Yearly Archives

2022

ଯୁଦ୍ଧ ଶେଷ କରିବାକୁ ସଙ୍କେତ ଦେଲେ ପୁଟିନ

ମସ୍କୋ: ରୁଷ ଏବେ ନିଜର ଆଭିମୁଖ୍ୟ ବଦଳାଇବାକୁ ସଙ୍କେତ ଦେଇଛି । ୟୁକ୍ରେନ ଭଳି ଗୋଟିଏ ଛୋଟିଆ ଦେଶକୁ ଯୁଦ୍ଧରେ ପରାସ୍ତ ନ କରିପାରି ରୁଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନ ସତେ ଯେମିତି ହତାଶ ହୋଇପଡିଲେଣି । ସମ୍ଭବତଃ ଏହି କାରଣ ପାଇଁ ସେ ୟୁକ୍ରେନ ସହ ଚାଲିଥିବା ଯୁଦ୍ଧକୁ ଯଥାଶୀଘ୍ର ଶେଷ
Read More...

ଆଇପିଏଲ ନିଲାମୀରେ ସବୁ ରେକର୍ଡ ଭାଙ୍ଗିଲେ କୁରାନ : ୧୮.୫୦କୋଟିରେ କିଣିଲା ପଞ୍ଜାବ କିଙ୍ଗ୍‌ସ

କୋଚି: ଆଇପିଏଲର ୨୦୨୩ ସଂସ୍କରଣ ପାଇଁ ଆଜି ମିନି ଅକ୍ସନ ଆରମ୍ଭ ହୋଇଛି । ଯାହା ଆଶା କରାଯାଉଥିଲା ସେଇଆ ହେଲା । ଟି-୨୦ ବିଶ୍ୱକପର ମ୍ୟାନ ଅଫ ଦି ସିରିଜ୍‌ ତଥା ଷ୍ଟାର ଇଂଲିଶ ଅଲରାଉଣ୍ଡର ସାମ କୁରାନ ଆଇପିଏଲ ଅକ୍ସନରେ ନୂଆ ରେକର୍ଡ କରିଛନ୍ତି । ସେ ପ୍ରଥମ କ୍ରିକେଟର ଭାବେ ୧୮.୫୦ କୋଟି
Read More...

୨୬ରେ ପୁରୀରେ ବିଜେଡି ପାଳିବ ପ୍ରତିଷ୍ଠା ଦିବସ, ଯୋଗଦେବେ ବିଜେଡି ସୁପ୍ରିମୋ

ପୁରୀ : ପୁରୀରେ ଆସନ୍ତା ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରାଯିବ । ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଦଳର ନେତା ଓ କର୍ମୀଙ୍କୁ ସମ୍ବୋଧିତ କରିବେ । ପଞ୍ଚାୟତ,ବ୍ଲକ୍‌ ଓ ଜିଲ୍ଲା ସ୍ତରର ୪୨୫୦୦ କାର୍ଯ୍ୟକର୍ତ୍ତା ଏହି ପ୍ରତିଷ୍ଠା
Read More...

ବଲାଙ୍ଗିରଠାରେ ଅନୁଷ୍ଠିତ ଦୁଇ ଦିନିଆ ଗୋପାଳନ ସମ୍ମିଳନୀ ଉଦଯାପିତ

ବଲାଙ୍ଗିର : ବଲାଙ୍ଗିର କୋଶଳ କଳା ମଣ୍ଡଳ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ, ବଲାଙ୍ଗିର କଳାହାଣ୍ଡି ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇଦିନିଆ ଗୋପାଳନ ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଉଦଯାପନୀ
Read More...

ହକି ବିଶ୍ୱକପକୁ ଜନାଦୃତ କରିବା ପାଇଁ ଅଭିନବ ପ୍ରୟାସ

ସୁବର୍ଣ୍ଣପୁର : ଆସନ୍ତା ମାସରେ ଓଡିଶାରେ ଆୟୋଜିତ ହେବାକୁ ଥିବା ଜାତୀୟ ଖେଳ ବିଶ୍ୱ କପ ହକିକୁ ସାରା ସୁବର୍ଣ୍ଣପୁର ଜ଼ିଲ୍ଲାରେ ଜନାଦୃତ କରିବା ପାଇଁ ଜ଼ିଲ୍ଲାର ହକି ଖେଳାଳୀ, ହକି ଫ୍ୟାନ୍ସ ଓ ସାଧାରଣ ଲୋକଙ୍କୁ ପ୍ରୋତ୍ସାହନ ଦେବା ପାଇଁ ଏବଂ ଆୟୋଜକ ଓଡିଶା ରାଜ୍ୟକୁ ସମସ୍ତ ସହଯୋଗ କରିବା
Read More...

ଖପ୍ରାଖୋଲଠାରେ ସାଇବର ସଚେତନତା ରଥର ଶୁଭାରମ୍ଭ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲାରେ ସାଇବର ଠକେଇର କୁପରିଣାମ ଓ ସମାଜରେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପୋଲିସ ପ୍ରଶାସନ ଆନୁକୂଲ୍ୟରେ ଏକ ସାଇବର ସଚେତନତା ରଥକୁ ଖପ୍ରାଖୋଲ ଥାନା ଅଞ୍ଚଳ ପରିକ୍ରମଣ ପୂର୍ବକ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ ଶୁଭାରମ୍ଭ କରାଯାଇଛି ।
Read More...

ନକଲି ମଦ ଚାଲାଣ ବେଳେ,୩ ଗିରଫ

ଗଞ୍ଜାମ: ବ୍ରହ୍ମପୁର ଅବକାରୀ ମଣ୍ଡଳକୁ ମିଳିଛି ବଡ ଧରଣର ସଫଳତା । ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଓମ୍‌ ବିହାର ନିକଟସ୍ଥ କାଶୀନଗର ଅଞ୍ଚଳରେ ଏକ ଭଡା ଘରୁ ଅବକାରୀ ବିଭାଗ ଠାବ କରିଛି ନକଲି ବିଦେଶୀ ମଦ କାରଖାନା । ଏଠାରେ ସାରା ଜିଲ୍ଲାର ବିଭିନ୍ନ ଗ୍ରାମ ସହ ବାହାର ଜିଲ୍ଳାକୁ ମଧ୍ୟ ନକଲି
Read More...

ବଣଭୋଜି ହେଲା କାଳ, ମହାନଦୀରେ ବୁଡି ଛାତ୍ରୀଙ୍କ ମୃତ୍ୟୁ

ସୁବର୍ଣ୍ଣପୁର/ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନେ ବାର୍ଷିକ ଉତ୍ସବ ଅବସରରେ ନିକଟସ୍ଥ ମହାନଦୀ ପଠାକୁ ବଣଭୋଜି ପାଇଁ ଯାଇଥିଲେ । ସେଠାରେ ଛାତ୍ରଛାତ୍ରୀ ମାନେ ଖେଳକୁଦ କରିବା ପରେ ସମସ୍ତଙ୍କୁ
Read More...

ହକି ବିଶ୍ୱକପ:୧୮ ଜଣିଆ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ: ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ୨୦୨୩ ପାଇଁ ଆଜି ୧୮ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ବିଶ୍ୱକପରେ ଭାରତୀୟ ଦଳର ନେତୃତ୍ୱ ନେବେ ଡ୍ରାଗ୍‌ଫ୍ଲିକର ହରମନପ୍ରୀତ ସିଂହ। ସେହିପରି ତାଙ୍କ ଡେପୁଟି ଭାବେ ବିଶ୍ୱକପରେ କମାଣ ସମ୍ଭାଳିବେ
Read More...

ଜଗବନ୍ଧୁଙ୍କୁ ବାନ୍ଧିଲା ଇଡି

ଭୁବନେଶ୍ୱର: ରିମାଣ୍ଡ ଅ‍ବଧି ସରିବା ପରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ବାନ୍ଧିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ମନି ଲଣ୍ଡରିଂ ମାମଲାରେ ପ୍ରମାଣ ପାଇବା ପରେ ଜଗବନ୍ଧୁଙ୍କୁ ଆଜି ଗିରଫ କରିଛି ଇଡି। ଜଗବନ୍ଧୁଙ୍କ ରିମାଣ୍ଡ ଆଜି ସରିବା ପରେ ତାଙ୍କୁ
Read More...