ହ୍ୱାଟ୍ସଆପ୍ରେ କରୋନା ନ୍ୟୁଜ ଦେବେ ସରକାର
ଭୁବନେଶ୍ୱର :- ରାଜ୍ୟ ସରକାର ହ୍ୱାଟ୍ସଆପରେ କରୋନା ରୋଗ ସମ୍ବନ୍ଧୀୟ ସୂଚନା ଦେବେ । ଏହି ଆପ୍ ର ଏକ ସ୍ୱତନ୍ତ୍ର ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଲୋକମାନଙ୍କୁ କରୋନା ସମ୍ବନ୍ଧରେ ପ୍ରତିଟି ଅପଟେଡ୍ ଦେବା ପାଇଁ ଏହା ଆରମ୍ଭ କରାଯାଇଛି । ଏହି ନମ୍ବରଟି ହେଲା!-->…
Read More...
Read More...