Monthly Archives

May 2022

ମୋତେ ହତ୍ୟା କରିବାକୁ ଷଡଯନ୍ତ୍ର ଚାଲିିଛି: ଇମ୍ରାନ

ଇସଲାମାବାଦ,୧୫/୫ : ମୋତେ ହତ୍ୟା କରିବାକୁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଚାଲିଛି । ଏହା କେବେଠୁ ଆରମ୍ଭ ହେଲାଣି । । ଦେଶ ଭିତରେ ଓ ବାହାରେ ଏହା ଚାଲିଛି ଏବଂ ମୁଁ ସେହି ଷଡ଼ଯନ୍ତ୍ରକାରୀଙ୍କୁ ଜାଣିଛି ବୋଲି କହିଛନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ । ଶନିବାର
Read More...

ଭୂସ୍ଖଳନରେ ୩ ଜଣଙ୍କ ମୃତ୍ୟୁ

ଗୌହାଟି: ଆସାମରେ ଆଜି ଭୂସ୍ଖଳନରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ଆସାମର ଦିମା ହସାଓ ଜିଲ୍ଲାରେ ଏହି ଭୂସ୍ଖଳନ ହୋଇଛି । ଶନିବାର ବିଳମ୍ବିତ ରାତିରେ ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ୱାରା ଜାରି କରାଯାଇଥିବା ବୁଲେଟିନ୍‌ ଅନୁଯାୟୀ, ଦିମା ହସାଓର ହାଫଲଙ୍ଗ ଅଞ୍ଚଳରେ ଜଣେ
Read More...

୫ ଡକାୟତକୁ କାବୁକଲା ଟିକାବାଲି ପୋଲିସ

ବାଲିଗୁଡ଼ା: ମୋବାଇଲ ଧରେଇଦେଲା ଡକାୟତଙ୍କୁ । ଏହାସହିତ ଚୋରି ସୁନା ଗହଣା ସହିତ ଗୋଟିଏ ମୋବାଇଲକୁ ଜବତ କରିଛି ଟିକାବାଲି ପୋଲିସ । ଗିରଫ ଡକାୟତ ହେଲେ ବ୍ରାହ୍ମଣୀଗାଁର ଉଦ୍ଧବ ମଲ୍ଲିକ, ଆଦମ ମାଝୀ, ରହିମ ମାଝୀ, ଦାରିଙ୍ଗିବାଡିର କୃପାକର ମୁଖୀ ଓ ଟିକାବାଲି କଇଁଝରର ସଞ୍ଜୟ କୁମାର ମଳିକ ।
Read More...

ବିବାହ ଭୋଜି ଖାଇ ୧୫ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତ ବୁଡ଼ାକଦେଲ ଗ୍ରାମ ବାସୀ ବିବାହ ଭୋଜି ଖାଇ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଭୋଜି ଖାଇବାପରେ ପେଟ ଯନ୍ତ୍ରଣା ଅନୁଭବ କରି ଅସୁସ୍ଥ ହୋଇ ପଡ଼ିଥିବା ଜଣାପଡ଼ିଛି କ୍ଷ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ପୁରୁଷ ମହିଳା ଓ ଶିଶୁ
Read More...

ଚେନ୍ନାଇକୁ ୭ ଓ୍ଵିକେଟ୍‌ରେ ପରାସ୍ତ କଲା ଗୁଜରାଟ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୬୨ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ଗୁଜରାଟ ଟାଇଟନ୍ସ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ୧୩୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଗୁଜରାଟ ୧୯.୧ ଓଭରରେ ୩ଟିଓ୍ଵିକେଟ୍‌ ହରାଇ ୧୩୭ ରନ୍‌ କରିଛି।ଗୁଜରାଟ ଆରମ୍ଭରୁ ଭଲ ବ୍ୟାଟିଂ
Read More...

ବ୍ରଜରାଜନଗର ଉପନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି

ଭୁବନେଶ୍ୱର: ମୋଦି ସରକାର ଶାସନ କ୍ଷମତାକୁ ଆସିବା ପରେ ଓଡିଶାକୁ ପୂର୍ବପେକ୍ଷା ବହୁ ମାତ୍ରାରେ କେନ୍ଦ୍ରୀୟ ଅନୁଦାନର ସହାୟତା ମିଳୁଛି । ମୋଦି ସରକାରଙ୍କ ଅନେକ ଜନକଲ୍ୟାଣ ଯୋଜନାର ସୁଫଳ ପାଇବାକୁ ବଂଚିତ ହେଉଛନ୍ତି ଓଡିଶାବାସୀ । ବର୍ତମାନ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟରେ ମୁଖ୍ୟ ପ୍ରସଙ୍ଗ
Read More...

ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳ ପାଇଲେ ସାହିତ୍ୟ ଜ୍ୟୋତି ସମ୍ମାନ

ଫୁଲବାଣୀ: କନ୍ଧମାଳର ବିଶିଷ୍ଟ ଶିଶୁ ସାହିତ୍ୟିକ କୈଳାଶ ଚନ୍ଦ୍ର ଧଳଙ୍କୁ ସନ୍ଥ କବି ଭୀମ ଭୋଇ ସାହିତ୍ୟ ପରିଷଦ, ଅନୁଗୋଳ ତରଫରୁ ରାଜ୍ୟ ସ୍ତରୀୟ ସାହିତ୍ୟ ଜ୍ୟୋତି ସମ୍ମାନ ପ୍ରଦାନ କରଯାଇଛି । କଟକ ସାରଳା ଭବନ ଠାରେ ଆୟୋଜିତ ରାଜ୍ୟସ୍ତରୀୟ ସାହିତ୍ୟ ଏବଂ ଆଧ୍ୟାତ୍ମିକ ସମ୍ମିଳନୀର ଏକ
Read More...

ଉପଜିଲ୍ଲାପାଳଙ୍କ ପାତରଅନ୍ତର ଏବଂ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ସମଲେଇ ସେନାର ଧାରଣା

ପାଟଣାଗଡ଼ : ହରିଶଙ୍କର ମହୋତ୍ସବରେ ଚାଲିଛି ପାଟଣାଗଡ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ମନମାନୀ । ଏ ଅଞ୍ଚଳର କଳା ସଂସ୍କୃତି ପରମ୍ପରା ଉପରେ ଅବଗତ ନଥିବା ଉପଜିଲ୍ଲାପାଳ ହରିଶଙ୍କର ମହୋତ୍ସବ ଆରମ୍ଭରୁ ବିବାଦକୁ ଆସିଥିଲେ । ହରିଶଙ୍କର ମହୋତ୍ସବ ସମୟରେ ମେଳା ପାଇଁ ଲକ୍ଷାଧିକ ଭକ୍ତଙ୍କ
Read More...

କୂଅ ଭିତରୁ ବଳଦ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

ପାଟଣାଗଡ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଚଙ୍ଗରିଆ ପଞ୍ଚାୟତ ଅନ୍ତର୍ଗତ ରେଙ୍ଗାଲଜୁରୀ ଠାରେ ଏକ ବଳଦ ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚିପାରିଛି । ରଖେ ହରି ତ ମାରେ କିଏ ? । ରେଙ୍ଗାଲଜୁରୀ ଗାଁର ଧୂବଲ ବରିହା ନିଜ ବିଲରେ ଏକ ପକ୍କା କୁଅ ଖୋଲିଛନ୍ତି । ତେବେ କୂଅ ପାଖରେ
Read More...

ଇତିହାସ ରଚିଲା ଭାରତ, ପ୍ରଥମ ଥର ପାଇଁ ଥୋମାସ କପ ଚମ୍ପିଆନ ହେଲା

ନୂଆଦିଲ୍ଲୀ: ରବିବାର ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଐତିହାସକ ଦିନ। ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଟିମ ଥୋମାସ କପ ଚାମ୍ପିୟନ ହୋଇଛି । ୧୪ ଥରର ଚାମ୍ପିୟନ ଇଣ୍ଡୋନେସିଆକୁ ହରାଇ ଟାଇଟଲ ଜିତିବା ସହ ଇତିହାସ ରଚିଛି ଭାରତୀୟ ବ୍ୟାଡମିଣ୍ଟନ ଟିମ। ଟାଇଟଲ ମୁକାବିଲାରେ ଭାରତ
Read More...