍ଲୀ : କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ଜାରି ରହିଥିବା ବେଳେ ନିଜକୁ ବଞ୍ଚାଇବା ପାଇଁ ଲୋକମାନେ ନିଜ ନିଜ ଘରୁ ବାହାରୁନାହାନ୍ତି । ଏହି ଅବସରର ଏକ ଖୁସି ଖବର ଆସିଛି । ଶୁକ୍ରବାର ରାତିରେ ଦିଲ୍ଲୀର ଏମ୍ସରେ କରୋନା ଭାଇରସରେ ପୀଡିତ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଛନ୍ତି । ଉଭୟ
Read More...

ଶିକ୍ଷାଦାନ ସହ ସମାଜ ସେବାରେ ମନ ବଳାଇଛନ୍ତି ରାଜକିଶୋର ପାଢ଼ୀ

ବାଲିଗୁଡ଼ା: ଶିକ୍ଷାଦାନ ସହ ସମାଜ ସେବାରେ ମନ ବଳାଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ଶିକ୍ଷା ନିକେତନ ଶିକ୍ଷାନୁଷ୍ଠାନ ର ପ୍ରତିଷ୍ଠାତା ରାଜକିଶୋର ପାଢ଼ୀ । ମହାମାରୀ କରୋନା ଭୁତାଣୁ କୁ ନେଇ ଦେଶ ତଥା ରାଜ୍ୟ ସରକାର ଘୋଷଣା କରିଛନ୍ତି ୨୧ ଦିନିଆ ଲକ୍ ଡାଉନ୍ । ଧିରେଧିରେ ଆକ୍ରାନ୍ତଙ୍କ
Read More...

ଭୁବନେଶ୍ୱରରେ ଆଉ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଆଉ ୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ବମିଖାଲର ବୋଲି ଜଣାପଡ଼ିଛି। ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ୩ ଜଣଙ୍କ ମଧ୍ୟରୁ ଜଣେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି। ଏହି ୩ ଆକ୍ରାନ୍ତ
Read More...