Monthly Archives

May 2022

ମେଗା ରକ୍ତଦାନ ଶିବିରରେ ୨୭୧ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର:ଏହି ଜିଲ୍ଲାର ସୀମାନ୍ତବର୍ତ୍ତୀ ଠେଲକୋଲୋଇ ପୁଲିସ ଥାନାରେ ଆଜି ଆୟୋଜିତ ଏକ ମେଗା ରକ୍ତଦାନ ଶିବିରରେ ୨୭୧ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏ ବିଷୟରେ ପ୍ରାପ୍ତ ସୂଚନା ଅନୁସାରେ ଆଜିକାଲି ଖରାଦିନ ଯୋଗୁଁ ପ୍ରାୟତଃ ସବୁ ରକ୍ତଭଣ୍ଡାରରେ ନିଅଣ୍ଟିଆ ସ୍ଥିତି ରହୁଥିବାରୁ ରୋଗୀଙ୍କ
Read More...

ଅବସରପ୍ରାପ୍ତ ଶିକ୍ଷକ ସିଦେ୍ଧଶ୍ୱର ପୁରୋହିତଙ୍କ ପରଲୋକ

ଜହ୍ନାପଙ୍କ:ବୌଦ୍ଧ ଜିଲ୍ଲା କାଲେଶ୍ୱର ନିବାସୀ ତଥା ଅବସରପ୍ରାପ୍ତ ଶିକ୍ଷକ ସିଦେ୍ଧଶ୍ୱର ପୁରୋହିତଙ୍କ ୭୫ ବର୍ଷ ବୟସରେ ନିଜ ବାସଭବନରେ ପରଲୋକ ଘଟିଛି । ସେ ୧୯୪୭ ମସିହାରେ ଜନ୍ମଗ୍ରହଣ କରିଥିଲେ । ପ୍ରଥମେ ୧୯୬୬ ମସିହାରେ ବଲାଙ୍ଗୀର ଜିଲ୍ଲାର ସୁଖା ହାଇସ୍କୁଲରେ ଶିକ୍ଷକତା ଜୀବନ ଆରମ୍ଭ
Read More...

ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ପରୀକ୍ଷଣ କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ : ସ୍ବଦେଶୀ ଜ୍ଞାନକୌଶଳରେ ବିକଶିତ ଜାହାଜ ବିଧ୍ବଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ଭାରତୀୟ ନୌସେନା । ବାଲେଶ୍ବର ସ୍ଥିତ ଇଣ୍ଟରିମ ଟେଷ୍ଟ ରେଞ୍ଜରୁ ଆଜି ଭାରତୀୟ ନୌସେନାର ସିକିଙ୍ଗ୍ ୪୨ବି ହେଲିକପ୍ଟରରୁ ଏହି କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ
Read More...

ବାହା ବେଦୀରେ କନ୍ୟାର ହାଇଡ୍ରାମା

ବାଲେଶ୍ୱର: ବାହା ବେଦୀରେ କନ୍ୟାର ହାଇଡ୍ରାମା । ହାତ ଗଣ୍ଠି ପଡ଼ିବା ପରେ ବି ବେଦୀରୁ ଉଠିଗଲେ ଯୁବତୀ । ବେଦୀରୁ ଉଠିବା ପରେ ହାତରୁ ଶଙ୍ଖା କାଢ଼ି ଫିଙ୍ଗିଦେଲେ । ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳରେ । ବିବାହ ଚାଲିଥିବା ବେଳେ ବିବାହ ବେଦୀରେ ବାହାଘରକୁ ସ୍ୱୀକାର କଲେନି
Read More...

ଆଇପିଏଲ ଛାଡି ଘରକୁ ଗଲେ ୱିଲିୟମସନ, ଜାଣନ୍ତୁ କାରଣ

ମୁମ୍ବାଇ : ଆଇପିଏଲ୍‌ ୨୦୨୨ର ଏକ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଜିତିବା ପରେ ସନରାଇଜର୍ସ ହାଇଦ୍ରାବାଦ (ଏସ୍‌ଆରଏଚ୍‌) ଅଧିନାୟକ କେନ୍‌ ୱିଲିୟମସନ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ନ୍ୟୁଜିଲ୍ୟାଣ୍ଡର ଅଧିନାୟକ ୱିଲିୟମ୍ସନ୍‌ ଆଇପିଏଲ୍‌ ୨୦୨୨ ଛାଡି ଘରକୁ ଫେରି ଯାଇଛନ୍ତି ।
Read More...

କାରଖାନା କାନ୍ଥ ଭୁଶୁଡି ୧୨ ମୃତ

ସୁରାଟ :ଗୁଜୁରାଟର ମୋରବୀର ହାଲୱାଡ ଜିଆଇଡିସି ସ୍ଥିତ ଏକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ିବା ପରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଆଉ ତିନି ଜଣ ଏଥିରେ ଫଶି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି
Read More...

ଏକାଧିକ ସ୍ଥାନରେ ନାମ ଥିବା ଭୋଟରଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ଦଶପଲ୍ଲା : ରାଜ୍ୟ ତଥା ଜିଲ୍ଲାର ଏକାଧିକ ସ୍ଥାନରେ ଭୋଟର ତାଲିକାରେ ନାମ ଥିବା ଭୋଟର ମାନଙ୍କର ଚିହ୍ନଟ ପ୍ରକ୍ରିୟା ବୁଧବାର ଗଣିଆ ବ୍ଳକ ସଭା ଗୃହରେ ଆରମ୍ଭ ହୋଇଯାଇଛି । ଗଣିଆ ପଞ୍ଚାୟତ ସମିତି ଅଧିନରେ ଥିବା ୮ଟି ପଞ୍ଚାୟତର ପ୍ରାୟ ୪୦ ଜଣ ବୁଥ୍‌ ସ୍ତରୀୟ ଅଧିକାରୀ ସେମାନଙ୍କର ତଥ୍ୟ ଏବଂ
Read More...

ଶାନ୍ତିସୌହାର୍ଦ୍ଦ୍ୟ ସହିତ ଶୀତଳଷଷ୍ଠୀ ଯାତ୍ରା ପାଳନ ପାଇଁ ପ୍ରଶାସନିକ ବୈଠକ

ସମ୍ବଲପୁର: ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଆରାଧ୍ୟ ମହାଦେବ ଶିବଙ୍କ ସହିତ ଜଗତମାତା ଆଦିଶକ୍ତି ପାର୍ବତୀଙ୍କ ବିବାହ ପାରମ୍ପରିକ ରୀତି ଅନୁସାରେ ଅନୁଷ୍ଠିତ ହୋଇଥାଏ । ଏହି ବୈଦିକ ବିବାହ ଅବସରରେ ସମ୍ବଲପୁରରେ ଶୀତଳଷଷ୍ଠୀ ଯାତ୍ରାର ଆୟୋଜନ କରାଯାଏ । କରୋନା କଟକଣା ଯୋଗୁଁ ଗତ
Read More...

କଂଗ୍ରେସ ଛାଡ଼ିଲେ ହାର୍ଦ୍ଧିକ ପଟେଲ

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ିଛନ୍ତି ଗୁଜରାଟ ପଟିଦାର ନେତା ହାର୍ଦ୍ଧିକ ପଟେଲ । ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫାଦେଇଥିବା ଜଣାଯାଇଛି । ସୋନିଆ ଗାନ୍ଧୀଙ୍କ ନିକଟକୁ ହାର୍ଦ୍ଦିକ ଇସ୍ତଫା ପତ୍ର ପଠାଇଛନ୍ତି । ମୋ ନିଷ୍ପତ୍ତିକୁ ଜନତା ସ୍ୱାଗତ କରିବେ ବୋଲି ମୋର
Read More...

୪ନଂ ୱାର୍ଡ ଗସ୍ତକଲେ ଏନ୍‌ଏସି ଅଧ୍ୟକ୍ଷା ପୁନମ୍‌ ପ୍ରୀୟଦର୍ଶିନୀ

ଦଶପଲ୍ଲା : ଗତକାଲି ଅପରାହ୍ନରେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷା ପୁନମ ପ୍ରିୟଦର୍ଶିନୀ ଓ ୪ନଂ ୱାର୍ଡ଼ କାଉନସିଲର ବୀଣାପାଣୀ ପାଣି ଦଶପଲ୍ଲା ୪ ନଂ ୱାର୍ଡର ଗୋପୀନାଥ ସାହି, ଦେଉଳ ମାଳିସାହି ଓ ଅମଲାପଡା ଅଂଚଳ ପରିଦର୍ଶନ କରି ପାନୀୟ ଜଳ, ଡ୍ରେନେଜ ବ୍ୟବସ୍ଥା, ସ୍ୱେରେଜ
Read More...