ନଳକୂପ ହେଉନି ମରାମତି, ଲୋକେ ହନ୍ତସନ୍ତ
ବୌଦ୍ଧ,୨୭/୯ - କଣ୍ଟାମାଳ ବ୍ଲକ୍ ଲମ୍ବସରୀ ଗ୍ରାମରେ ଥିବା ଦୁଇଟି ନଳକୂପ ପ୍ରାୟ ମାସେ ହେବ ଅଚଳ ହୋଇ ପଡିଥିବାରୁ ଲୋକେ ପାଣି ପାଇଁ ଡହଳ ବିକଳ ହେଉଥିବା ଅଭିଯୋଗ ହୁଏ | ମିଳିଥିବା ସୂଚନା ଅନୁଯାୟୀ ଲମ୍ବସରୀ ଗ୍ରାମର ଦୁଇଟି ନଳକୂପ ଦୀର୍ଘ ଏକ ମାସ ଧରି ଅଚଳ ହୋଇ ରହିଛି | ନଳକୂପର ମରାମତି!-->…
Read More...
Read More...