Monthly Archives

April 2020

କିମ୍‍ସରେ କାର୍ଯ୍ୟକ୍ଷମ ହେଲା ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍‍ପିଟାଲ୍‍

ଭୁବନେଶ୍ୱର : ଅପ୍ରେଲ୍‍ ୨ତାରିଖଠାରୁ କିମ୍‍ସରେ କାର୍ଯ୍ୟକ୍ଷମ ହୋଇଛି ୫ଶହ ଶଯ୍ୟା ବିଶିଷ୍ଟ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ । କିମ୍‍ସ ଦ୍ୱାରା ସଂପୂର୍ଣ୍ଣ ପରିଚାଳିତ ଏହି ହସ୍‍ପିଟାଲ୍‍ ପାଇଁ ଓଏମ୍‍ସିର ସିଏସ୍‍ଆର ଜରିଆରେ ଆବଶ୍ୟକ ସରଞ୍ଜାମ, ଯନ୍ତ୍ରାଂଶ ଓ ଏହି ହସ୍‍ପିଟାଲ୍‍ ଚଳାଇବା ପାଇଁ
Read More...

ପ୍ରମାଣ ନଥିବା ଖବର ପ୍ରସାରଣ କରନ୍ତୁ ନାହିଁ

ନୂଆଦିଲ୍ଲୀ : କରୋନା ମହାମାରୀ ସମ୍ପର୍କରେ ଉତରଦାୟିତ୍ୱର ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରମାଣ ନଥିବା ଖବର ପ୍ରସାରଣ କରି ଅଯଥାରେ ଆତଙ୍କ ସୃଷ୍ଟି ନକରିବା ଲାଗି ସୁପ୍ରିମକୋର୍ଟ ତାଙ୍କ ରାୟରେ
Read More...

ପିପୁଲ୍ସ ଫର୍ ଆନିମଲ ଓ କିଟ୍ ର ଜୀବେଦୟା କାର୍ଯ୍ୟ

ଭୁବନେଶ୍ୱର : ପିପୁଲ୍ସ ଫର୍ ଆନିମଲ ଏବଂ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ କିଟ୍ ଜୀବେଦୟା ଭଳି କାର୍ଯ୍ୟକରି ବେଶ୍ ଲୋକାଦୃତ ହୋଇପାରିଛନ୍ତି । ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଭାଇରସର
Read More...

ବାବା ରାମଦେବଙ୍କୁ ଧନ୍ୟବାଦ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ବାବା ରାମଦେବଙ୍କ ଯୋଗଦାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଯେତେବେଳେ ଦେଶ ସେବା କଥା ସାମନାକୁ ଆସେ ସେତେବେଳେ ବାବା ରାମଦେବ ସବୁଠାରୁ ଆଗରେ ରହିଥାନ୍ତି । କରୋନା
Read More...

୨୦୧୯-୨୦ ଆର୍ଥିକ ବର୍ଷରେ ନାଲ୍‌କୋର ରେକର୍ଡ଼ ଉତ୍ପାଦନ

ଭୁବନେଶ୍ୱର :କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧିନସ୍ଥ ଦେଶର ପ୍ରମୁଖ ଆଲୁମିନା ଏବଂ ଆଲୁମିନିୟମ ଉତ୍ପାଦକ ଏବଂ ରପ୍ତାନୀକାରୀ ଉଦ୍ୟୋଗ ନ୍ୟାସ୍‌ନାଲ୍ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟ୍ ଏବଂ ଆଲୁମିନା କ୍ଷେତ୍ରରେ ସର୍ବକାଳୀନ ଉତ୍ପାଦନ ରେକର୍ଡ଼ କରିଅଛି । ଶତକଡ଼ା
Read More...

ରକ୍ତଦାନରେ ସାମିଲ ହେଲା Need Wall ସଂଗଠନ

କରୋନା ଲଢେଇ ପାଇଁ ସାରା ଦେଶ ଲକ ଡାଉନ୍, ବଲାଙ୍ଗୀର ସମେତ ପଡୋଶୀ 4/5 ଜିଲ୍ଲା ଲୋକେ ଭୀମଭୋଇ ମେଡିକାଲ କଲେଜ ଓ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଉପରେ ନିର୍ଭର କରନ୍ତି, ଏବେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖାଦେଇଛି, Being Human ସଂଗଠନର 5ଜଣ ସଦସ୍ୟ ପ୍ରତିଦିନ ରକ୍ତ ଦାନ କରୁଥିବା ବେଳେ ଆଉ
Read More...

ଲକଡାଉନରେ ବୋର୍ ହେବନି ଲୋକେ, ବାଲିଗୁଡା ପୁଲିସର ଅଭିନବ ପ୍ରୟାସ

ବାଲିଗୁଡ଼ା: ସମସ୍ତଙ୍କୁ ଘାରିଛି କରୋନା ଭୟ। ଘରେ ରହି ରହି ଲୋକେ ବିରକ୍ତ ହୋଇଗଲେଣି । ଏଣିକି ଲୋକେ ଆଉ ବୋର୍ ହେବେନି । କାରଣ ବାଲିଗୁଡ଼ା ପୋଲିସ୍ ପକ୍ଷରୁ ନିଆଯାଇଛି ଅଭିନବ ପଦକ୍ଷେପ । ଘରେ ବସିବସି ବୋର୍ ନହୋଇ କରୋନା ଉପରେ ଆଧାରିତ କବିତା, ଚିତ୍ରାଙ୍କନ, ରଚନା, କ୍ଷୁଦ୍ରଗଳ୍ପ,ଗିତ ଆଦି
Read More...

ଝାରସୁଗୁଡ଼ାରେ କୋଭିଡ୍‌-୧୯ ଚିକିତ୍ସାଳୟ ପାଇଁ ବେଦାନ୍ତ ଲିଃର ଭାଗିଦାରୀ

ଝାରସୁଗୁଡ଼ା : ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ କରୋନା ପାଇଁ ସ୍ୱତନ୍ତ୍ର ଚିକିତ୍ସାଳୟର ବ୍ୟବସ୍ଥା କରାଯିବ । ଏହି ଦିଗରେ ଝାରସୁୁଗୁଡ଼ାରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍‌-୧୯ ହସ୍ପିଟାଲର ଗଠନ କରାଯିବ, ଯାହାର ପ୍ରସ୍ତୁତି ଓ ପରିଚାଳନା ପାଇଁ ବେଦାନ୍ତ
Read More...

ଯୋଡା : ପ୍ରଶାସନ ପକ୍ଷରୁ ମିଳୁନି ରନ୍ଧା ଖାଦ୍ୟ, ସାମାଜିକ ଅନୁଷ୍ଠାନ ହିଁ ଗରିବଙ୍କୁ ଭରସା

ଯୋଡା, : ଲକ୍ ଡାଉନର ୯ଦିନପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବିଭିନ୍ନ ବସ୍ତି ମାନଙ୍କରେ ରହୁଥିବା ଗରିବ ଦିନ ମଜୁରୀଆ ମାନଙ୍କୁ ରନ୍ଧା ଖାଦ୍ୟ ମିଳିପାରିନଥିବା ଅଭିଯୋଗ ହୋଇଛି । ସରକାରଙ୍କ ପକ୍ଷରୁ ଏହି ଲକ୍ ଡାଉନ ସମୟରେ ସମସ୍ତ ଖଟିଖିଆଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦେବାକୁ ନିର୍ଦ୍ଦେଶ
Read More...

ଜନ୍ମଦିନରେ ରକ୍ତଦାନ କରି ଉଦାହରଣ ପାଲଟିଲେ ଏହି ତିନି ଯୁବକ

ସମ୍ବଲପୁର : ବର୍ତ୍ତମାନ ସବୁଆଡେ ଅଭାବ ଅସୁବିଧା ପରିଲକ୍ଷିତ ହେଉଛି ଓ ଏହାର ସର୍ବାଧିକ ଶିକାର ରକ୍ତଭଣ୍ଡାର ଗୁଡିକରେ ଦୃଷ୍ଟିଗୋଚର ହେଉଛି । ହେଲେ କିଛି ଯୁବକ ଏହି ଅଭାବ ଅସୁବିଧା ପୂରଣ କରିବା ପାଇଁ ଆଗେଇ ଆସୁଛନ୍ତି । ଏପରି କିଛି ଯୁବକ ଅମନଜିତ ସିଂହ ସଲୁଜା, ଅନୁପ ସାଗର ଓ କାଶ୍ଯପ
Read More...