Monthly Archives

January 2022

ବୌଦ୍ଧ ବ୍ଲକ ସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ : ବୌଦ୍ଧ ବ୍ଲକସ୍ତରୀୟ ଜାନୁଆରୀ ମାସର ଦ୍ୱିତୀୟ ଶିକ୍ଷା ସମୀକ୍ଷା ବୈଠକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟରେ ଶ୍ରେଣୀ ଶିକ୍ଷାଦାନ ବନ୍ଦ ଥିବାରୁ ସମସ୍ତ ଶିକ୍ଷକ
Read More...

ପବ୍‌ଜିର ଭୟାନକ ପରିଣାମ : ଗେମ୍‌ ନିଶାରେ ପୂରା ପରିବାରକୁ ମାରିଦେଲା ବାଳକ

ଲାହୋର: ପବଜି ଭଳି ଅନଲାଇନ ଗେମ୍‌ ପିଲାମାନଙ୍କୁ କିଭଳି ବିପଦରେ ପକାଉଛି,ତାହାର ଏକାଧିକ ନଜିର ରହିଛି । ଏପରି କି,ପିଲାଙ୍କ ଜୀବନ ଚାଲିଯାଉଛି ଏବଂ ଘରଲୋକେ ମଧ୍ୟ ଭୟଙ୍କର ବିପଦର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏଭଳି ଗେମ ଖେଳୁଥିବା ପିଲା ଯେ ଘର ଲୋଙ୍କୁ ହତ୍ୟା କରିଦେବ,ତାହା ଚିନ୍ତା
Read More...

ସ୍ପଟ ଫିକ୍ସିଂ ମାମଲାରେ ୩ ବର୍ଷ ବାସନ୍ଦ ହେଲେ ବ୍ରେଣ୍ଡନ ଟେଲର

ଦୁବାଇ: ସ୍ପଟ ଫିକ୍ସିଂ ଘଟଣା ଜିମ୍ବାୱେର ଜଣାଶୁଣଶ କ୍ରିକେଟର ବ୍ରେଣ୍ଡନ ଟେଲରଙ୍କ ପାଇଁ ମହଙ୍ଗା ପଡ଼ିଛି । ଏହି ମାମଲାରେ ଆଇସିସି ତାଙ୍କୁ ଆଇସିସି ୩ ବର୍ଷ ପାଇଁ ବାସନ୍ଦ କରିଛି । ଫଳରେ ଆସନ୍ତା ତିନି ବର୍ଷ ସେ କୌଣସି ଟୁର୍ଣ୍ଣାମେଣ୍ଟରେ ସାମିଲ ହୋଇପାରିବେ ନାହିଁ । କିଛି ଦିନ ପୂର୍ବରୁ
Read More...

ଫେବୃଆରୀ ପହିଲାରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ : ଆସନ୍ତା ଫେବୃୟାରୀ ୧ ତାରିଖରୁ ଖୋଲିବ ଶ୍ରୀମନ୍ଦିର । କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ହେବ ବୋଲି ନିଷ୍ପତ୍ତି ନେଇଛି ଛତିଶା ନିଯୋଗ । ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଥିବାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ନିଆଯାଇଛି । ଶ୍ରୀମନ୍ଦିର ସାନିଟାଇଜ
Read More...

ଅନନ୍ତ ନାଗେଶ୍ୱରନ ହେଲେ ନୂଆ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା

ନୂଆଦିଲ୍ଲୀ: ଡ. ଭି ଅନନ୍ତ ନାଗେଶ୍ୱରନ ହେଲେ ଦେଶର ନୂଆ ଅର୍ଥନୈତିକ ପରାମର୍ଶଦାତା(ସିଇଏ) । କେନ୍ଦ୍ର ସରକାର ଆଜି ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ୧ ତାରିଖରେ କେନ୍ଦ୍ର ବଜେଟ ଆସିବାକୁ ଥିବାବେଳେ ଆଜି ଏହି ପଦକ୍ଷେପ ନେଇଛନ୍ତି ସରକାର । ସିଇଏ ହେଉଛନ୍ତି ଅର୍ଥନୈତିକ
Read More...

ବସ୍ତି ଝିଅ ଏବେ ମାଇକ୍ରୋସଫ୍ଟର ପ୍ରଡକ୍ଟ ମ୍ୟାନେଜର

ମୁମ୍ବାଇ : ନିଷ୍ଠା ଓ ଦୃଢ ସଂକଳ୍ପ ଥିଲେ ଅନେକ ଅସାଧ୍ୟ କାର୍ଯ୍ୟ ସାଧିତ ହୋଇପାରିବ । ଏହାର ଅନେକ ଉଦାହରଣ ରହିଛି । ବହୁ ଗରିବ ଓ ସୁବିଧା ସୁଯୋଗରୁ ବଞ୍ଚିତ ବ୍ୟକ୍ତି ନିଜର ଦୃଢ ଇଚ୍ଛାଶକ୍ତି ବଳରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରିଛନ୍ତି । ହେିପରି ଜଣେ ବ୍ୟକ୍ତି ହେଲେ ସହିନା ଅଟରୱାଲା
Read More...

ଏହି ଆଞ୍ଚଳିକ ଦଳ ସବୁଠୁ ଧନୀ

ନୂଆଦିଲ୍ଲୀ: ୨୦୧୯-୨୦ ଆର୍ଥିକ ବର୍ଷରେ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳମାନଙ୍କର ଜମା ଓ ସଂପତ୍ତିର ତାଲିକା ‘ଆସୋସିଏନସ୍‌ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମ’ (ଏଡିଆର୍‌) ପକ୍ଷରୁ ପ୍ରକାଶ କରାଯାଇଛି । ଏହି ତାଲିକାରେ ଆଞ୍ଚଳିକ ଦଳମାନଙ୍କ ଭିତରେ ପ୍ରଥମ ସ୍ଥାନରେ ସମାଜବାଦୀ ପାର୍ଟି ଥିବା ବେଳେ
Read More...

ପ୍ରଥମ ଥର ପାଇଁ ଏହି ଦେଶରେ ମହିଳାଙ୍କୁ ମିଳିଲା ମ୍ୟାଚ ଦେଖିବା ଅନୁମତି

ତେହରାନ : ସାଧାରଣତଃ ଇସଲାମିକ ଦେଶଗୁଡ଼ିକରେ ମହିଳାମାନେ ଅନେକ ସୁବିଧାରୁ ବଞ୍ଚିତ ହୋଇଥାନ୍ତି । ନାଚ,ଗୀତଠୁ ଆରମ୍ଭକରି ସିନେମା ଦେଖା, ସବୁ ୁପରେ ପ୍ରତିବନ୍ଧକ । ଖେଳ ପଡ଼ିଆ ମଧ୍ୟ ସେମାନଙ୍କୁ ମନା । ଅନ୍ୟ କେତେକ ଦେଶଭଳି ଇରାନରେ ମଧ୍ୟ ଏଭଳି କଟକଣା ରହିଛି । କିନ୍ତୁ ଦେଶରେ ପ୍ରଥମ ଥର
Read More...

କରୋନା ଆକ୍ରାନ୍ତରେ ଘୁ ଉଦୟଗିରି ପାହାଡ଼ସାହିର ଜଣେ ବ୍ୟକ୍ତି ମୃତ

ଘୁ ଉଦୟଗିରି: ଘୁ ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ୮ ନମ୍ବର ୱାର୍ଡ ପାହାଡ଼ ସାହିର ମହମ୍ମଦ ସାଫି (୫୫) ନାମକବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଘୁ ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଘୋଷଣା କରାଯାଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେବା ପରେ ସେ ଘରେ ଥିଲେ । ପରେ
Read More...

ନିରପେକ୍ଷ ଓ ମୁକ୍ତ ନିର୍ବାଚନ କରିବାକୁ ବିଜେପି ପକ୍ଷରୁ ଦାବି

ସୁବର୍ଣ୍ଣପୁର: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ , ଅବାଧ ଓ ମୁକ୍ତ ଭାବରେ ପରିଚାଳନା କରିବାକୁ ଜିଲ୍ଲା ବିଜେପି ପକ୍ଷରୁ ଦାବି କରାଯାଇଛି । ସ୍ଥାନୀୟ କସ୍ତୁରୀ ହୋଟେଲର ସଭାକକ୍ଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ବିଜେପି ସଭାପତି ପ୍ରମୋଦ ମହାପାତ୍ର ଏ
Read More...