Monthly Archives

October 2021

ଉପାନ୍ତ ଅଭିଶପ୍ତ ଆଦିବାସୀ ଗାଁ ଜୁନିଆନ

ସୁନ୍ଦରଗଡ,୧/୧୦: ସୁନ୍ଦରଗଡ ଜିଲ୍ଲାର ଉପାନ୍ତ ଅଂଚଳ ଭାବେ ପରିଚିତ ରାଜବାହାଲ ପଞ୍ଚାୟତ ଆଜି ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଥିବାବେଳେ ସ୍ୱାଧୀନତାର ଦୀର୍ଘ ସାତ ଦଶନ୍ଧି ପରେ ମଧ୍ୟ ପଞ୍ଚାୟତବାସୀ ସର୍ବନିମ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚିତ । ଏହି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଘାଟୀ
Read More...

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଅନୁସୂଚୀତ ଜନଜାତି ଛାତ୍ରାବାସ ଉଦଘାଟିତ

ବୌଦ୍ଧ,୧/୧୦: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ୨୦୦ ଶଯ୍ୟାବିଶିଷ୍ଟ ଅନୁସୂଚୀତ ଜନଜାତି ଛାତ୍ରାବାସ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏଥିରେ ଆଜି ୧୨ ଜଣ ଛାତ୍ର ରହିଛନ୍ତି । ପ୍ରକାଶଯୋଗ୍ୟ ଯେ ବୌଦ୍ଧ ସଦରମହକୁମାରେ ଅବସ୍ଥିତ ବୌଦ୍ଧ
Read More...

ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପିପିଲି ଉପନିର୍ବାଚନର ମତଦାନ

ପୁରୀ,୧/୧୦- କୋଭିଡ କଟକଣା ସତ୍ୱେ ୭୮.୨୪% ମତଦାନ ହୋଇଥିବା ବେଳେ ପ୍ରାର୍ଥିଙ୍କ ଭାଗ୍ୟ ସିଲ୍‌ ହୋଇଛି ଏବେ ଇଭିଏମରେ । ପୁରୀ ପେଣ୍ଠକଟାସ୍ଥିତ ୱେର ହାଉସରେ ତ୍ରିସ୍ତରୀୟ କଡା ସୁରକ୍ଷା ବଳୟ ମଧ୍ୟରେ ଭୋଟ ବାକ୍ସକୁ ୨୪ ଘଣ୍ଟିଆ ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଆସନ୍ତା ୩ ତାରିଖ
Read More...

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ଗାନ୍ଧୀ ଜୟନ୍ତୀ ବାର୍ତ୍ତା

ପୁରୀ,୧/୧୦- ଆନ୍ତର୍ଜାତିକ ବାଲୁକାଶିଳ୍ପୀ ମାନସ କୁମାର ସାହୁ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୁରୀ ବେଳାଭୂମିରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି । ଏହି ବାଲୁକା ସ୍ଥାପତ୍ତ୍ୟ କୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏହା ୧୫ ଫୁଟ ଓସାର ବିଶିଷ୍ଟ,
Read More...

ପୁଣି ଜବତ୍‌ ହେଲା ଧଳାଜହର

ଦଶପଲ୍ଲା,୧/୧୦- ନୟାଗଡ଼ ଜିଲ୍ଲାର ପୁରପଲ୍ଲୀରେ ଧଳାଜହର ତାର ଉପସ୍ଥିତି ଜାହିର କରିଛି । ପାନ ଦୋକାନ ଠାରୁ ଆରମ୍ଭକରି ଗଳିକନ୍ଦିରେ ମିଳୁଛି ଧଳାଜହର । ଆଜି ନୟାଗଡ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ପୁଲିସ ୨୭ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ
Read More...

ରାତିରେ ନିଦ ହେଉନାହିଁ କି? ତାହେଲେ ଆପଣାନ୍ତୁ ଏହି ଉପାୟ…

ଭୁୁବନେଶ୍ୱର : ଦିନସାରା କାମ ଓ ଥକାପଣ ଯୋଗୁଁ ନିଦ ଆସିବା ସ୍ୱାଭାବିକ କଥା । ହେଲେ କିଛି ଲୋକ ଅଛନ୍ତି ଯିଏ କି ଦିନସାରା କାମ କରିବା ପରେ ମଧ୍ୟ ସେମାନଙ୍କୁ ରାତିରେ ନିଦ ଆସେ ନାହିଁ । ଆଉ ନିଦ ନହେବା ସମସ୍ୟା ଏତେ ବଢି ଯାଏ ଯେ ତାହା ସେମାନଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଉପରେ ବେଶ ପ୍ରଭାବ
Read More...

ଦୀପାବଳୀରେ ଫୁଟିବନି ବାଣ,ଏସବୁ ରାଜ୍ୟ କଲେ ବ୍ୟାନ୍

ନୂଆଦିଲ୍ଲୀ : କରୋନା ମହାମାରୀର ପ୍ରଭାବ ଜାରି ରହିଥିବା ବେଳେ ପାର୍ବଣ ଋତୁ ଆସି ପହଞ୍ଚିଯାଇଛି । ତେଣୁ ଏହି ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂତନ ଗାଇଡଲାଇନ୍ ପ୍ରସ୍ତୁତ କରିଛନ୍ତି । ପାର୍ବଣ ସମୟରେ ଲୋକମାନେ ଅନେକ ସ୍ଥାନରେ ଭିଡ଼ ଜମାଇପାରନ୍ତି । ତେଣୁ ଏହାକୁ ଦୃଷ୍ଟିରେ ରଖି
Read More...

ଉପଖଣ୍ଡ ଯୁବ ସାମ୍ବାଦିକ ସଂଘର ଜରୁରୀକାଳିନ ବୈଠକ

ପାଟଣାଗଡ଼ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଯୁବ ସାମ୍ବାଦିକ ସଂଘ ଏକ ଜରୁରୀ କାଳୀନ ବୈଠକ ଖପ୍ରାଖୋଲ ବ୍ଳକ କୁସୁମ କାନୀ ଗ୍ରାମରେ ଅନୁଷ୍ଠିତ ହୋଇଥିଲା । ସଂଘର କାର୍ଯ୍ୟକାରୀ ସଭାପତି କରୁଣାକର ବୁଡେକଙ୍କ ଆବାହାକତ୍ବରେ ସଂଘର ଜରୁରୀକାଳୀନ ଅନୁଷ୍ଠିତ ବୈଠକରେ ସଂଘର ସଂପାଦକ ବିମଳ
Read More...

ଜାନୁଆରୀରେ ବାଜିବ ନାଗିନ୍‌ ଫେମ୍‌ ମୌନିଙ୍କ ଶାହାନାଇ

ମୁମ୍ବାଇ : ନାଗିନ୍‌ ଫେମ୍‌ ମୌନି ରୟ ଖୁବ୍‌ ଶୀଘ୍ର ହେବେ ହାତକୁ ଦି ହାତ । ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ କରିବେ ବିବାହ । ଆସନ୍ତା ବର୍ଷ ଜାନୁଆରୀରେ ବାଜିବ ସୁରଜ ନାମ୍ବିଆର ଏବଂ ମୌନିଙ୍କ ଶାହାନାଇ । ଦୁହେଁ ଦୁବାଇ କିମ୍ବା ଇଟାଲୀରେ ବିବାହ କରିବେ । ଏନେଇ ମୌନିଙ୍କ ଜଣେ
Read More...

ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମୀର ଦାଶ

ଭୁବନେଶ୍ୱର : ଝାଡଖଣ୍ଡ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଝାଡଖଣ୍ଡ ପ୍ରାଥମିକ ଶିକ୍ଷକଙ୍କ ପାଇଁ ତାଲିମ ପାଠ୍ୟକ୍ରମରେ ଓଡ଼ିଆ ରଖିବା ପାଇଁ ଗଣଶିକ୍ଷା ମନ୍ତ୍ରୀଙ୍କ ଚିଠିରେ ଅନୁରୋଧ । ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ଶିକ୍ଷାକୁ ବନ୍ଦ କରାଯାଇନାହିଁ ।
Read More...