Monthly Archives

April 2020

କରୋନା ପାଇଁ ତିନି ହଜାର ଟଙ୍କା ଦାନ କଲେ ଦିବ୍ୟାଙ୍ଗ ଲବ କୁମାର

ବଲାଙ୍ଗୀର : ମହାମାରୀ ରୂପକ କରୋନାରେ ସାରା ବିଶ୍ୱ କବଳିତ ହୋଇପଡ଼ିଛି । ଏହି ମହାମାରୀରୁ ରକ୍ଷା ପାଇଁ ସାରା ଭାରତ ବର୍ତ୍ତମାନ ୨୧ ଦିନ ପାଇଁ ଲକ୍‌ଡାଉନ୍‌ରେ ରହିଛି । ଏଭଳି ସ୍ଥିତିରେ ଶିଳ୍ପପତି, ଫିଲ୍ମ୍ ଜଗତ, ବିଭିନ୍ନ କ୍ରୀଡ଼ାବିତ୍‌ମାନେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍
Read More...

କଟକକୁ ବି ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର ଓ ଭଦ୍ରକ ପରେ କଟକ ସହରକୁ ମଧ୍ୟ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି । ଷଷ୍ଠ କରୋନା ରୋଗୀ ଚିହ୍ନଟ ହେବା ଏବଂ ସେ କଟକର ବୋଲି ଜଣାପଡିବା ପରେ ସରକାର ତତକ୍ଷଣାତ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି । ଷଷ୍ଠ ରୋଗ ଦିଲ୍ଲୀ ଯାଇଥିବା ଜଣାପଡିଛି । ଭୁବନେଶ୍ୱର, ଭଦ୍ରକ ଭଳି କଟକ
Read More...

ରାଜ୍ୟରେ ୬ଷ୍ଠ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଅନୁଯାୟୀ ରାଜ୍ୟରେ ଷଷ୍ଠ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଷଷ୍ଠ କରୋନା ସଂକ୍ରମିତ ବ୍ୟକ୍ତିଜଣକ କଟକର । ସେ ନିକଟରେ ଦିଲ୍ଲୀ ଗସ୍ତ କରି ଫେରିଥିଲେ । ତାଙ୍କ ସମ୍ପର୍କରେ ଅଧିକ ସୂଚନା ସଂଗ୍ରହ କରାଯାଉଛି । କେତେଜଣ
Read More...

କରୋନା ପାଇଁ ଲିଙ୍କ ବିବାହ ସ୍ଥଗିତ

ଜୋହନ୍ନବର୍ଗ: କେତେ ଆଶା ଥିଲା ଆସନ୍ତା ୧୦ ତାରିଖରେ ତାଞ୍ଜା କ୍ରୋନିଏଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଦକ୍ଷିଣ ଆଫ୍ରିକା ମହିଳା ଖେଳାଳି ଲିଜଲେ ଲି । କିନ୍ତୁ କରୋନା ଭଳି ମହାମାରୀ ସବୁ ଓଲଟପାଲଟ କରିଦେଇଛି । କରୋନା ପାଇଁ ତାଙ୍କ ବିବାହ ଉତ୍ସବକୁ ସ୍ଥଗିତ ରଖାଯାଇଛି । ଦକ୍ଷିଣ
Read More...

ଆଜି ରାତି ୮ଟାରୁ ରବିବାର ରାତି ୮ଟା ଭୁବନେଶ୍ୱର ଓ ଭଦ୍ରକ ସଟ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଅପ୍ରତ୍ୟାଶିତ ଭାବରେ ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ପଞ୍ଚମ ସଂକ୍ରମିତ ବ୍ୟକ୍ତିର ବିଲକ୍ଷଣରୁ ସରକାରଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା
Read More...

କରୋନା ମୁକାବିଲା ପାଇଁ ନିଜ ସଞ୍ଚିତ ଅର୍ଥକୁ ଦାନ କଲେ ପାରାଦ୍ୱୀପର ଏହି ଦୁଇ ଭଉଣୀ, ଅନ୍ୟମାନଙ୍କ ପାଇଁ ଉଦାହରଣ…

ପାରାଦ୍ୱୀପ : ବିଶ୍ୱରେ ମହାମାରୀର ରୂପ ନେଇଥିବା କରୋନା ମହାମାରୀ ଭାରତରେ ମଧ୍ୟ ତା\'ର କାୟାବିସ୍ତାର କରିବା ଆରମ୍ଭ କରିସାରିଲାଣି । ଏହାକୁ ଦୃଷ୍ଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଲକଡାଉନ କରିଛନ୍ତି । ସେହିପରି ଆମ ରାଜ୍ୟ ଓଡିଶାରେ ମଧ୍ୟ ଏ ପର୍ଯ୍ୟନ୍ତ ୫ଜଣ ରୋଗୀ ଚିହ୍ନଟ
Read More...

ଆଗକୁ ରାଜନୀତି କରିବାକୁ ଲମ୍ବା ସମୟ ପଡ଼ିଛି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବର୍ତ୍ତମାନ ସମୟରେ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର । କରୋନା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ପ୍ରସ୍ତୁତି କରି ନାହାନ୍ତି ବୋଲି ସୋନିଆ ଗାନ୍ଧୀ ଅଭିଯୋଗ କରିବା ପରେ ସେ ପ୍ରତିକ୍ରିୟା
Read More...

ଭିମସାରରୁ ୧୦୦ଟି ଏନ-୯୦ ମାସ୍କ ଉଭାନ

ସମ୍ବଲପୁର : ଅଞ୍ଚଳର ପ୍ରମୁଖ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର ଭିମସାର ରୁ କରୋନା ମୁକାବିଲା ପାଇଁ ଉଦ୍ଦିଷ୍ଟ ୧୦୦ଟି ଏନ-୯୦ ମାସ୍କ ଗତକାଲି ପ୍ରଥମେ ରହସ୍ୟ ଜନକ ଭାବରେ ଉଭାନ ହୋଇ ଯାଇଥିଲା ଓ ଏହାକୁ ନେଇ ତନାଘନା ଆରମ୍ଭ ହୋଇ ଯିବାରୁ ତାହା ପୁଣି ଠାବ ହୋଇଥିଲା । ଏହା ପଛରେ ସେଠାକାର କିଛି
Read More...

ରାସନ କାର୍ଡ ନଥିବା ଲୋକଙ୍କୁ ଖାଦ୍ୟ ସାମଗ୍ରୀ ବାଣ୍ଟୁଛନ୍ତି ଯୁବ ସମାଜ

ବାଲିଗୁଡ଼ା: କରୋନା ପାଇଁ ସାରା ଦେଶରେ ହୋଇଛି ତାଲା ବନ୍ଦ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳର ଗରିବ ନିସଃହାୟ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର କିଛି ଯୁବକ । ରାସନ
Read More...

୪ ଲକ୍ଷର ସହାୟତା ଦେଲେ ଭାରତୀୟ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର

ନୂଆଦିଲ୍ଲୀ : ଭାରତୀୟ ଫିଲ୍ଡିଂ କୋଚ୍ ଆର୍ ଶ୍ରୀଧର କରୋନା ସହାୟତା ନିମନ୍ତେ ୪ ଲକ୍ଷର ସହାୟତା ରାଶି ପ୍ରଦାନ କରିବେ ବୋଲି ଟୁଇଟ୍ କରିଛନ୍ତି । ତାଙ୍କ ଅଫିସିଆଲ୍ ଟ୍ୱିଟର ଜରିଆରେ ଏହି ୪୯ ବର୍ଷୀୟ ଭାରତର ପୂର୍ବତନ ଖେଳାଳି ଟୁଇଟ୍ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତେଲେଙ୍ଗାନା
Read More...