Yearly Archives

2022

ଶ୍ରୀମନ୍ଦିରରେ ଅଘଟଣା, ଦୀପ ନିଆଁରେ ପୋଡିଗଲା ନାବାଳକର ହାତ

ପୁରୀ : ପୁରୀ ଶ୍ରୀମନ୍ଦିରରେ ଅଘଟଣ । ଭିତର କାଠ ନିକଟରେ ଅଘଟଣ । ଦୀପ ନିଆଁରେ ନିଆଁ ଲାଗି ଜଳିଯାଇଛି ନାବାଳକର ହାତ । ଦକ୍ଷିଣା ଥାଳିରେ ଦୀପଧରି ଜଣେ ସେବାୟତ ବୁଲୁଥିବା ସମୟରେ ଏହି ଅଘଟଣ ଘଟିଛି । ଦୀପ ନିଆଁ ବାଜି ଯିବାରୁ ନାବାଳଳର ବାମ ହାତ ଫୋଟକା ହୋଇଯାଇଛି । ହେମନ୍ତ କୁମାର ଭୂଇଁଆ ଓ…
Read More...

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟାରେ ନାଟକ “ଗୋଟାଏ କାହାଣୀ’ ମଞ୍ଚସ୍ଥ

ପାରଳାଖେମୁଣ୍ଡି : ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ କ୍ରିଏଟିଭ ଆର୍ଟସ ନାଟ୍ୟ ସଙ୍ଗଠନ ଦ୍ୱାରା ନବମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ବିଶିଷ୍ଟ ଶିଳ୍ପପତି ତିରୁପତି ପାଣିଗ୍ରାହୀ, ବରିଷ୍ଠ ବିଜେଡି…
Read More...

ଆକ୍ସନ୍‌ ମୁଡ୍‌ରେ ଦଶପଲ୍ଲା ତହସିଲଦାର, ଟ୍ରାକ୍ଟର-ଜେସିବି ଜବତ, ୮୦ ହଜାର ଜରିମାନା

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଘୁଗୁଡିପଡା ପଞ୍ଚାୟତର ରାଇମଡ଼ା ଓ ଖଳିଘଟି ନିକଟସ୍ଥ ପାହାଡ଼ରେ ମାତିଛନ୍ତି ପଥର ମାଫିଆ । ଅହରହ ପାହାଡ଼ ତାଡ଼ି ଲୁଟି ଚାଲିଛନ୍ତି ଶହଶହ ଟ୍ରିପ୍‌ ପଥର । ଉକ୍ତ ଅଞ୍ଚଳ ଦଶପଲ୍ଲା ତହସିଲ ଅଧୀନରେ ରହିଥିବା ବେଳେ ଏହା ଗଣିଆ ବନାଞ୍ଚଳର ପ୍ରମୁଖ ଜଙ୍ଗଲ ।…
Read More...

ବାଘୁଆପଶିରେ ଅଗ୍ନିକାଣ୍ଡ, ଦୁଇ ବଖରା ଭସ୍ମୀଭୂତ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଘୋଳାହାଣ୍ଡି ପଂଚାୟତର ବାଘୁଆପଶି ଗ୍ରାମରେ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ପୂର୍ଣ୍ଣଚନ୍ଦ୍ର ବେହେରାଙ୍କର ଦୁଇ ବଖରା ଘର ଓ ବହୁ ଆସବାବପତ୍ର ପୋଡିଜଳି ଭସ୍ମୀଭୂତ ହୋଇଯାଇଛି । ବିଦ୍ୟୁତ୍‌ ସର୍ଟସାର୍କିଟ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟି ଥିବାର…
Read More...

ଭଏସ ଅଫ ସୁବର୍ଣ୍ଣପୁର ପ୍ରତିଯୋଗିତାରେ ୭୦ବର୍ଷିୟ ଗାୟକ ହେଲେ ପ୍ରଥମ

ସୁବର୍ଣ୍ଣପୁର : ଜିଲ୍ଲାର ଭଏସ ଅଫ ସୁବର୍ଣ୍ଣପୁର କମିଟି ପକ୍ଷରୁ ସ୍ଥାନୀୟ ପୁରୁଣା ଟାଉନ ହଲ ଠାରେ ପଶ୍ଚିମ ଓଡିଶାର ସୁନାମଧନ୍ୟ ଗାୟକ ସ୍ୱର୍ଗତ ଫକିର ପଟ୍ଟନାୟକଙ୍କ ସ୍ମୃତିରେ ଭଏସ ଅଫ୍‌ ସୁବର୍ଣ୍ଣପୁର ସଙ୍ଗିତ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାରମ୍ଭିକ…
Read More...

ମର୍ମନ୍ତୁଦ ଦୁର୍ଘଟଣାରେ ପନ୍ତ ଆହତ, ଜଳିଗଲା କାର : ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରୁ ଉତ୍ତରାଖଣ୍ଡକୁ ଆସୁଥିବା ବେଳେ ସଡ଼କ ଡିଭାଇଡର୍‌ରେ ଧକ୍କାଖାଇ କାର୍‌ରେ ନିଆଁ ଲାଗିଯିବାରୁ ଭାରତୀୟ କ୍ରିକେଟ୍‌ ଖେଳାଳି ଋଷଭ ପନ୍ତ ଆହତ ହୋଇଛନ୍ତି। ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, ପନ୍ତ୍‌ ତାଙ୍କ ମର୍ସିଡିଜ୍‌ କାର୍‌ ଚଳାଇ ଆସୁଥିବା ବେଳେ…
Read More...

ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪%ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ସରକାର ଶୁକ୍ରବାର ଦିନ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪%ବୃଦ୍ଧି କରିଛନ୍ତି। ଏସଂକ୍ରାନ୍ତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏହାଦ୍ବାରା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪%ରୁ ୩୮%କୁ ବୃଦ୍ଧି ପାଇଛି। ଏହି ବର୍ଦ୍ଧିତ…
Read More...

କଳିଙ୍ଗ ସାହିତ୍ୟ ସମାଜର ସ୍ମୃତି ସମାରୋହ : ଗଳ୍ପକାର ରମେଶ ପଟ୍ଟନାୟକଙ୍କୁ ଦେବରାଜ ସାହୁ ସ୍ମୃତି ସମ୍ମାନ

ଗଞ୍ଜାମ/ବ୍ରହ୍ମପୁର: ଲେଖକଟିଏ ବିବେକର ତାଡ଼ନାରେ ଲେଖେ । ଜୀବନର ପ୍ରତିକୂଳ ପରିସ୍ଥିତି ସହିତ ଲେଖକ ପ୍ରତି ମୁହୂର୍ତ୍ତରେ ଯୁଝୁଥାଏ । ଦୃଶ୍ୟମାନ୍‌ ଓ ଦୃଶ୍ୟାତୀତ ଅନୁଭବର ଅନ୍ତରଙ୍ଗ କଥାକୁ ଗାଳ୍ପିକ କଥାରୂପ ଦିଏ ବୋଲି ସୁଖ୍ୟାତ କଥାଶିଳ୍ପୀ ରମେଶ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।…
Read More...

ଜିଲ୍ଲା ପରାମର୍ଶଦାତା କମିଟି ଏବଂ ଜିଲ୍ଲା ଟାସ୍କଫୋର୍ସ ବୈଠକ

ଫୁଲବାଣୀ :କନ୍ୟା ସନ୍ତାନମାନଙ୍କୁ ପରିବାରରେ ବୋଝ ବୋଲି ଭାବୁଥିଲାବେଳେ ପୁଅମାନଙ୍କୁ ସମ୍ପତ୍ତି ବୋଲି ମନେ କରିବା ଭଳି ହୀନ ତଥା ଘୃଣ୍ୟ ମାନସିକତାକୁ ସମାଜରୁ ହଟାଇବା ଉଦ୍ଦେଶ୍ୟରେ ଗର୍ଭଧାରଣ ପୂର୍ବ ଓ ପ୍ରସୂତି ପୂର୍ବ ନିଦାନ କୌଶଳ (ଲିଙ୍ଗ ଚୟନ ନିଷେଧ) ଅଧୂନିୟମ, ୧୯୯୪ ସମ୍ବନ୍ଧୀୟ ଆଲୋଚନା…
Read More...

ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କ ଶେଷକୃତ୍ୟ ସଂପନ୍ନ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗାନ୍ଧୀନଗର: ଆଜି ପୂର୍ବାହ୍ନରେ ଗାନ୍ଧୀନଗରସ୍ଥିତ ଶ୍ମଶାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମାଆ ହୀରାବେନ୍‌ ମୋଦୀଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମାଆଙ୍କ ଚିତାରେ ନିଆଁ ଦେବା ପରେ ଯୋଡ଼ହସ୍ତ କରି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ଶୋକାଭିଭୂତ ପ୍ରଧାନମନ୍ତ୍ରୀଙ୍କ ପାଖରେ ଥିଲେ ତାଙ୍କ…
Read More...