ଖଡ୍‌ଗେ କଂଗ୍ରେସ ସଭାପତି

0 104

ନୂଆଦିଲ୍ଲୀ : ଜାତୀୟ କଂଗ୍ରେସକୁ ମିଳିଛି ନୂଆ ଅଧ୍ୟକ୍ଷ । ଦୀର୍ଘ ୨୪ ବର୍ଷ ପରେ ଜଣେ ଅଣଗାନ୍ଧୀ ହୋଇଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଗତ ୧୭ ତାରିଖରେ ହୋଇଥିବା ଅଧ୍ୟକ୍ଷ ନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇଛି । ଫଳାଫଳ ଅନୁଯାୟୀ ଶଶି ଥରୁରଙ୍କୁ ବହୁ ଭୋଟରେ ମାତ ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ । ସେ ମୋଟ ୭,୮୯୭ ଭୋଟ୍‌ ପାଇଛନ୍ତି । ଏହା ବ୍ୟତୀତ ଶଶି ଥରୁରଙ୍କୁ ୧୦୦୦ ରୁ ଅଧିକ ଭୋଟ୍‌ ମଧ୍ୟ ମିଳିଛି । ଥରୁର ତାଙ୍କ ପରାଜୟକୁ ଗ୍ରହଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − 5 =