Yearly Archives

2022

୧୧ ଦିନିଆ ଆମେରିକା ଗସ୍ତରେ ବୈଦଶିକ ମନ୍ତ୍ରୀ ଜୟଶଙ୍କର

ନୂଆଦିଲ୍ଲୀ,୧୮/୯ : ୧୧ ଦିନିଆ ଆମେରିକା ଗସ୍ତରେ ଯିବେ ବିଦେଶ ମନ୍ତ୍ରୀ ଏସ୍‌. ଜୟଶଙ୍କର । ଏହି ଗସ୍ତ ଅବସରରେ ବିଦେଶ ମନ୍ତ୍ରୀ ଜାତିସଂଘର ମହାସଭା ସମେତ ଅନେକ ଗୁରୁତପୂର୍ଣ୍ଣ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବରିଷ୍ଠ
Read More...

ରାଜ୍ୟସଭା ସାଂସଦ ମୁନା ଖାନଙ୍କ ଘୁ.ଉଦୟଗିରି ଗସ୍ତ, ଉଦଘାଟନ କଲେ ବୈଦ୍ୟୁତିକ ବିଜ୍ଞାପନ ଫଳକ ଓ ପରିଚୟ ଗୃହ

ଘୁ.ଉଦୟଗିରି : ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ତଥା ରାଜ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟର ସଭାପତି ମୁନା ଖାନ ପ୍ରଥମ ଥର କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଗସ୍ତରେ ଆସିଥିଲେ । ଆଜି ସକାଳ ୧୧.୩୦ ମିନିଟରେ କଳିଙ୍ଗା ପୂର୍ତ୍ତ ବିଭାଗ ବଙ୍ଗଳା ଠାରେ ପହଞ୍ଚିବା ପରେ ସ୍ଥାନୀୟ ନଗର ସଂଖ୍ୟାଲଘୁ
Read More...

ଖଣି ଦୁର୍ଘଟଣାର ୧୪ ଶ୍ରମିକ ମୃତ

ନୂଆଦିଲ୍ଲୀ,୧୮/୯: ଚଳିତମାସ ପ୍ରଥମ ସପ୍ତାହରେ ଚୀନ ହେବେଇସ୍ଥିତ ଏକ ଲୁହା ଖଣିରେ ପାଣି ଭରି ଯାଇଥିଲା । ଫଳରେ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଖଣିରେ ଚଳା ଯାଇଥିବା ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିବା ଆନୁଷ୍ଠାନିକ ଘୋଷଣା କରାଯାଇଛି । ତାଙ୍ଗସାନ ସହର
Read More...

ସାରଙ୍ଗଡିଆନ ଫୁଟବଲ ଲିଗ -୨୦୨୨ ଉଦଘାଟିତ

କ.ନୂଆଗାଁ: କ.ନୂଆଗାଁ ବ୍ଲକ ଅନ୍ତର୍ଗତ ସାରଙ୍ଗଡ ଠାରେ ଗାଲାକ୍ସି ସ୍ପୋର୍ଟସ ଏଣ୍ଡ କଲଚୁରାଲ କ୍ଲବ ପକ୍ଷରୁ ସାରଙ୍ଗଡିଆନ ଫୁଟବଲ ଲିଗ ୨୦୨୨ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନି ମ୍ୟାଚ କାର୍ଯ୍ୟକ୍ରମକୁ କ.ନୂଆଗାଁ ବ୍ଲକ ସାଂସଦ ପ୍ରତିନିଧି ସହଦେବ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ
Read More...

ବୌଦ୍ଧରେ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ପାଳିତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ସ୍ତରୀୟ ହିନ୍ଦୀ ଦିବସ ସମାରୋହ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ସଂଗ୍ରାମପୁରର ସଭା ଗୃହଠାରେ ପାଳିତ ହୋଇ ଯାଇଛି । ଜେ.ଡି. ହାଇସ୍କୁଲ୍‌ ,ବୌଦ୍ଧର ହିନ୍ଦୀ ଶିକ୍ଷକ ମନଜିତ୍‌ ମୋହନ ଚାନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ବୌଦ୍ଧ ହିନ୍ଦୀ ଶିକ୍ଷକ ସଂଘର ସଭାପତି ତଥା
Read More...

ବରମୁଣ୍ଡା ଅନ୍ତଃରାଜ୍ୟ ବସ ଟର୍ମିନାଲ ନିର୍ମାଣର ସମୀକ୍ଷା କଲେ ୫-ଟି ସଚିବ,ମାର୍ଚ୍ଚ ୨୦୨୩ ସୁଦ୍ଧା କାର୍ଯ୍ୟକ୍ଷମ…

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଅନ୍ତଃ ରାଜ୍ୟ ବସ ଟର୍ମିନାଲ ରାଜ୍ୟର ବ୍ୟସ୍ତ ବସ ଟର୍ମିନାଲ । ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଶହଶହ ବସ ଚଳାଚଳ କରିଥାଏ ।ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତାକୁ ଦୃଷ୍ଟିରେ ରଖି ୫-ଟି ଉପକ୍ରମରେ ଏହି ବସ ଟର୍ମିନାଲର
Read More...

ବୌଦ୍ଧ ପୁଲିସର ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ବୌଦ୍ଧ,୧୮/୯- ଆଜି ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକସ୍ଥିତ ପଞ୍ଚମ ଆଇଆରବି ବାରାକ ଠାରେ ପୁରୁଣାକଟକ ଥାନା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଓ ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାଇ ମୀନା ଏହି ଶିବିରକୁ
Read More...

ଓଡ଼ିଶା ମୋଟର ଚାଳକ ସଙ୍ଘ ପାରଳାଖେମୁଣ୍ଡି ଶାଖା ତରଫରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ନିକଟସ୍ଥ ନଟୋରି କ୍ଳବ ଠାରେ ଓଡ଼ିଶା ମୋଟର ଚାଳକ ସଙ୍ଘ ପାରଳାଖେମୁଣ୍ଡି ଶାଖା ତରଫରୁ ଚାଳକ ଦିବସ ପାଳନ ଅବସରରେ ଏକ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୋଟର ଚାଳକ ସଂଘର ସଭାପତି ଶ୍ରୀନିବାସ ରାଓଙ୍କ
Read More...

ଟି-୨୦ ବିଶ୍ୱକପରେ ବିରାଟ ଓପନିଂ କରିବେ କି ? ଉତ୍ତର ରଖିଲେ ରୋହିତ

ଚଣ୍ଡିଗଡ : ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି -୨୦ ବିଶ୍ୱକପ ୨୦୨୨ ପୂର୍ବରୁ, ଟିମ୍‌ ଇଣ୍ଡିଆ ଏହାର ପ୍ରସ୍ତୁତିକୁ ମଜବୁତ କରିବାର ସମ୍ପୂର୍ଣ୍ଣ ସୁଯୋଗ ପାଇଛି । ଟିମ୍‌ ଇଣ୍ଡିଆକୁ ୨୦ ସେପ୍‌ଟେମ୍ବର ମଙ୍ଗଳବାର ଠାରୁ ଅଷ୍ର୍ଟ୍ରେଲିଆ ବିପକ୍ଷରେ ତିନି ମ୍ୟାଚ୍‌ ବିଶିଷ୍ଟ
Read More...

ଆନ୍ଧ୍ର ଓ ତେଲେଙ୍ଗାନାର ୨୩ ସ୍ଥାନରେ ‘ଏନ୍‌ଆଇଏ’ ଚଢ଼ଉ

ଅମରାବତୀ: ଦେଶବିରୋଧୀ କାର୍ଯ୍ୟରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍ ଇଣ୍ଡିଆ’ର ସଦସ୍ୟମାନେ ଲିପ୍ତ ଥିବା ଅଭିଯୋଗରେ ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍‌ସି’ (ଏନ୍‌ଆଇଏ) ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢ଼ଉ କରିଛି। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍‌, ଗୁଣ୍ଟୁର,
Read More...