Yearly Archives

2022

ପ୍ୟାଥୋଲୋଜୀ ଡାକ୍ତରଙ୍କୁ ଚପଲ ମାଡ଼: ଭିଡିଓ ଭାଇରାଲ

ସମ୍ବଲପୁର: ସମ୍ବଲପୁରରେ ନୂଆଁକରି ଖୋଲିଥିବା ଏକ ପ୍ୟାଥୋଲୋଜୀ ଲ୍ୟାବରେ ଜଣେ ରୋଗୀଙ୍କ ଚିକିତ୍ସାରେ ଲାଗିଥିବା ଡାକ୍ତରଙ୍କୁ ଚପଲ ମାଡ଼ ଘଟଣା ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଗତକାଲି ଘଟିଥିବା ଏହି ଘଟଣାର ଭିଡିଓ ବର୍ତ୍ତମାନ ଭାଇରାଲ ହୋଇଯାଇଛି । ସ୍ଥାନୀୟ ଷ୍ଟେସନ ରୋଡ଼ ସ୍ଥିତ ଏହି
Read More...

୨ ବାଇକ ଚୋର ଗିରଫ, ୩ ବାଇକ ଉଦ୍ଧାର

ସମ୍ବଲପୁର: ଦୀର୍ଘ ଦିନ ଧରି ଚାଲିଥିବା ଏକ ବାଇକ ଚୋରି ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ୩ଟି ଚୋରି ବାଇକ ଉଦ୍ଧାର କରିବାରେ ରେଢ଼ାଖୋଲ ପୁଲିସକୁ ସଫଳତା ମିଳିଛି । ଏବିଷୟରେ ଜିଲ୍ଲା ପୁଲିସ ମୁଖ୍ୟାଳୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ଅଗଷ୍ଟ ୩
Read More...

ଶିକ୍ଷକଅଭାବ ଓ ପାଠପଢାରେ ଅନିୟମିତତା ନେଇ ରାସ୍ତାରୋକ କଲେ ଗ୍ରାମବାସୀ

ଖପ୍ରାଖୋଲ,୨୧/୯: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ କର୍ଲାବାହାଳି ଗ୍ରାମରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ସ୍କୁଲରେ ମାତ୍ର ୨ ଜଣ ଶିକ୍ଷୟିତ୍ରୀ ଅଛନ୍ତି । ଫଳରେ ବିଦ୍ୟାଳୟରେ ପାଠପଢା ଠିକ୍‌ ଭାବେ ହୋଇପାରୁନଥିବା ଅଭିଯୋଗ କରି
Read More...

ରାସ୍ତାକଡରେ ଶୋଇଥିଲେ, ମାଡିଗଲା ଟ୍ରକ ; ୪ ମୃତ, ୨ ଗୁରୁତର

ନୂଆଦିଲ୍ଲୀ: ରାସ୍ତାକଡରେ ଶୋଇଥିବା ସମୟରେ ମାଡିଗଲା ଟ୍ରକ। ଟ୍ରକ ଚକା ତଳେ ଚାଲିଗଲା ୪ ଜୀବନ । ଗତକାଲି ବିଳମ୍ବିତ ରାତିରେ ରାଜଧାନୀ ଦିଲ୍ଲୀ ଅନ୍ତର୍ଗତ ସୀମାପୁରୀ ଅଞ୍ଚଳରେ ଏଭଳି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ଫୁଟପାଥରେ ଶୋଇଥିବା ଲୋକଙ୍କ ଉପରେ ଏକ ଟ୍ରକ ଭାରସାମ୍ୟ ହରାଇ ମାଡିଯିବାରୁ
Read More...

ମହିଳା ଏସିଆ କପ୍‌ ପାଇଁ ଭାରତୀୟ ଦଳ ଘୋଷଣା

ନୂଆଦିଲ୍ଲୀ : ଅକ୍ଟୋବର ୧ ରୁ ୧୫ ପର୍ଯ୍ୟନ୍ତ ବାଂଲାଦେଶର ସିଲହେଟରେ ଖେଳାଯିବାକୁ ଥିବା ଏସିସି ମହିଳା ଟି -୨୦ ଚାମ୍ପିଅନସିପ୍‌ ୨୦୨୨ ପାଇଁ ଅଲ ଇଣ୍ଡିଆ ମହିଳା ଚୟନ କମିଟି ଭାରତୀୟ ଦଳ ଘୋଷଣା କରିଛି । ଅକ୍ଟୋବର ୧ ରୁ ବାଂଲାଦେଶରୁ ଆରମ୍ଭ ହେବାକୁ ଥିବା ମହିଳା ଏସିଆ କପ୍‌ ଟି -୨୦
Read More...

ନବୀନତମ ବୈଷୟିକ ଜ୍ଞାନ ଉପଲବ୍ଧ କରାଇବା ପାଇଁ ଚୁକ୍ତିପତ୍ର ସ୍ୱାକ୍ଷରିତ

ସମ୍ବଲପୁର: ଆମେରିକାରେ ପ୍ରତିଷ୍ଠା ଲାଭ କରିଥିବା କିଛି ବୈଷୟିକ ଜ୍ଞାନ ଏଠାରେ ଉପଲବ୍ଧ କରାଇବା ପାଇଁ ସ୍ଥାନୀୟ ଯୁବ ଉଦ୍ୟମୀ ଇଞ୍ଜିନିୟର ସୁକାନ୍ତ ମେହେର ଆମେରିକାର ଜଣେ ପ୍ରତିଷ୍ଠିତ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଶେଖର ତୱାନଙ୍କ ସହିତ ଏକ ଚୁକ୍ତି କରିଛନ୍ତି । ଏହି ଅବସରରେ ସ୍ଥାନୀୟ
Read More...

ତିନି ମାତୃପିତୃହୀନ ଶିଶୁଙ୍କ ଇଂଜିନିୟରିଂ ଶିକ୍ଷାର ଦାୟିତ୍ୱ ନେଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଦୁଇ ଜଣ ମାତୃପିତୃ ହୀନ ଶିଶୁ କନ୍ୟା ଓ ଅଣ ଅନୁଷ୍ଠାନର ଜଣେ ମାତୃପିତୃ ହୀନ ଶିଶୁ କନ୍ୟା ଚଳିତ ବର୍ଷ ଦଶମ ବୋର୍ଡ ପରୀକ୍ଷାରେ ଭଲ ନମ୍ବର ରଖି କୃତ କାର୍ଯ୍ୟ ହୋଇଥିବା ହେତୁ ସେମାନଙ୍କର ଭବିଷ୍ୟତକୁ ଦୁଷ୍ଟିରେ
Read More...

ଭାଲୁଡୁଙ୍ଗୁରି ଗାଁରେ ଦୁଗ୍ଧ ଚାଷୀଙ୍କ ସହ ଦିନଟିଏ କାର୍ଯ୍ୟକ୍ରମ : ଅଗ୍ରଣୀ ଚାଷୀଙ୍କୁ ସମ୍ବର୍ଦ୍ଧନା

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଭାଲୁଡ଼ୁଙ୍ଗୁରି ଗାଁରେ ପ୍ରାଣୀ ସମ୍ପଦ ବିଭାଗ ଓ ଓମଫେଡର ମିଳିତ ଆନୁକୁଲ୍ୟରେ ଦୁଗ୍ଧ ଚାଷୀଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଡ଼ ସନ୍ତୋଷ କୁମାର ପଣ୍ଡା , ସି ଡି ଭି ଓ, ବଲାଙ୍ଗିର,
Read More...

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋକ

ମୁମ୍ବାଇ: ଚାଲିଗଲେ ସମସ୍ତଙ୍କ ପ୍ରିୟ ‘ଗଜୋଧର ଭୟା’ ଓରଫ୍‌ ଫେମସ୍‌ ଷ୍ଟାଣ୍ଡଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବ। ଦୀର୍ଘ ୪୧ ଦିନର ସଙ୍ଘର୍ଷ ପରେ ଆଖିବୁଜିଲେ ରାଜୁ। ୫୮ ବର୍ଷ ବୟସରେ ସେ ନିଜ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି। ହୃଦ୍‌ଘାତ ପରେ
Read More...

ନୂଆଁଖାଇ ଭେଟଘାଟ ଓ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି

ବଲାଙ୍ଗୀର: ସହର ନିକଟସ୍ଥ ରାମେଶ୍ୱର ରାମଚଣ୍ଡି ମନ୍ଦିର ହର୍ଡାଟାଲ ଠାରେ ବାବା ବିଶାଶହେ କୁଲତା ସମାଜର ନୂଆଖାଇ ଭେଟଘାଟ ଧୁମ୍‌ଧାମରେ ପାଳନ କରାଯାଇଥିଲା । ଇଷ୍ଟଦେବ ରାମେଶ୍ୱର ରାମଚଣ୍ଡିଙ୍କ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଜିଲ୍ଲା ସଭାପତି ବେଲାର ସିଂ ଭୋଇଙ୍କ
Read More...