Yearly Archives

2021

ରାଜକିଶୋର ପାଇକରାୟ ଦେବଗଡ଼ ଜିଲ୍ଲାର ନୂତନ ଏସ୍‌.ପି

ଦେବଗଡ଼,୩୦ା୬ : ସୋମବାର ଦେବଗଡ଼ ଜିଲ୍ଲାରେ ନୂତନ ଏସ୍‌.ପି. ଭାବେ ରାଜକିଶୋର ପାଇକରାୟ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଇକରାୟ ଜିଲ୍ଲାରେ ଶାନ୍ତି ଶୃଙ୍ଖଳା,ଜନସାଧାରଣଙ୍କ ସୁରକ୍ଷା ତଥା ଉଚିତ୍‌ ନ୍ୟାୟ ପ୍ରଦାନ, ପଡ଼ି ରହିଥିବା ବିଭିନ୍ନ ପ୍ରକାରର ପୋଲିସ୍‌ କେଶର ଉପଯୁକ୍ତ ତଦନ୍ତ
Read More...

ଦେବଗଡ଼ ଜିଲ୍ଲା କଳାମାଟି ଠାରେ ଖୋଲିଲା ୧୦୦ ଶଯ୍ୟାର କୋଭିଡ଼୍‌ ଡ଼ାକ୍ତରଖାନା, ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର…

ଦେବଗଡ,୩୦ା୬ : ମଙ୍ଗଳବାର ବେଦାନ୍ତ ସହଯୋଗରେ ଦେବଗଡ଼ ଜିଲ୍ଲା କଳାମାଟି ଠାରେ ୧୦୦ ଶଯ୍ୟା ବିଶିଷ୍ଠ କୋଭିଡ଼୍‌ ଡ଼ାକ୍ତରଖାନାକୁ ଭର୍ଚୁଆଲ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି । କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ସମସ୍ତେ ନିଜ ନିଜ
Read More...

ପାଇକଙ୍କ ନାମରେ ନାମିତ ରାସ୍ତା କାଗଜ ପତ୍ରରେ ସୀମିତ, ଶୀଘ୍ର କାର୍ଯ୍ୟକାରୀ ପାଇଁ ଦାବି

ଖୋର୍ଦ୍ଧା,୩୦/୬- ଖୋର୍ଦ୍ଧା ସହର ଏକ ଐତିହାସିକ ସ୍ଥଳୀ । ଏଠାକାର ପାଇକବିଦ୍ରୋହ ସମଗ୍ର ବିଶ୍ୱରେ ସ୍ୱତନ୍ତ୍ର । ଦେଶ ସ୍ୱାଧିନତାର ଏନ୍ତୁଡିଶାଳ ଭାବେ ଖୋର୍ଦ୍ଧା ସହର ପରିଚିତ ହେଇଥିବାବେଳେ ଅଗଣିତ ପାଇକ ଦେଶପାଇଁ ଶହୀଦ ହୋଇଛନ୍ତି । ମାତ୍ର ସେମାନଙ୍କର ବୀରତ୍‌ôର ଗାଥା ବହନ କରିବା ନିମନ୍ତେ
Read More...

ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ହରଭଙ୍ଗା,୩୦/୬- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କରଞ୍ଜକଟା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବରାଜ ସାହୁଙ୍କୁ ଆଜି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ବିଦ୍ୟାଳୟ ପରିସରରେ ସରକାରଙ୍କ କୋଭିଡ ଗାଇଡଲାଇନ ଅନୁଯାୟୀ ଅନୁଷ୍ଠିତ ଏକ ସମ୍ବର୍ଦ୍ଧନା ଉତ୍ସବ ଶ୍ରୀ ସାହୁଙ୍କୁ
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : କୋଭିଡ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଅ

ନୂଆଦିଲ୍ଲୀ : କରୋନା ମହାମାରୀ କାଳରେ ସୁପ୍ରିମକୋର୍ଟ ଗୋଟିଏ ପରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ ଚାଲିଛନ୍ତି,ଯାହା କରୋନା ପ୍ରଭାବିତ ଲୋକଙ୍କ ଜୀବନ ଓ ଜୀବିକା ଦୃଷ୍ଟିରୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଗତକାଲି ସୁପ୍ରିମେ କୋର୍ଟ ପ୍ରବାସୀ ଶ୍ରମିକ ଓ କେନ୍ଦ୍ର ସରକାରଙ୍କର "ୱାନ ନେସନ,ୱାନ
Read More...

ବାଉଁଶୁଣୀ ପୁଲିସ ଦ୍ବାରା କାର୍ ସହ ବ୍ୟାପକ ଗଞ୍ଜେଇ ଜବତ , ୨ ଗିରଫ

ବୌଦ୍ଧ/ବାଉଁଶୁଣୀ, ୩୦/୬ - ବୌଦ୍ଧବ୍ଲକ ବାଉଁଶୁଣି ଥାନା ଅନ୍ତର୍ଗତ ତାଲୁପାଲି ନିକଟରେ ଆଜି ସକାଳ ୬ଘଣ୍ଟା ସମୟରେ ବାଉଁଶୁଣି ପୋଲିସ ପକ୍ଷରୁ ଚଢ଼ାଉ କରି 36କେଜି ଗଞ୍ଜାଇ ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ସୁବାଷ
Read More...

କୋଭିଡ ପ୍ୟାକେଜକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆଜି ଅନୁଷ୍ଠିତ ବୈଠକରେ କେନ୍ଦ୍ର କ୍ୟାବିନେଟ ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଘୋଷିତ ଆର୍ଥିକ ପ୍ୟାକେଜକୁ ଅନୁମୋଦନ କରିଛି । ଆଜି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି । ମହାମାରୀ
Read More...

ଖେଳରତ୍ନ ପୁରସ୍କାର ପାଇଁ ଏହି ଦୁଇ ଖେଳାଳିଙ୍କ ନାମ ସୁପାରିସ କଲା ବିସିସିଆଇ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ଼ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧୀ ଖେଳ ରତ୍ନଙ୍କ ପାଇଁ କ୍ରିକେଟ୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ବିସିସିଆଇ) ମହିଳା କ୍ରିକେଟ୍‌ ଖେଳାଳି ମିତାଲି ରାଜ ଏବଂ ଟପ୍‌ ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ନାମ ସୁପାରିସ କରିବାକୁ ନିଷ୍ପତ୍ତି ନେଇଛି । ଅର୍ଜୁନ ପୁରସ୍କାର
Read More...

ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗିଦେଲା ମାଆ, ଉଦ୍ଧାର କରି ଅପଣାଇନେଲେ ଆଦିବାସୀ ଦମ୍ପତି

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୩୦/୬: ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର ଅନେକ ଥର କହିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା କରିଛନ୍ତି । ଏସବୁ ସତ୍ୱେ୍ୱ ଏବେ
Read More...