Yearly Archives

2021

ହୀରାକୁଦର ଆଉ ୬ ଗେଟ ଖୋଲିଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଆଉ ୬ଟି ଗେଟ୍‌ ଖୋଲାଯାଇଥିବା ଜଣାପଡିଛି । ଏଥି ସହିତ ବର୍ତ୍ତମାନ ଜଳଭଣ୍ଡାରରୁ ୧୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି । ଉପରମୁଣ୍ଡରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳଭଣ୍ଡାର ଜଳସ୍ତର ବୃଦ୍ଧି ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାର କର୍ତ୍ତୃପକ୍ଷ
Read More...

ଫୁଲବାଣୀରେ ଦିନକୁଦିନ ବୃଦ୍ଧି ପାଉଛି ଚୋରି

ଫୁଲବାଣୀ,୧୪/୯- କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମାରେ ଦିନକୁ ଦିନ ଚୋରି ହେଉଥିବା ଅଭିଯୋଗ ହେଉଛି । ଏବେ କିଛି ଦିନ ହେଲା ବାରମ୍ବାର ଅନେକ ଦୋକାନରୁ ଚୋରି ହେଉଛି । ବିଶେଷ କରି ମୋବାଇଲ୍‌ ଦୋକାନ ଗୁଡିକୁ ଟାର୍ଗେଟ କରାଯାଉଛି । ଗତ ବିଳମ୍ବିତ ରାତ୍ରରେ କନ୍ଧମାଳ ଏସପିଙ୍କ ବାସଗୃହ
Read More...

ଅବକାରୀ ବିଭାଗ ଦ୍ୱାରା ୧୦କେଜି ଗଞ୍ଜେଇ ଜବତ

ପୁରୀ,୧୪/୯- ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେନ୍ଦ୍ର ଜେନାଙ୍କ ତତ୍ୱାବଧାନରେ ଜିଲ୍ଲା ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ଶ୍ରୀମତୀ ମାନସୀ ସାହୁ ଏବଂ ମୋବାଇଲି ସ୍କ୍ୱାଡ଼ର ଉପ-ନିରୀକ୍ଷିକା ମମତା କୁମାରୀ ଦାଶଙ୍କ ନେତୃତ୍ୱରେ ନୟାଗଡ ଜିଲ୍ଲାରୁ ଗଂଜେଇ
Read More...

ଡାଇଭର୍ସନ୍‌ ରୋଡ଼ ଧୋଇଯିବା ଘଟଣା: ରାସ୍ତାରେ ସ୍ୱାଭାବିକ ହେଲା ଗାଡ଼ି ଚଳାଚଳ

ଦାରିଙ୍ଗବାଡି,୧୪/୯: ଲଘୁଚାପ ଜନିତ ବର୍ଷାରେ ଡାବୁଲମାହା ନଦୀରେ ଅଧିକ ପାଣି ଆସିବା ଫଳରେ ଡାବୁଲମାହା ନଦୀ ଉପରେ ହୋଇଥିବା ଅସ୍ଥାୟୀ ପୋଲ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଥିଲା । ଯାହାରି ଫଳରେ ୫୯ ନଂ ଜାତୀୟ ରାଜପଥରେ ସୋମବାର ଦିନ ମଧ୍ୟାହ୍ନ ସମୟ ଠାରୁ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ
Read More...

ଲାଞ୍ଚନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଏଡିଏମ୍‌ଓ ପିଏଚ୍‌

ସୁବର୍ଣ୍ଣପୁର,୧୪/୯ - ଚାକିରୀ ଚୁକ୍ତି ବୃଦ୍ଧିପାଇଁ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏଡିଏମଓ ପିଏଚ ଡାକ୍ତର ନବକିଶୋର ବେହେରା । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ନବକିଶୋର ବେହେରା ନିଜ ଅଧସ୍ଥନ
Read More...

ଅକ୍ଟୋବର ପହିଲାରୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର : ଚଳିତ ବର୍ଷ କରୋନା କାରଣରୁ ଯୁକ୍ତ ଦୁଇ ପରୀକ୍ଷା ହୋଇପାରିନଥିଲା । ତେବେ ମାଟ୍ରିକ ପରୀକ୍ଷା ଓ ବିଦ୍ୟାଳୟ ପରୀକ୍ଷା ଆଧାରରେ ଚଳିତ ବର୍ଷ ଛାତ୍ରଛାତ୍ରୀମାନଙ୍କର ବିକଳ୍ପ ମୂଲ୍ୟାଙ୍କନ କରାଯାଇଛି । ଫଳରେ ଅନେକ ଛାତ୍ରଛାତ୍ରୀଙ୍କର ଫଳାଫଳ ଭଲ ହୋଇଥିଲେବି କେତେକ ଛାତ୍ରଛାତ୍ରୀ
Read More...

ଅଦ୍ଭୁତ ଭକ୍ତ, ୬ ଲକ୍ଷ ଟଙ୍କାରେ କିଣିଲେ ନଡ଼ିଆ

ଲୋକଙ୍କ ଭକ୍ତି ଓ ବିଶ୍ୱାସକୁ ମାପିବା ଅସମ୍ଭବ । ଏହି କ୍ରମରେ କର୍ଣ୍ଣାଟକର ଜଣେ ବ୍ୟକ୍ତି ଏକ ଭାଗ୍ୟଶାଳୀ ନଡ଼ିଆ ପାଇଛନ୍ତି । ବାଗଲକୋଟ ଜିଲ୍ଲାର ଜାମଖଣ୍ଡି ସ୍ଥିତ ଚିକ୍କଲକି ଗ୍ରାମରେ ଅବସ୍ଥିତ ୧୨ଶ ଶତାବ୍ଦୀର ମନ୍ଦିରରେ ପ୍ରଭୁ ମଲିମଙ୍ଗରାୟଙ୍କ ଗାଦିରେ ଥିବା ଏକ ନଡ଼ିଆ ପାଇବାର ସୁଯୋଗ
Read More...

କଙ୍କାଳ ସହିତ ଖେଳୁଛନ୍ତି ମହିଳା,ଭାଇରାଲ ହେଲା ଫଟୋ

ଶ୍ମଶାନର ନାଁ ଶୁଣିବା ମାତ୍ରେ । ଆମ ସମସ୍ତଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଥାଏ । ମାତ୍ର ବର୍ତ୍ତମାନ ଏମିତି ଏକ ଫୋଟ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଭାବରେ ଡରିଯିବେ। ଏହି ଭାଇରାଲ ଫଟୋରେ ଦେଖିବାକୁ ମିଳିଛି କି ଜଣେ ମୃହିଳା ଶ୍ମଶାନରେ ଥାଇ ହାତରେ କଙ୍କାଳଟିଏ ଧରିଥନ୍ତି । ଆଉ
Read More...

ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍‌ ରୋଡ୍‌

ଦରିଙ୍ଗବାଡି : ଲଗାଣ ବର୍ଷାରେ ଧୋଇଗଲା ଡାଇଭର୍ସନ୍‌ ରୋଡ୍‌ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ୫୯ ନଂ ଜାତୀୟ ରାଜପଥ ସିମନବାଡ଼ି ନିକଟ ଡାବୁଲମାହାରେ ନିର୍ମାଣଧୀନ ପୋଲ କଡ଼ରେ ହୋଇଥିଲା ଡାଇଭର୍ସନ୍‌ ରୋଡ୍‌ । ଯାତାୟତ ସ୍ୱାଭାବିକ କରିବାପାଇଁ ମରାମତି କାର୍ଯ୍ୟ ଗତକାଲିଠାରୁ ଜାରି
Read More...

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ!

ଗଞ୍ଜାମ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ପଞ୍ଚ଼ାୟତର ବି .ନୂଆପାଲି ଗ୍ରାମରେ ଗୁଣି ଗାରେଡିକୁ ସନ୍ଦେହ କରି ଗ୍ରାମର ଜଣେ ୬୦ ବର୍ଷର ବୃଦ୍ଧଙ୍କୁ ଅତି ନୃଶଂସ ଭାବେ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଗାତ ଖୋଳି ଏକ ଜଙ୍ଗଲ ପାଦଦେଶରେ ପୋତା ଯାଇଥିବା ଜଣାପଡିଛି । ଏନେଇ ମୃତକଙ୍କ ଭାଇ
Read More...