Monthly Archives

September 2021

ପାରାଦୀପ ବନ୍ଦର ର ନୂଆ ଅଧ୍ୟକ୍ଷ ହେବେ ପି.ଏଲ୍‌.ହରାନାଧ

ପାରାଦୀପ : ଦୀର୍ଘ ନଅ ମାସରୁ ଉର୍ଦ୍ଧ ସମୟ ହେବ ଖାଲି ଥିବା ପାରାଦୀପ ବନ୍ଦର ର ଅଧ୍ୟକ୍ଷ ପଦ ପୂରଣ ହେବା ନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପୋଲାମରାଜୁ ଲକ୍ଷ୍ମୀ ହରାନାଧ( ଆଇ.ଆର୍‌.ଟି.ଏସ୍‌.)ଙ୍କ ନାମ କୁ ନିଯୁକ୍ତି ସଂର୍ପକିତ କ୍ୟାବିନେଟ୍‌ କମିଟି ମୋହର ମାରିଛି । ଏ
Read More...

ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କରାଯାଇଥିବା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ନିକଟରେ ପହଞ୍ଚିଛି । ସୌମ୍ୟରଞ୍ଜଙ୍କ ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ
Read More...

ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ପ୍ରତିଶ୍ରୁତି

ସମ୍ବଲପୁର:ସ୍ଥାନୀୟ ଐତିହ୍ୟ ରାନୀବଖରୀଠାରେ ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପୁଲିସ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ଆଜି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଏକ ଶିଷ୍ଟ ମଣ୍ଡଳୀ ତାଙ୍କ ସହିତ ସାକ୍ଷାତ କରି ନିଜ ଅଭିଯୋଗ
Read More...

ଗୁଲାବ ବାତ୍ୟାର ପ୍ରଭାବ : ୩୦୦ରୁ ଉର୍ଦ୍ଧ୍ୱ ମକା ଫସଲ ନଷ୍ଟ; ଚିନ୍ତାରେ ଚାଷୀ

ନବରଙ୍ଗପୁର : ବାତ୍ୟା ଗୁଲାବର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ନଷ୍ଟ ହେଲା ୩୦୦ ରୁ ଉର୍ଦ୍ଧ୍ୱ ଏକର ମକା ଫସଲ । ବର୍ତ୍ତମାନ ଚିନ୍ତାରେ ଚାଷୀ । ଆଉ ଅଳ୍ପ ଦିନ ମଧ୍ୟରେ ମକା ଅମଳ ହୋଇଥାନ୍ତା, ୨ପଇସା ଲାଭବାନ ହୋଇଥାନ୍ତେ
Read More...

ଦଳୀୟ ପତାକାକୁ ରାସ୍ତା କାମରେ ସୂଚନା ସଂକେତ ଭାବେ ବ୍ୟବହାର କରୁଛି ଠିକା ସଂସ୍ଥା, ବିଜେଡି କର୍ମୀଙ୍କ ମଧ୍ୟରେ…

ପାଟଣାଗଡ଼ : ବଲାଙ୍ଗିର ଜଲ୍ଲା ପାଟଣାଗଡ ସହରରେ କିଛି ଦିନ ହେବ ଜିଓ କେବୁଲ କାମ ଚାଲିଛି । ଏହି ପରିପ୍ରେକ୍ଷୀରେ ଏକ ଅଭାବନୀୟ ଘଟଣା କଲେଜ ଛକରୁ ବାଲିକା ହାଇସ୍କୁଲ ମଧ୍ୟରେ ଥିବା ଦେଖିବାକୁ ମିଲିଛି । ଅନେକ ସ୍ଥାନରେ ରାସ୍ତା ମରାମତି ବା ରାସ୍ତା କଡରେ ଗାତ ଖୋଲା ହେଲେ ବିପଦ ସଙ୍କେତ ପାଇଁ
Read More...

କୈଶୋର ଓ ପୋଷଣ : କିଛି  ସ୍ଥିତି,ତଥ୍ୟ ଏବଂ ପ୍ରସ୍ତାବ

ପ୍ରତି ବର୍ଷ ପରି ଚଳିତ ବର୍ଷ ସାରା ଭାରତରେ ପାଳନ କରାଯାଉଛି ପୋଷଣ ମାସ ଓ ଏଥି ପାଇଁ ମହିଳା ଏବଂ ଶିଶୁ ବିଭାଗ ତରଫରୁ ରହିଛି ସ୍ୱତନ୍ତ୍ର ପ୍ରସ୍ତୁତି |ଯଦି ଆମେ ଆମ ରାଜ୍ୟର କିଶୋର କିଶୋରୀ ମାନଙ୍କ ସ୍ୱାସ୍ଥ୍ୟର ବିଚାର କରିବା ତେବେ ଆମେ ଜାଣିପାରିବ ଯେ ଭାରତର  ଜାତୀୟ ପରିବାର ସ୍ୱାସ୍ଥ୍ୟ
Read More...

ଶ୍ରୀକ୍ଷେତ୍ରରେ ଆରମ୍ଭ ହେଲା ଶାରଦୀୟ ପାର୍ବଣର ଶୋଳପୂଜା

ପୁରୀ : ଶ୍ରୀକ୍ଷେତ୍ରରେ ଆଜିଠାରୁ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଶୋଳପୂଜା । ଗଜପତିଙ୍କ ଶ୍ରୀନହରରେ ଗଜପତି ଦିବ୍ୟସିଂହ ଦେବ ବ୍ରାହ୍ମଣମାନଙ୍କୁ ବରଣ କରି ଦୁର୍ଗାପୂଜାର ଶୁଭାରମ୍ଭ କରିଛନ୍ତି । ୧୬ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେଉଥିବା ବେଳେ ରାଜଗୁରୁ ପୁରୋହିତଙ୍କୁ ଗଜପତି ମହାରାଜାଙ୍କ
Read More...

ରାଜ୍ୟରେ କରୋନା ନେଲା ଆଉ ୫ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୫୬୫ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୨ ଜଣ, ପୁରୀ, ଜଗତସିଂହପୁର,
Read More...

ନେସନାଲ୍ କ୍ରସ୍ ଅଭିନେତ୍ରୀଙ୍କ ଏହି କାମରେ ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ : ସାଉଥ୍ ସିନେମାର ନେସନାଲ୍ କ୍ରସ୍ ଅଭିନେତ୍ରୀ ରଶ୍ମିକା ମନ୍ଦନା ପୁଣି ଥରେ ଚର୍ଚ୍ଚାରେ। ଏଥର କିନ୍ତୁ କୌଣସି ପ୍ରୋଜେକ୍ଟକୁ ନେଇ ନୁହେଁ ବରଂ ବଲିଉଡ ଅଭିନେତା ବିକି କୌଶଲଙ୍କ ସହ କରିଥିବା ଏକ ବିଜ୍ଞାପନ ପାଇଁ, ଯେଉଁଥିରେ ସେ ଏକ ଅଣ୍ଡର୍ ୱେୟାର୍ ବିଜ୍ଞାପନରେ ନଜର ଆସିଛନ୍ତି।
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୬୫ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୬୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୨୮ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୨୩୭ ଜଣ ଲୋକାଲ୍‌
Read More...