ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ : ଲକଡାଉନକୁ କଡାକଡି ଭାବେ ପାଳନ କର
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ବଢୁଥିବାରୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ଲକଡାଉନକୁ ଆହୁରି କଡାକଡି ଭାବେ ପାଳନ କରିବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ସବୁ ରାଜ୍ୟର ସରକାରଙ୍କ ନିକଟକୁ କେନ୍ଦ୍ର!-->…
Read More...
Read More...