Monthly Archives

September 2022

ଇଟା ବୋଝେଇ ଟ୍ରକ ଓଲଟିଲା,୭ ଶ୍ରମିକ ଆହତ

ହରଭଙ୍ଗା: ଆଜି ସକାଳ ୧୧ଟା ସମୟରେ ବୌଦ୍ଧଠାରେ ଥିବା ବି.ଡି.ପି.ଏଲ ଇଟା ଫ୍ୟାକ୍ଟେରୀରୁ ଏକ ଟ୍ରକ ନମ୍ବର ଓଡି ୧୫ ଜି ୫୬୫ରେ ସିମେଣ୍ଟ ଇଟା ନେଇ ହରଭଙ୍ଗାଠାରେ ଏଲ.ଏଣ୍ଡ.ଟି ମେଗା ପାନୀୟ ପ୍ରକଳ୍ପକୁ ଇଟା ଦେଇ ଆସୁଥିଲା । ଏହି ଟ୍ରକଟି ହରଭଙ୍ଗା ପୋଷ୍ଟ ଅଫିସ ନିକଟରେ ଥିବା ଏକ ମାଟି ରାସ୍ତା
Read More...

ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ଭେଟି। ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା। ୩ ପ୍ରତିଶତ ଡିଏ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏହି ଘୋଷଣା ପରେ ବର୍ଦ୍ଧିତ ମହଙ୍ଗା ଭତ୍ତା ୩୧%ରୁ ୩୪%କୁ ବୃଦ୍ଧି ପାଇଛି। ରାଜ୍ୟ ସରକାରୀ କର୍ମଚାରୀଙ୍କ ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା
Read More...

ନିରନ୍ତର ଟ୍ରାଫିକ ଜାମରୁ ଲୋକେ ନୟାନ୍ତ

ସମ୍ବଲପୁର: ସମ୍ବଲପୁର ନଗରରେ ଯେଉଁ ପରିମାଣରେ ବାହନ ସଂଖ୍ୟା ବଢ଼ିବାରେ ଲାଗିଛି, ସେହି ଅନୁସାରେ ଯିବାଆସିବା ପାଇଁ ସଡ଼କ ମିଳୁନାହିଁ । ଏହାର ପରିଣାମ ସ୍ୱରୂପ ପ୍ରତିଦିନ ବ୍ୟସ୍ତ ସମୟ ଅର୍ଥାତ୍‌ ସ୍କୁଲ କଲେଜ ଓ ଅଫିସ ଯିବା ଓ ସେହିପରି ଫେରିବା ସମୟରେ କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଟ୍ରାଫିକ
Read More...

ଭୂକମ୍ପରେ ଦୋହଲିଲା ଲଦାଖ

ଲଦାଖ : ସୋମବାର ସକାଳୁ ସକାଳୁ ଥରିଥିଲା ଲଦାଖ ମାଟି । ସକାଳ ୯.୩୦ ଏହି କମ୍ପନ ଅନୁଭୂତ ହୋଇଥିଲା । ଲଦାଖର କାର୍ଗିଲରେ ଏହି କମ୍ପନ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଭୂମିଠାରୁ ୧୦
Read More...

ଟିଏନଟି ସ୍କିଲ ସେଣ୍ଟରରେ ୱେବସାଇଟ୍‌ ବିକାଶ କର୍ମଶାଳା

ଗଞ୍ଜାମ: ବ୍ରହ୍ମପୁର ସ୍ଥିତ ଟି.ଏନ.ଟି ସ୍କିଲ ସେଣ୍ଟରରେ ୱେବସାଇଟ୍‌ ବିକାଶ କର୍ମଶାଳା ସହ ସାର୍ଟିଫିକେଟ ପ୍ରଦାନ କରାଯାଇଛି ପୂର୍ବରୁ ଟି.ଏନ.ଟି ସ୍କିଲ ସେଣ୍ଟରରେ ତିନି ସପ୍ତାହର ଏକ ୱେବସାଇଟ୍‌ ବିକାଶ କର୍ମଶାଳା ଆୟୋଜିତ ହେଇଥିଲା । ୨୦ ଅଗଷ୍ଟରୁ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଏଥିପାଇଁ
Read More...

ଡଃ ନୃସିଂହାନନ୍ଦ ମହାପାତ୍ର ସମ୍ବର୍ଦ୍ଧିତ

ଫୁଲବାଣୀ : କନ୍ଧମାଳର ବିଶିଷ୍ଠ ସାହିତ୍ୟିକ ଡଃ ନୃସିଂହାନନ୍ଦ ମହାପାତ୍ରଙ୍କୁ କଟକ ସ୍ଥିତ ପରଜାପତି ଶିଶୁ ସାହିତ୍ୟ ସଂସଦ ତରଫରୁ ଶିଶୁ ସାହିତ୍ୟ ଉତ୍ସବ ୨୦୨୨ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ଶିଶୁ କବିତା ସଙ୍କଳନ "ଚାଲ ବୁଲିଯିବା କନ୍ଧମାଳ' ପୁସ୍ତକ ଆଧାରରେ ତାଙ୍କୁ ଏହି ପୁରସ୍କାର
Read More...

ପ୍ରଜ୍ଞା ପ୍ରବାହ ପକ୍ଷରୁ ଏକାତ୍ମ ମାନବବାଦ ଦର୍ଶନକୁ ନେଇ ବ୍ୟାଖ୍ୟାନ ମାଳା

ସମ୍ବଲପୁର: ବିଶ୍ୱରେ ରହିଥିବା ଅନେକ ଦର୍ଶନ ମଧ୍ୟରୁ ପଣ୍ଡିତ ଦିନଦାୟଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନ ଅନ୍ୟତମ । ପୁଞ୍ଜିବାଦ, ସମାଜବାଦ, ସାମ୍ରାଜ୍ୟବାଦ, ମାର୍କସବାଦରେ ସାମଗ୍ରୀକତା ନଥିବା ବେଳେ ଏକାତ୍ମ ମାନବବାଦ ବ୍ୟକ୍ତିଠୁ ବ୍ରହ୍ମାଣ୍ଡକୁ ସମାହିତ କରିବାରେ ସମର୍ଥ । ବିଶ୍ୱଗୁରୁ
Read More...

ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ଭାରତକୁ ଅଭିନନ୍ଦନ ଜଣାଇଲେ ଫିଞ୍ଚ

ନୂଆଦିଲ୍ଲୀ : ଦେଶା ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରୁଛି । ଏହି ଅବସରରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବରେ ଅଭିନନ୍ଦନ ଜଣାଯାଇଛି । ଦଳର ଅଧିନାୟକ ଆରୋନ ଫିଞ୍ଚଙ୍କ ଏକ ଭିଡିଓ କ୍ରିକେଟ୍‌ ଅଷ୍ଟ୍ରେଲିଆ ଦ୍ୱାରା ଏହାର ଅଫିସିଆଲ୍‌ ଟ୍ୱିଟର ଆକାଉଣ୍ଟରେ ସେୟାର
Read More...

ଜଙ୍ଗଲରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଠାବ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ସାରଙ୍ଗଡ଼ ଥାନା ପାବୁରିଆ ପଞ୍ଚାୟତର ମାଲେରିମାହା ଗାଁରେ ଅଭାବନୀୟ ଘଟଣା । ମାଲେରିମାହା ଗ୍ରାମର ଗାରାମାହା ଜଙ୍ଗଲରୁ ଦମ୍ପତିଙ୍କର ଝୁଲନ୍ତା ମୃତଦେହ ଠାବ । ମୃତ ଦମ୍ପତି ମନୋରଞ୍ଜନ ନାୟକ ଓ ସ୍ମିତାଞ୍ଜଳୀ ନାୟକ ହୋଇଥିବା ଜଣାପଡ଼ିଛି । ମନୋରଞ୍ଜନ ଗାଁ ସାଥି
Read More...

ଦଳର ସଂଗଠନକୁ ମଜଭୂତ୍ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ
Read More...