Monthly Archives

July 2022

୭୩ ତମ ବନ ମହୋତ୍ସବ, ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ଫୁଲବାଣୀ,୨/୭- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ରେଞ୍ଜ ନୂଆପଦର ଉପବିଭାଗ ଦ୍ୱାରା ୭୩ ତମ ବନ ମହୋତ୍ସବ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା । ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫିରିଙ୍ଗିଆ ରେଞ୍ଜ ନୂଆପଦର ବନପାଳ ବ୍ରଜ ସୁନ୍ଦର ଦାସଙ୍କ ନେତୃତ୍ୱରେ କେଳାପଡା ପଞ୍ଚାୟତ ସେସ୍କାଯୋଡି
Read More...

ସାରଙ୍ଗଡରେ ୭୩ ତମ ବନ ମହୋତ୍ସବ ପାଳିତ

ଜି.ଉଦୟଗିରି,୨/୭: ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତର୍ନ ବିଭାଗ ଓଡିଶା ସରକାରଙ୍କ ତରଫରୁ ୭୩ ତମ ବନ ମହୋତ୍ସବ ସାରଙ୍ଗଡ ଏ. ଆର ବ୍ଲକ ପ୍ଲାଣ୍ଟେସନ ହାତୀଶାଳ ଠାରେ ଆଜି ପାଳିତ ହୋଇଯାଇଛି । ଏହି ଉତ୍ସବରେ କ.ନୂଆଗାଁ ବ୍ଲକ ବନାଞ୍ଚଳ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ସାରଙ୍ଗଡ ସରପଞ୍ଚ
Read More...

ପ୍ରଥମ ସୀତାରାମ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର,୨/୭: ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାହାଜପିଟା ଗ୍ରାମ ଠାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ସ୍ଥାପିତ ଛତୁମଞ୍ଜି ଉତ୍ପାଦନ କେନ୍ଦ୍ରର ଶୁଭ ଉଦଘାଟନ କରିଛନ୍ତି । ଓଡିଶା ସରକାରଙ୍କ ମିଶନ ଶକ୍ତି ଫେଡେରେସନ
Read More...

ନାରାୟଣନଗରର ବାସି ରଥଯାତ୍ରା ଅଞ୍ଚଳରେ ନିଆରା

ବୌଦ୍ଧ/ଜହ୍ନ ।ପଙ୍କ,୨/୭: ବୌଦ୍ଧ ବ୍ଳକ ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ନାରାୟଣନଗରର ବାସି ରଥଯାତ୍ରା ନିଆରା । ୨ ବର୍ଷ କରୋନା କଟକଣା ଯୋଗୁଁ ରଥଯାତ୍ରା ବନ୍ଦ ଥିବାରୁ ଏବର୍ଷ ଭକ୍ତ ଓ ଭଗବାନ ଅପୂର୍ବ ମିଳନକୁ ଲୋକ ପ୍ରତୀକ୍ଷା କରି ରହିଥିଲେ ଚକାନୟନକୁ ଦେଖିବାକୁ । ଯେତେବେଳେ କାଳିଆ
Read More...

ସିନେପ୍ଲେକ୍ସ ଉଦଘାଟିତ

ନବରଙ୍ଗପୁର,୨/୭:- ନବରଙ୍ଗପୁର ଜିଲ୍ଲାର ପ୍ରଥମ ସିନେପ୍ଲେକ୍ସ ପବିତ୍ର ରଥଯାତ୍ରା ଅବସରରେ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଡକ୍ଟର କମଳ ଲୋଚନ ମିଶ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଯୋଗ ଦେଇଥିଲେ ।
Read More...

ଫୁଲବାଣୀରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ

ଫୁଲବାଣୀ,୨/୭:- ସ୍ଥାନୀୟ ଜଗନ୍ନାଥ ମନ୍ଦିର ରତ୍ନ ସିଂହାସନରୁ ବାହାରି ଚତୁର୍ଦ୍ଧାମୂର୍ତ୍ତି ମାଉସୀମା ମନ୍ଦିରକୁ ଯାତ୍ରା କରିଛନ୍ତି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ପରେ ମାଉସୀମା ଘରକୁ ଯାଉଛନ୍ତି ପ୍ରଭୁ ଜଗନ୍ନାଥ ଏବଂ ତାଙ୍କ ସଙ୍ଗେ ଭାଇ ବଳଭଦ୍ର ଭଉଣୀ ଦେବୀ ସୁଭଦ୍ରା
Read More...

ପୁଟିନଙ୍କୁ ମୋଦୀଙ୍କ ପରାମର୍ଶ,ମୁକାବିଲା ଛାଡ଼ି ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରନ୍ତୁ

ନୂଆଦିଲ୍ଲୀ : ଆଲୋଚନା ହିଁ ସମସ୍ୟା ସମାଧାନର ଶ୍ରେଷ୍ଠ ପନ୍ଥା । ମୁହାଁମୁହିଁ ବା ମୁକାବିଲାମୂଳକ ନୀତି ସମାଧାନ କରିବା ପରିବର୍ତ୍ତେ ପରିସ୍ଥିତିକୁ ଆହୁରି ବିଗାଡ଼ିଦିଏ । ତେଣୁ ଆପଣ କୂଟନୈତିକ ସ୍ତରରେ ଆଲୋଚନା କରି ୟୁକ୍ରେନ ସହ ଥିବା ବିବାଦର ସମାଧାନ କରିବା ସବୁଠୁ ଭଲ ହେବ । ଆଜି ଫୋନରେ
Read More...

ଡ୍ରେନେଜ ସମସ୍ୟାରୁ ଜମୁଛି କାଦୁଅ ପାଣି

କଣ୍ଟାବାଞ୍ଜି: ଜଳ ନିଷ୍କାସନ ପାଇଁ ଯଥେଷ୍ଠ ଡ୍ରେନେଜ ବ୍ୟବସ୍ଥା ନ ରହିଥିବାରୁ ଅଳ୍ପ ବର୍ଷାରେ କାଦୁଅ ପାଣି ଜମୁଛି । ସହରର ଅଧିକାଂଶ ନାଳ ପାଣି ୱାର୍ଡ ନଂ ୮ର ଅଶୋକ ନଗର ମା ଗୁଡ଼ି ମନ୍ଦିରରେ ଦୁର୍ଗନ୍ଧ ପାଣି ଜମିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅଳ୍ପ ବର୍ଷାରେ ବନ୍ଦ ଭଳିଆ
Read More...

ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ କୃଷକ ମେଳା

ଖପ୍ରାଖୋଲ,୧/୭ (ହୀ.ପ୍ର) : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ଉଦ୍ୟାନ କୃଷି ଫାର୍ମ ଠାରେ କୃଷି ବିଭାଗ ତରଫରୁ ବ୍ଲସ୍ତରୀୟ କୃଷକ ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ପାଟଣାଗଡ କୃଷି ଜିଲ୍ଲା ଅଧିକାରୀ ଗୁରେନ୍ଦ୍ର ନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ
Read More...

ଶରଧାବାଲିରେ ତିନି ରଥ

ପୁରୀ: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଦୀର୍ଘ ଦୁଇ ବର୍ଷ ପରେ ପୁଣି ବଡ଼ଦାଣ୍ଡରେ ଭକ୍ତ-ଭଗବାନ ଏକାଠି ହୋଇଛନ୍ତି। ଆଜି ଭକ୍ତ-ଶ୍ରଦ୍ଧାଳୁଙ୍କ ଗହଳରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ଘୋଷଯାତ୍ରା। ସମୟ ପୂର୍ବରୁ ଅନୁଷ୍ଠିତ ହୋଇଛି ଶ୍ରୀଜିଉଙ୍କ ନୀତିକାନ୍ତି। ସଂଧ୍ୟ ସାଢ଼େଛଅଟା ସୁଦ୍ଧା
Read More...