Yearly Archives

2021

ଡୁମାଳ ସମାଜ ତରଫରୁ ମା ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା

ବୌଦ୍ଧ,୨୦/୧୦- ଆଜି ପବିତ୍ର ଆଶ୍ୱିନ ପୂର୍ଣ୍ଣିମା ଅବସରରେ ବୌଦ୍ଧ ରାଜବାଟୀସ୍ଥିତ ଡୁମାଳ ପରିଷଦ ଓଡିଶାର ରାଜ୍ୟ କାର୍ଯ୍ୟାଳୟ ତଥା ମାହେଶ୍ୱରୀ ସଂସ୍କୃତି ଭବନ ଠାରେ ମା ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା କରାଯାଇଛି । ରାଜ୍ୟ କର୍ମକର୍ତ୍ତା କୃତ୍ତିବାସ ପଲିଆ, ଶମ୍ଭୁ ଗିରି, ଦେଶବନ୍ଧୁ ମହାକୁଳ,
Read More...

କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତିକାନ୍ତି ଅନୁଷ୍ଠିତ

ପୁରୀ,୨୦/୧୦-କୁମାର ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଥିବା ମହାପ୍ରଭୁ ଆଜି ମହାଲକ୍ଷ୍ମୀଙ୍କ ସହିତ ଜୁଆ ଖେଳରେ ହାରି ଯାଇଥିବାରୁ ଲକ୍ଷ୍ମୀ ମନ୍ଦିରରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା
Read More...

ଶିକ୍ଷୟିତ୍ରୀ ମମିତା ହତ୍ୟା ଘଟଣା : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ: କଳାହାଣ୍ଡି ଜିଲ୍ଲା ସନସାଇନ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ନାୟକଙ୍କ ହତ୍ୟା ଏବଂ ଏଥିରେ ଓଡିଶାର ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି,ତେଣୁ ତାଙ୍କୁ ଗିରଫ ସହ ମମିତାଙ୍କୁ ନ୍ୟାୟ ଦାବିରେ କନ୍ଧମାଳ ଜିଲ୍ଲା ସହ ସଂଯୋଜିକା ପ୍ରୀତିଜିନା
Read More...

ଆର୍ଯ୍ୟନଙ୍କୁ ମିଳିଲାନି ଜାମିନ୍

ମୁମ୍ବାଇ: ନିରାଶ ହୋଇଛନ୍ତି ବଲିଉଡ୍‌ ଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ। ମିଳିଲାନି ଜାମିନ୍। ତାଙ୍କ ଆବେଦନକୁ ପୁଣି ଖାରଜ କରି ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ।
Read More...

ବୌଦ୍ଧ ବ୍ରିଜ ଛକ ଠାରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ଦାବି

ବୌଦ୍ଧ,୨୦/୧୦- ବୌଦ୍ଧସହରର ମହାନଦୀ ବ୍ରିଜ ଛକ ବଲାଙ୍ଗୀର, ସମ୍ବଲପୁର ଏବଂ ଅନୁଗୁଳ ଏବଂ ରେଢାଖୋଲ ରେଲୱେ ଷ୍ଟେସନକୁ ସଂଯୋଗ କରୁଥିବା ଏକ ପ୍ରମୁଖ ଛକ ହୋଇଥିବାରୁ ଏଠାରେ ବ୍ୟାପକ ଯାନବାହନ ଅଟକି ରହୁଥିବାବେଳେ ପ୍ରବଳ ଯାତ୍ରୀ ସମାଗମ ହୋଇଥାଏ । କିନ୍ତୁ ଏଠାରେ କୌଣସି ପାନୀୟ ଜଳର ବ୍ୟବସ୍ଥା
Read More...

କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଆନାଥ ପିଲାଙ୍କୁ ସହାୟତା

ଫୁଲବାଣୀ:ପବିତ୍ର କୁମାର ପୂର୍ଣ୍ଣିମା ଅବସରରେ ସମସ୍ତେ ନୂତନ ପୋଷାକ ପିନ୍ଧି ମୌଜ ମସ୍ତିରେ ମସଗୁଲ ଥିଲାବେଳେ ଜିରିଂପଡା ସ୍ଥିତ ତିନି ଅନାଥ ପିଲାଙ୍କୁ ସାମାନ୍ୟ ଖୁସି କରାଇବା ପାଇଁ କନ୍ଧମାଳ ମିଡ଼ିଆ ଫୋରମ ତରଫରୁ ଚାଉଳ ୧ ପ୍ୟାକେଟ,ଡାଲି, ଅଟା, ବିସ୍କୁଟ, ସ୍କୁଲ ବ୍ୟାଗ,ବହି,ଖାତା, ପେନ,
Read More...

କରୋନା ଶୂନ୍ୟ ବୌଦ୍ଧଜିଲ୍ଲାରେ ଆଜି ୧୭ ପଜିଟିଭ ଚିହ୍ନଟ

ବୌଦ୍ଧ,୨୦/୧୦- ବୌଦ୍ଧଜିଲ୍ଲା କରୋନା ଶୂନ୍ୟ ହୋଇ ରାଜ୍ୟରେ ରେକର୍ଡ ସୃଷ୍ଟି କରିଥିଲା । କିନ୍ତୁ ଏହି ଖୁସି ଖବର ବେଶୀଦିନ ରହିପାରିନଥିଲା । ଗତ ସପ୍ତାହରେ ଗୋଟିଏ ପଜିଟିଭ କେଶ୍‌ ଚିହ୍ନଟ ହେବାପରେ ଗତକାଲି ୭ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ଆଜି ବୌଦ୍ଧରୁ ୧୮ ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି
Read More...

ବାର୍ଥ ଡେ’ ସ୍ପେଶାଲ : ପଡିଆରେ ଅଖତରଙ୍କୁ ଦେଇଥିଲେ ଏମିତି ଜବାବ

ନୂଆଦିଲ୍ଲୀ : ଭାରତୀୟ ଦଳର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହୱାଗ ଆଜି ତାଙ୍କର ୪୩ ତମ ଜନ୍ମଦିନ ପାଳନ କରୁଛନ୍ତି । ତାଙ୍କୁ ବିଶ୍ୱର ଶ୍ରେଷ୍ଠ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଭାବେ ଗଣାଯାଏ । ସେ ଟେଷ୍ଟ, ଦିନିକିଆ ଏବଂ ଟି -୨୦ରେ ବିସ୍ଫୋରକ ବ୍ୟାଟିଂ କରୁଥିଲେ । ବିରୁଙ୍କ ସାମ୍ନାରେ ବିଶ୍ୱର ବହୁ
Read More...

ପଗଡି ବଞ୍ଚାଇ ଦେଲା ଜୀବନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେ ଶିଖ ସମ୍ପ୍ରଦାୟର କିଛି ଯୁବକଙ୍କ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚିଯାଇଛି । ଯେତେବେଳେ ଜଣେ ଯୁବକ ପ୍ରବଳ ପାଣିରେ ବୁଡ଼ି ଯାଉଥିଲା ସେତେବେଳେ ଏହି ସବୁ ଘଟିଥିଲା । ବ୍ୟକ୍ତି ଜଣଙ୍କୁ ବଞ୍ଚାଇବା ପାଇଁ ଶିଖ୍‌ ଯୁବକମାନେ
Read More...

ବିଜେଡିରେ ମିଶିଲେ ପୂର୍ବତନ ବିଧାୟକ କୌଳାସ ଚନ୍ଦ୍ର କୁଲେସିକା

ଭୁବନେଶ୍ୱର: ଭାଙ୍ଗୁଛି ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ଗଡ଼ । ଚନ୍ଦ୍ର ଶେଖର ମାଝୀଙ୍କ ପରେ ବିଜେଡ଼ିରେ ଯୋଗଦେଇଛନ୍ତି କଂଗ୍ରେସ ନେତା କୈଳାସ ଚନ୍ଦ୍ର କୁଲେସିକା । ତାଙ୍କ ସମର୍ଥକମାନଙ୍କ ସହିତ ବିଜେଡ଼ିରେ ସାମିଲ ହୋଇଛନ୍ତି କୈଳାସ । ୨୦୧୪ ରୁ ୨୦୧୯ ଲକ୍ଷ୍ମୀପୁରରୁ କଂଗ୍ରେସ
Read More...