Monthly Archives

August 2020

ଦୁର୍ଘଟଣାରେ ଯୁବକ ମୃତ

ବୌଦ୍ଧ,୩୧/୮ - ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ନମ୍ବର୍ 57 ର ଆଡେନିଗଡ ନିକଟରେ ଗୋଟିଏ ସଡକ ଦୁର୍ଘଟଣା ଘଟି ଦଶପଲା ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ଘ 7. 30 ମିନିଟ ସମୟରେ ଚାରିଛକରୁ ଦଶପଲା ଅଭିମୁଖେ ଗୋଟିଏ ବାଇକ…
Read More...

ସ୍ୱର୍ଗତ ଉମାଶଙ୍କର ଯୋଶୀଙ୍କୁ ଶ୍ରଦ୍ଧାଞ୍ଜଳି

ଜହ୍ନାପଙ୍କ,୩୦/୮- ଐତିହାସିକ ଚାରିଶମ୍ଭୁ ମନ୍ଦିରର ସ୍ୱାଗତ ତୋରଣ ଜହ୍ନାପଙ୍କଠାରେ ଅବସ୍ଥିତ । ସ୍ୱର୍ଗତ ଉମା ଶଙ୍କର ଯୋଶୀଙ୍କ ଉଦ୍ୟମରେ ୨୦୦୬ରେ ନିର୍ମାଣ କରାଯାଇଥିଲା । ଶ୍ରୀ ଯୋଶୀ ଅଞ୍ଚଳର ଜଣେ ସମାଜସେବୀ, ମେଳାପୀ ଓ ସୁଖ ଦୁଃଖର ସାଥି ଥିଲେ । ତାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆଜି…
Read More...

ହରଭଙ୍ଗା : ବନ୍ୟା ଥମୁନି, ଦୁର୍ଦ୍ଦଶାରେ ଚାଷୀ

ହରଭଙ୍ଗା : ହରଭଙ୍ଗା ଅଂଚଳରେ ୫ ଦିନ ଧରି ବନ୍ୟାଜଳରେ ୧୦ଟି ଗାଁ ଜଳବନ୍ଦୀରେ ଥିବାବେଳେ ୯ଟି ପଞ୍ଚାୟତର ୫୧ଟି ଗାଁର ଏକର ଏକର ଚାଷଜମି ବନ୍ୟା ପାଣିରେ ବୁଡି ରହିଛି । ଆଜି ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା, ହରଭଙ୍ଗା ତହସିଲଦାର ହରିଓଁ ଭୋଇ ହରଭଙ୍ଗା ଅଂଚଳ ଆସି ବିଭିନ୍ନ ବନ୍ୟାଂଚଳ…
Read More...

ସାରବଣ୍ଟନରେ ଅନିୟମିତତା, ୫ ପ୍ୟାକ୍ସ ସମ୍ପାଦକ ନିଲମ୍ବିତ ଓ ୬ ଡୀଲରଙ୍କ ଲାଇସେନ୍ସ ରଦ୍ଦ

ବୌଦ୍ଧ,୩୦/୮ - ଜିଲ୍ଲାରେ ସାର ବଣ୍ଟନରେ ଅନିୟମିତତା କରିଥିବା ଅଭିଯୋଗରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୫ ଗୋଟି ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ଜଣେ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିଛନ୍ତି । ସେହିପରି ୬ ଜଣ ପ୍ରାଇଭେଟ ସାର…
Read More...

ସେପ୍ଟେମ୍ବରକୁ ପୋଷଣ ମାସ ଭାବେ ପାଳନ କରାଯିବ

ନୂଆଦିଲ୍ଲୀ : ଖାଦ୍ୟ ସହିତ ମଣିଷର ମାନସିକତା ଓ ବୌଦ୍ଧିକ ବିକାଶ ଦିଗ ଜଡ଼ିତ । ଆମର ମାନସିକତା ବିଚାରରେ ଆମେ ଖାଦ୍ୟ ବାଛିଥାଉ ଏବଂ ତାହାକୁ ଗ୍ରହଣ କରିଥାଉ । ମାନସିକ ଓ ଶାରିରୀକ ସୁସ୍ଥତା ଓ ବିକାଶ ଦିଗରେ ଖାଦ୍ୟର ବିଶେଷ ଭୂମିକା ରହିଛି । ଆମେ ଯେମିତି ଖାଇବା ଆମର ମାନସିକତା ଓ…
Read More...

୩୫ ଲକ୍ଷ ଟପିଲା କରୋନା ପଜିଟିଭ୍‌

ନୂଆଦିଲ୍ଲୀ : ଭାରତରେ ଦୈନିକ ସଂକ୍ରମଣ ଗତ କିଛିଦିନ ଧରି ରେକଡର଼୍ ପରେ ରେକଡର଼୍ ଭାଙ୍ଗିଚାଲିଛି । ଗତକାଲି ଦିନକର ସଂକ୍ରମଣ ୭୭ ହଜାର ପରେ ଥିବା ବେଳେ ଆଜି ତାହା ୭୮ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୭୮ ହଜାର ୭୬୧ଜଣ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୫…
Read More...

ରିୟାଙ୍କୁ ପୁଣି ଜେରା

ମୁମ୍ବାଇ : ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ଆଜି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସିବିଆଇ ଅଧିକାରୀମାନେ ପୁଣୀ ଜେରା କରିଛନ୍ତି । ଗତକାଲି ତାଙ୍କୁ ସାତଘଣ୍ଟା ଜେରା କରାଯାଇଥିଲା । ଆହୁରି ବହୁ ତଥ୍ୟ ବାହାର କରିବା ଲାଗି ତାଙ୍କୁ ଆଜି ପୁନର୍ବାର ଜେରା କରାଯାଇଥିଲା । ଖୁବ୍‌ଶୀଘ୍ର…
Read More...

ବିଧାୟକଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ମହାମାରୀ କରୋନାର କରଳାରୂପ ତୀଖ ଛୁଇଁଥିବା ବେଳେ ବନ୍ୟା ବିତ୍ପାତ ରାଜ୍ୟର ପ୍ରାୟ ୧୧ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି । ପୁଣି ଏଭଳି ସମୟରେ ରାଜ୍ୟର ପ୍ରାୟ ୫୦ହଜାରରୁ ଅଧିକ ପିଲା ସର୍ବଭାରତୀୟ ପରୀକ୍ଷା ନିଟ୍ ଓ ଜେଇଇ ଦେବାକୁ ଯାଉଛନ୍ତି । ଏଣୁ ଏହି ସ୍ଥିତିକୁ ଦେଖି…
Read More...

ପିତା ହିଁ ମୋର ପ୍ରକୃତ ପ୍ରେରଣାଦାତା

ମୁମ୍ବାଇ : କ୍ରୀଡ଼ାକୁ କ୍ୟାରିୟର ଭାବେ ଗ୍ରହଣ କରିବା ଲାଗି କିଏ ତାଙ୍କୁ ପ୍ରଥମେ ଓ ଆଜି ପର୍ଯ୍ୟନ୍ତ ପ୍ରେରଣା ଓ ଉତ୍ସାହ ଦେଇ ଆସୁଛନ୍ତି ତାହାର ଖୁଲାସା କରିଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ବ୍ୟାଡମିଣ୍ଟନ ତାରକା ପିଭି ସିନ୍ଧୁ । ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ, କ୍ରୀଡ଼ା…
Read More...

ରାଓନିକ୍‌ଙ୍କୁ ହରାଇଲେ ଜୋକୋଭିକ୍‌

ନ୍ୟୁୟର୍କ : ୟୁଏସ୍‌ ଓପନ୍‌ ପୁରୁଷ ସିଙ୍ଗିଲ୍ସ ଟୁର୍ଣ୍ଣାମେଣ୍ଟରେ ଶୀର୍ଷ ର‍୍ୟାଙ୍କରେ ଥିବା ନୋଭାକ୍‌ ଜୋକୋଭିକ୍‌ ତାଙ୍କର ପ୍ରତିପକ୍ଷ କାନାଡ଼ାର ମିଲୋସ୍‌ ରାଓନିକ୍‌ଙ୍କୁ ପରାସ୍ତ କରିଛନ୍ତି । ଏଥିସହ ସେ ଏଟିପି ୱେଷ୍ଟର୍ଣ୍ଣ ଓ ସଦର୍ଣ୍ଣ ଓପନ୍‌ ଟାଇଟଲ୍‌ ହାସଲ କରିଛନ୍ତି । ୩୩-ବର୍ଷୀୟ…
Read More...