Monthly Archives

August 2020

ଆର୍‌ସିବିର ଓପନରଙ୍କୁ ନେଇ ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ : ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ସମୟ ପାଖେଇ ଆସୁଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଏକ ନିର୍ଦ୍ଦିଷ୍ଟ ବିଷୟକୁ ନେଇ ଦ୍ୱିଧାରେ ପଡ଼ିଛି । ଏଥର କିଏ ଓପନର ବ୍ୟାଟ୍ସମ୍ୟାନ୍‌ଭାବେ ଭୂମିକା ଗ୍ରହଣ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ପାରମ୍ପରିକ ଭାବେ
Read More...

ଆଇପିଏଲ୍‌ ଦଳଗୁଡ଼ିକର କ୍ଷତିପୂରଣ ଦାବି ଅଯଥାର୍ଥ

ମୁମ୍ବାଇ : କରୋନା ଭାଇରସ ସଂକ୍ରମଣ ଯୋଗୁଁ ହୋଇଥିବା କ୍ଷତିର ଭରଣା ପାଇଁ ଆଇପିଏଲ୍‌ ଦଳର ଦାବିକୁ ବିସିସିଆଇ ଗ୍ରହଣ କରିବାକୁ ମନା କରିଦେଇଛି । କରୋନା ଯୋଗୁଁ ଦଳର ଅଶେଷ କ୍ଷତି ହୋଇଥିବାରୁ ବିସିସିଆଇ ତାହାର ଭରଣା କରୁ ବୋଲି କିଛି ଟିମ୍‌ ଦାବି କରିଛନ୍ତି । ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ବେଳେ
Read More...

କନ୍ଧମାଳରେ ପୁଣି ୧୭ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୧୭କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୨୦୩ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୧୭୮୦ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ବୌଦ୍ଧରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବୌଦ୍ଧ: ଆଜି ବୌଦ୍ଧଗଡ ଏନଏସି ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ଜିଲ୍ଲାପାଳ ତଥା ଅଧ୍ୟକ୍ଷ ଲଲାଟେନ୍ଦୁ ମିଶ୍ର ସକାଳେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏନଏସି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଜାତୀୟ ପତାକା
Read More...

ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୭ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଲକରୁ ୩ ଜଣ କାଶୀନଗର ବ୍ଳକରୁ ଜଣେ, ପାରଲା ପୌର ପରିଷଦରୁ ଜଣେ ନୂଆଗଡ ବ୍ଲକରୁ ଜଣେ,ଗଜପତି ଜିଲ୍ଲାର ଜଣେ ଜିଲ୍ଲା ବାହାର ହସ୍ପିଟାଲରୁ ଚିହ୍ନଟ ହୋଇଥିବାର
Read More...

ହରଭଙ୍ଗା : ବନ୍ୟା ଜଳ ସାମାନ୍ୟ ହ୍ରାସ, ଉଜୁଡିଲା ଧାନ ଫସଲ

ହରଭଙ୍ଗା : ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ଆସି ହରଭଙ୍ଗା ବ୍ଲକ ଅଂଚଳରେ ୭ ଦିନ ଧରି ବନ୍ୟାଜଳରେ ଚାଷଜମି ବୁଡି ରହିଛି । ଫଳରେ ଏକର ଏକର ଚାଷଜମିର ଫସଲ ଉଜୁଡିଯିବା ସହ ଧାନଗଛ ପଚି ନଷ୍ଟ ହୋଇଛି । ଏବେବି ୧୦ଟି ଗାଁ ଜଳବନ୍ଦୀ ହୋଇଥିବା ବେଳେ, ବହୁ ଅଂଚଳ ବନ୍ୟାରେ ବୁଡି
Read More...

ପାରଳା ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ନିରାଡମ୍ବରରେ ପାଳିତ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ନିଖିଳ ଭାରତ ସ୍ୱାୟତ ଶାସନ ଦିବସ ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ରହି ପତାକା ଉତ୍ତୋଳନ କରି ଜାତୀୟ ସଙ୍ଗୀତ
Read More...

ବୌଦ୍ଧ : ଆଜି ୯ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ : ଆଜି ବୌଦ୍ଧ ଜିଲ୍ଲାରେ ନୂତନ ଭାବେ ୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ବୌଦ୍ଧ ଜିଲ୍ଲାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହର ମଧ୍ୟରୁ ୪ ଜଣ , ବୌଦ୍ଧ ବ୍ଲକ୍ ରକ୍ସା (ଦହ୍ୟା)ର ୧ ଜଣ, କଣ୍ଟାମାଳ
Read More...

ରାଜ୍ୟରେ ପୁଣି ଚିହ୍ନଟ ହେଲେ ୨୬୦୨ କରୋନା ପଜିଟିଭ, ୧୦ ମୃତ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୫୩୬ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ
Read More...

ବଜ୍ରାଘାତରେ ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ

ବୌଦ୍ଧ,୩୧/୮- ଆଜି ସକାଳେ କଣ୍ଟାମାଳ ବ୍ଲକ୍ ଖଟଖଟିଆ ନିକଟରେ ବଜ୍ରାଘାତ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଖଟଖଟିଆ ଅଂଚଳରେ ସାମାନ୍ୟ ବର୍ଷା ସହ ବଜ୍ରପାତ ହୋଇଥିଲା | ଏ ସମୟରେ ମାଛ ମାରିବା ପାଇଁ ସକାଳ 7 ଘଣ୍ଟା ସମୟରେ ଗୋଟିଏ ସାଇକେଲ
Read More...