Monthly Archives

October 2022

ସମିତି ସଭ୍ୟ/ସଭ୍ୟାଙ୍କ ତିନି ଦିନିଆ ତାଲିମ ଶିବିର

ଜହ୍ନାପଙ୍କ: ବୌଦ୍ଧ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତି ରାଜ ପ୍ରତିଷ୍ଠାନ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ,ଓଡ଼ିଶା ତରଫରୁ ଲୋକ କଳା ବିକାଶ କେନ୍ଦ୍ର ସରସରା ଠାରେ ବୌଦ୍ଧ ଜିଲ୍ଲାର ପଞ୍ଚାୟତ ସମିତି ସଭ୍ୟାସଭ୍ୟାଙ୍କର ତିନିଦିନିଆ କର୍ମଶାଳା ଆଜିଠାରୁ ଆରମ୍ଭ ହୋଇଯାଇଛି । ଏହି
Read More...

ପାଟଣାଗଡ଼ରେ ବ୍ଳକସ୍ତରୀୟ ଅଧିକାରୀ ଓ ସରପଞ୍ଚମାନଙ୍କୁ ନେଇ ସମସ୍ୟା ଓ ସମାଧାନ ଉପରେ ସମନ୍ୱିତ ବୈଠକ

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ କାର୍ଯ୍ୟାଳୟ ସଭାଗୃହରେ ବ୍ଳକ ସ୍ତରୀୟ ସମସ୍ୟା ଓ ତା'ର ସମାଧାନ ଉପରେ ଏକ ସମନ୍ୱିତ ବୈଠକ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବ୍ଳକର ଥିବା ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ପଞ୍ଚାୟତ ଅଧିକାରୀମାନଙ୍କୁ ନେଇ
Read More...

ଅସହାୟ ଭାସ୍କର, ନିରୁପାୟ ମମତା

ଗଞ୍ଜାମ: ଭାସ୍କର ପନ୍ଦର ବର୍ଷ ତଳେ ମମତାଙ୍କୁ ବିବାହ କରି ଗରିବ ପରିବାର ହେଲେ ବି ବେଶ ହସ ଖୁସି ରେ ଦିନ କାଟୁଥିଲେ । ଦିନ ମଜୁରିଆ କାମ କରି ପାରିଶ୍ରମିକ ଅର୍ଥରେ ଚଳିଥାନ୍ତି । ଏପରିକି ବିବାହ ପରେ ଗୋଟିଏ ଝିଅ ଓ ଗୋଟିଏ ପୁଅ ପାଇ ଆନନ୍ଦରେ ଗଡି ଚାଲିଥାଏ ଭାସ୍କରଙ୍କ ସଂସାର ରଥ । ହଠାତ
Read More...

ହରିଶଙ୍କର ବିଦ୍ୟାଳୟରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ସ୍ୱାଗତ ଉତ୍ସବ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସ୍ଥାନୀୟ ହରିଶଙ୍କର ବିଦ୍ୟାଳୟରେ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ଉତ୍ସବ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଭଲଭଦ୍ର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅଧ୍ୟକ୍ଷ ପ୍ରମୋଦ କୁମାର
Read More...

ନୂଆଗଡ଼ ବ୍ଳକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ନୂଆଗଡ଼ ବ୍ଳକ ଖଜୁରୀପଦାଠାରେ ଆଜି ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକଙ୍କ ନେତୃତ୍ୱରେ ଜନ ସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜେଡିର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ .ତିରୁପତି
Read More...

ନାନ୍ଦୁପଳା ଗାଁରେ ହାତୀ ଆତଙ୍କ, ୨ଟି ଘର ଭାଙ୍ଗିଲା କ୍ଷତିପୂରଣ ପାଇଁ ଦାବି

ଖପ୍ରାଖୋଲ,୧୯/୧୦ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ରେଞ୍ଜ ଅଞ୍ଚଳରେ କିଛିଦିନ ହେବ ୨ ଟି ଜଙ୍ଗଲୀ ହାତୀ ଆସି ଆତଙ୍କ ସୃଷ୍ଟି କରୁଥିବା ଜଣାପଡିଛି । ଗତ କିଛି ଦିନ ହେବ ୨ଟି ହାତୀ ଆଖ ପାଖରେ ଥିବା ଗାଁମାନଙ୍କୁ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗି ଦେବା ସହ ଘରେଥିବା ସାମଗ୍ରୀ ନଷ୍ଟ
Read More...

ଖଡ୍‌ଗେ କଂଗ୍ରେସ ସଭାପତି

ନୂଆଦିଲ୍ଲୀ : ଜାତୀୟ କଂଗ୍ରେସକୁ ମିଳିଛି ନୂଆ ଅଧ୍ୟକ୍ଷ । ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଗତ ୧୭ ତାରିଖରେ ହୋଇଥିବା ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଫଳାଫଳ ଅନୁଯାୟୀ ଶଶି ଥରୁରଙ୍କୁ ବହୁ ଭୋଟରେ ମାତ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ
Read More...

ବର୍ଷା ବିଗାଡିପାରେ ଭାରତ-ପାକିସ୍ତାନ ବିଶ୍ୱକପ ମ୍ୟାଚ !

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଚାଲିଥିବା ଟି-୨୦ ବିଶ୍ୱକପର ଭାରତ-ପାକିସ୍ତାନ ମ୍ୟାଚ ଉପରେ ସାରା ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ରହିଛି । ମ୍ୟାଚକୁ ନେଇ ଏକ ରିପୋର୍ଟ ଆସିଛି ଯାହାକୁ ନେଇ କ୍ରିକେଟ ପ୍ରଶଂସକମାନେ ଚିନ୍ତାରେ ପଡିଯାଇଛନ୍ତି। ରିପୋର୍ଟ ଅନୁଯାୟୀ ଅଷ୍ଟ୍ରେଲିଆର ମେଲବର୍ଣ୍ଣ
Read More...

ବାଇକ୍‌ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ ଅନ୍ତର୍ଗତ କୋଚିଲାଗଡ଼ ଚେକ ପୋଷ୍ଟରେ ଭୋର ସକାଳୁ ଦୁଇଜଣ ମୋଟର ସାଇକେଲ ଆରୋହୀ ବାଡେ଼ଇ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ସୂଚନା ପ୍ରକାରେ ଉଭୟେ ବପଲମେଣ୍ଡି ଗ୍ରାମର ମାନସ କହଁର ଓ ଲୁଜୁରାମୁଣ୍ଡା ଗ୍ରାମର ନବୀନ ବିଷୋୟୀ ବୋଲି ଜଣାପଡିଛି ।
Read More...

କାର୍ତ୍ତିକ ମାସରେ କାହିଁକି ଉଠାଯାଏ ଆକାଶ ଦୀପ ?

ପୁରୀ : ପୁରୀରେ ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ । ଦୀର୍ଘ ଏକ ମାସ ଧରି ହବିଷ୍ୟାଳୀ ଅତ୍ୟନ୍ତ ଭକ୍ତି ଓ ନିଷ୍ଠାର ସହ ଏକ ଓଳି ହବିଷ ଗ୍ରହଣ କରି କାର୍ତ୍ତିକ ବ୍ରତ ପାଳନ କରିବା ସହ ଆକାଶଦୀପ ଜାଲିଥାନ୍ତି । କାର୍ତ୍ତିକ ମାସରେ ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ଚଳିଆସିଛି । ସଞ୍ଜ
Read More...