Monthly Archives

October 2022

ସାତ ବର୍ଷ ହେଲା ଅଧପନ୍ତରିଆ ହୋଇ ପଡିଛି ସ୍କୁଲଗୃହ: ଝୁପୁଡି ଘରେ ଚାଲିଛି ପାଠପଢା

ତେନ୍ତୁଳିଖୁଣ୍ଟି,୧୬/୧୦:- ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଳକ ଅନ୍ତର୍ଗତ ଗୋଷ୍ଠୀ ଶିକ୍ଷା ଅଧିକାରୀ କଣ୍ଟାଗାଁ କ୍ଲଷ୍ଟର ଘୁମରଦୋରା ନୂତନ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ବିଚିତ୍ର ଦୃଶ୍ୟ । ସାତବର୍ଷ ହେଲା ଅଧପନ୍ତରିଆ ହୋଇ ପଡିରହିଛି ସ୍କୁଲଗୃହ । ଝୁପୁଡି କୁଡ଼ିଆରେ
Read More...

ଚୁକ୍ତିଭିତ୍ତିକ ନିଯୁକ୍ତି ନିୟମିତ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସନ୍ଧ୍ୟାରେ ଘୋଷଣା କରିଥିବାବେଳେ ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଦ୍ୱାରା ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ । ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ
Read More...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପୁରୀ ଜିଲ୍ଲା ଗୋପର ପ୍ରତ୍ୟୁଷ

ପୁରୀ : ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ପୁରୀ ଜିଲ୍ଲା ଗୋପର ପ୍ରତ୍ୟୁଷ । ୩ ବର୍ଷ ୭ ମାସ ବୟସରେ ଅଲୌକିକ ସ୍ମରଣ ଶକ୍ତିର ଅଧିକାରୀ ହୋଇପାରିକି ଗୋପ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ବିଭିନ୍ନ ବିଷୟରେ ଏକାଧିକ ପ୍ରଶ୍ନର ଦେଇପାରୁଛନ୍ତି ଉତ୍ତର । ଗୋପ ବ୍ଲକ୍‌ ବେଦପୁରୁ ପଞ୍ଚାୟତର
Read More...

ମହାପ୍ରଭୁଙ୍କ ଦର୍ଶନ କଲେ ୫-ଟି ସଚିବ, ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କଲେ

ପୁରୀ : ଆଜି ଭୋରରୁ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ପୁରୀ ଗସ୍ତ କରି ମହାପ୍ରଭୁଙ୍କ ଦର୍ଶନ ଲାଭ କରିଛନ୍ତି । ୫ଟି ସଚିବ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା, ବିମଳା ମନ୍ଦିର ଓ ପାର୍ଶ୍ୱଦେବାଦେବୀ ମନ୍ଦିର ଦର୍ଶନ
Read More...

ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା କାର୍ଯ୍ୟକ୍ରମର ସମୀକ୍ଷା

ପାରଳାଖେମୁଣ୍ଡି: ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାକୁ ବାଲ୍ୟବିବାହ ମୁକ୍ତ କରିବା କାର୍ଯ୍ୟକ୍ରମର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମିଳନୀ କକ୍ଷ-୧ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମସ୍ତ ପଞ୍ଚାୟତ ସମିତିର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ
Read More...

ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ କରିବା ଯୋଗୁଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ରାଜ୍ୟ ଅମଲା ସଂଘ ସଭାପତି

ଭୁବନେଶ୍ୱର: ରାଜ୍ୟ ଅମଲା ସଂଘ ସଭାପତି ତ୍ରିପତି ବାଲାଜୀ ସାହୁ ରାଜ୍ୟ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଠାରେ ସାଧୁବାଦ ଓ କୃତଜ୍ଞା ଜ୍ଞାପନ କରିଛନ୍ତି । ୨୦୧୩ ମସିହାଠାରୁ ଆରମ୍ଭ ହୋଇଥିବା ଏକ କଳଙ୍କିତ ଚୁକ୍ତିଭିତ୍ତିକ ନିଯୁକ୍ତି ଅଧ୍ୟାୟର ପରିସମାପ୍ତି କରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ
Read More...

ପାରଳାଖେମୁଣ୍ଡି ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱାଗତ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ରୀଙ୍କ ନିମନ୍ତେ ସ୍ୱାଗତ ମହୋତ୍ସବ ମହାସମାରୋହରେ ପାଳିତ ହେଇଯାଇଅଛି । ଉତ୍ସବ ଆରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ ସ୍ୱାଗତ
Read More...

ଆତ୍ମନିର୍ଭର କିଷାନ ଅଭିଯାନ ରଥ ଉଦଘାଟିତ

ବୌଦ୍ଧ,୧୫/୧୦- ଆତ୍ମ ନିର୍ଭର କିଷାନ ଅଭିଯାନ ରଥ ଉଦଘାଟନ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସଞ୍ଚାଳିକା ବ୍ରହ୍ମାକୁମାରୀ ମାମିନା ଭଉଣୀ ଅଭିଯାନର ଉଦ୍ଦେଶ୍ୟ ସମ୍ବନ୍ଧରେ ବୁଝାଇ କହିଲେ କୃଷକ ଭାଇମାନେ
Read More...

ଖପ୍ରାଖୋଲ ପୋଲିସର ଚଢ଼ାଉ, ୭ ଜଣ ଦାଦନ ଶ୍ରମିକ ଉଦ୍ଧାର

ଖପ୍ରାଖୋଲ,୧୫/୧୦- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ ଆଜି ସାତ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି । ସୂଚନା ଅନୁସାରେ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କଲାବେଳେ ଖପ୍ରାଖୋଲ ପାଟଣାଗଡ ରାସ୍ତା ଗମ୍ଭାରୀ ଛକ ନିକଟରେ କିଛି ଶ୍ରମିକ ଥିବା ଦେଖି ପଚାରିବାରୁ ସେମାନେ ହରିଶଙ୍କର
Read More...

କାର ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପୁରୁଣାକଟକ ଥାନା କରଡାକୋଠା ଠାରେ ଶନିବାର ସନ୍ଧ୍ୟା ୫ଟା ସମୟରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ପ୍ରାପ୍ତ ସୂଚନା ମତେ ବୌଦ୍ଧ ପଟରୁ ଭୁବନେଶ୍ୱର ଯାଉଥିବା ସମୟରେ କରଡାକୋଠାଠାରେ ଭାରସାମ୍ୟ ହରାଇ ଏକ ପୋଲରେ
Read More...