ସମଲେଶ୍ୱରୀ ମନ୍ଦିର ବିକାଶ ପାଇଁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ
ସମ୍ବଲପୁର, ୩୧/୭- ପୁରୀ ଶ୍ରୀମନ୍ଦିର ଢାଞ୍ଚାରେ ଏଠାକାର ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ୱରୀ ମନ୍ଦିରକୁ ବିକଶିତ କରିବା ପାଇଁ ଏକ ମହତ୍ତ୍ୱକାଂକ୍ଷୀ ଯୋଜନା ରାଜ୍ୟ ସରକାର ହାତକୁ ନେଇଛନ୍ତି ଓ ଏଥିପାଇଁ ମନ୍ଦିର ଚତୁଃପାଶ୍ୱର୍ରେ ୧୦୮ ଏକର଼ ଭୂମି ଚିହ୍ନିତ କରାଯାଇଛି । ପଶ୍ଚିମ ଓଡ଼ିଶା ବିକାଶ!-->…
Read More...
Read More...