ଆଗକୁ ରାଜନୀତି କରିବାକୁ ଲମ୍ବା ସମୟ ପଡ଼ିଛି

0 628

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବର୍ତ୍ତମାନ ସମୟରେ ରାଜନୀତି କରିବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାବଡେକର । କରୋନା ପାଇଁ କେନ୍ଦ୍ର ସରକାର ଯଥେଷ୍ଟ ପ୍ରସ୍ତୁତି କରି ନାହାନ୍ତି ବୋଲି ସୋନିଆ ଗାନ୍ଧୀ ଅଭିଯୋଗ କରିବା ପରେ ସେ ପ୍ରତିକ୍ରିୟା ପ୍ରକାଶ କରି ଏହା କହିଛନ୍ତି ।
ସେ କହିଛନ୍ତି ଯେ କଂଗ୍ରେସ ସଭାପତି ସୋନିଆ ଯାହା କହିଛନ୍ତି ତାହା ନିନ୍ଦନୀୟ । ସେ କହିଛନ୍ତି ଯେ ରାଜନୀତି କରିବାକୁ ପରେ ବହୁତ ସମୟ ମିଳିବ । ବର୍ତ୍ତମାନ ସମସ୍ତେ ଏକଜୁଟ ହେବା ଓ ଏକାଠି କାମ କରିବା ହେଉଛି ସମୟର ଆବଶ୍ୟକତା ।

hiranchal ad1
Leave A Reply

Your email address will not be published.

fourteen − nine =