Yearly Archives

2021

‘ହୃଦୟ ସହ ସଂଯୋଗ ପାଇଁ ହୃଦୟର ବ୍ୟବହାର’- ଆପୋଲୋ ହସ୍ପିଟାଲର ଅଭିନବ ପ୍ରୟାସ

ଭୁବନେଶ୍ୱର : କାର୍ଡିଓ ଭାସ୍କୁଲାର ଡିଜିଜ୍ ବା ସିଭିଡି (ଦୃଦୟ ଓ ରକ୍ତବାହୀ ନଳୀ ରୋଗ)ର ଆମ ଶରୀର ଉପରେ ଅନେକ ପ୍ରଭାବ ରହିଛି । ଏହା ହେଉଛି ଆମ ଦୃଦୟ ଓ ରକ୍ତବାହୀ ନଳୀରେ ହେଉଥିବା କେତେକ ସ୍ୱାସ୍ଥ୍ୟ ସମସ୍ୟା ଯଥା କରୋନାରୀ ହାର୍ଟ ଡିଜିଜ୍, ସେରେବ୍ରୋ ଭାସ୍କୁଲାର ଡିଜିଜ୍,
Read More...

ଭାରତକୁ ଝଟ୍‌କା, ଗୋଲାପୀ ଟେଷ୍ଟରେ ଖେଳିବେନି ହରମାନପ୍ରୀତ

ନୂଆଦିଲ୍ଲୀ : ଘରୋଇ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଗୋଟିଏ ଗୋଲାପୀ ବଲ୍‌ ଟେଷ୍ଟ ମ୍ୟାଚ୍‌ ଆସନ୍ତାକାଲିଠାରୁ ଆରମ୍ଭ ହେବ । ଏହା ପୂର୍ବରୁ ଟିମ୍‌ ଇଣ୍ଡିଆ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ମହିଳା ଟି -୨୦ ଦଳର ଅଧିନାୟକ ତଥା ଟେଷ୍ଟ ଉପ-ଅଧିନାୟକ ହରମାନପ୍ରୀତ କୌର ଏହି ଐତିହାସିକ ଟେଷ୍ଟ
Read More...

ଆସନ୍ତାକାଲି ପିପିଲି ଉପ ନିର୍ବାଚନ, ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

ପୁରୀ : ଆସନ୍ତାକାଲି ପିପିଲିରେ ଉପନିର୍ବାଚନ ନେଇ ଭୋଟ ଗ୍ରହଣ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ ପୁରୀ ଜିଲାପାଳ ସମର୍ଥ ବର୍ମା ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । କିଭଳି ମୁକ୍ତ ଓ ଅବାଧ ନିର୍ବାଚନ ଅନୁଷ୍ଠିତ ହୋଇପାରିବ ସେ ନେଇ ସମସ୍ତ ବ୍ୟବସ୍ଥାକୁ ସେ ଅନୁଧ୍ୟାନ କରିଛନ୍ତି ।
Read More...

ମା ଦୁର୍ଗାଙ୍କ ମାଟି ଅନୁକୂଳ ଓ ଷୋଡଶ ଦିନାତ୍ମକ ପୂଜା ଆରମ୍ଭ

ପାରାଦୀପ-ପ୍ରତିବର୍ଷ ଭଳି ଚଳିତ ବର୍ଷ ମାଆ ଦୁର୍ଗାଙ୍କ ମୃଣ୍ମୟୀ ପୂଜା ନିମନ୍ତେ ପାରାଦୀପ ପୋର୍ଟ ବଣିକ ସଙ୍ଘ ପକ୍ଷରୁ ମୃତ୍ତିକା ଅନୁକୂଳ କରାଯାଇଛି ଏବଂ ଷୋଡଶ ଦିନାତ୍ମକ ପୂଜା ବୈଦିକ ରୀତିନୀତି ଅନୁଯାୟୀ ଆରମ୍ଭ କରାଯାଇଛି ।ସେପ୍ଟେମ୍ବର ୨୯ ତାରିଖ ବୁଧବାର ସକାଳ ୮ ଟା ୪ ମିନିଟ ରେ
Read More...

ଡିଆରଡିଓ ମାମଲା: ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ଘଟଣା ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏବେବି ଖୋଳତାଡ଼ ଜାରି ରହିଛି । ଏହି ମାମଲାରେ ରହସ୍ୟମୟୀଙ୍କ ଠିକଣା ଠାବ ପାଇଁ ଇଣ୍ଟରପୋଲର ସହାୟତା ନେବ କ୍ରାଇମବ୍ରାଞ୍ଚ । ବ୍ରିଟେନ ନମ୍ବରରେ କଥା ହେଉଥିବାରୁ ଇଣ୍ଟରପୋଲର ସହାୟତା ନିଆଯିବ । ବ୍ୟାଙ୍କ
Read More...

ଆଜି ୱାର୍ଲଡ ହାର୍ଟ ଡେ’ ବା ବିଶ୍ୱ ହୃଦୟ ଦିବସ

ଆଜି ବିଶ୍ୱ ହୃଦୟ ଦିବସ । ସାରା ବିଶ୍ୱରେ ବର୍ଷକୁ ହାରାହାରି ୧ କୋଟି ୮୬ ଲକ୍ଷ ଜଣଙ୍କ ଜୀବନ ନେଉଛି। ତେଣୁ ସୁସ୍ଥ ହୃଦୟ ନେଇ ସଚେତନତା ସୃଷ୍ଟି ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ପାଳିିତ ହେଉଛି ବିଶ୍ୱ ହୃଦୟ ଦିବସ। କେବଳ ଜଣେ ୫୦ ବର୍ଷର ଲୋକଙ୍କ ପାଖରେ ଏହି ରୋଗ ହେଉଛି ତା ନୁହେଁ
Read More...

ପାରାଦୀପ ବନ୍ଦର ର ନୂଆ ଅଧ୍ୟକ୍ଷ ହେବେ ପି.ଏଲ୍‌.ହରାନାଧ

ପାରାଦୀପ : ଦୀର୍ଘ ନଅ ମାସରୁ ଉର୍ଦ୍ଧ ସମୟ ହେବ ଖାଲି ଥିବା ପାରାଦୀପ ବନ୍ଦର ର ଅଧ୍ୟକ୍ଷ ପଦ ପୂରଣ ହେବା ନେଇ କେନ୍ଦ୍ର ସରକାର ଙ୍କ ପକ୍ଷରୁ ଘୋଷଣା କରାଯାଇଛି । ପୋଲାମରାଜୁ ଲକ୍ଷ୍ମୀ ହରାନାଧ( ଆଇ.ଆର୍‌.ଟି.ଏସ୍‌.)ଙ୍କ ନାମ କୁ ନିଯୁକ୍ତି ସଂର୍ପକିତ କ୍ୟାବିନେଟ୍‌ କମିଟି ମୋହର ମାରିଛି । ଏ
Read More...

ଆସିଲା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ

ଭୁବନେଶ୍ବର : ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ କରାଯାଇଥିବା ଲାଏ ଡିଟେକ୍ସନ ଟେଷ୍ଟ ରିପୋର୍ଟ କ୍ରାଇମବ୍ରାଞ୍ଚ ନିକଟରେ ପହଞ୍ଚିଛି । ସୌମ୍ୟରଞ୍ଜଙ୍କ ପତ୍ନୀ ବିଦ୍ୟାଭାରତୀ, ଗଜପତି ଡିଏଫଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ଲାଏ ଡିଟେକ୍ସନ
Read More...

ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ପ୍ରତିଶ୍ରୁତି

ସମ୍ବଲପୁର:ସ୍ଥାନୀୟ ଐତିହ୍ୟ ରାନୀବଖରୀଠାରେ ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପୁଲିସ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ଆଜି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଏକ ଶିଷ୍ଟ ମଣ୍ଡଳୀ ତାଙ୍କ ସହିତ ସାକ୍ଷାତ କରି ନିଜ ଅଭିଯୋଗ
Read More...

ଗୁଲାବ ବାତ୍ୟାର ପ୍ରଭାବ : ୩୦୦ରୁ ଉର୍ଦ୍ଧ୍ୱ ମକା ଫସଲ ନଷ୍ଟ; ଚିନ୍ତାରେ ଚାଷୀ

ନବରଙ୍ଗପୁର : ବାତ୍ୟା ଗୁଲାବର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି । ବାତ୍ୟା ପ୍ରଭାବରେ ନଷ୍ଟ ହେଲା ୩୦୦ ରୁ ଉର୍ଦ୍ଧ୍ୱ ଏକର ମକା ଫସଲ । ବର୍ତ୍ତମାନ ଚିନ୍ତାରେ ଚାଷୀ । ଆଉ ଅଳ୍ପ ଦିନ ମଧ୍ୟରେ ମକା ଅମଳ ହୋଇଥାନ୍ତା, ୨ପଇସା ଲାଭବାନ ହୋଇଥାନ୍ତେ
Read More...