Yearly Archives

2022

ଘୁନସର ସାପ୍ତାହିକ ବଜାରରେ ଲାଗିଲା ମାଓ ବ୍ୟାନର : ଉପସ୍ଥିତି ଜାହିର କଲା ଲାଲବାହିନୀ

ଖପ୍ରାଖୋଲ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଲାଠୋର ଥାନା ଅନ୍ତର୍ଗତ ଘୁନସର ଏବଂ ପୁଟକେଲଚୁଆଁ ମଝିରେ ଥିବା ବଜାର ପେଣ୍ଡାଲ ଠାରେ ପୃଥକ ପୃଥକ ସ୍ଥାନରେ ତିନୋଟି ମାଓ ବ୍ୟାନର ଲାଗିଛି । ଉଭୟ ହିନ୍ଦୀ ଓ ଓଡିଆ ଭାଷାରେ ଏହି ମାଓ ବ୍ୟାନର ଗୁଡିକ ଲେଖାଯାଇଛି । ରବିବାର ମଧ୍ୟରାତ୍ରୀରେ ଏହି…
Read More...

ବିରୋଧୀ ଦଳ ଉପନେତାଙ୍କ ପରଲୋକ

ଭୁବନେଶ୍ୱର : ବିରୋଧୀ ଦଳର ଉପନେତା ବିଷ୍ଣୁଚରଣ ସେଠୀଙ୍କର ପରଲୋକ ହୋଇଯାଇଛି  । ଦୀର୍ଘଦିନ ଧରି ସେ କିଡ଼ନୀ ରୋଗରେ ଆକ୍ରାନ୍ତ ଥିଲେ  । ଚିକିତ୍ସାଧୀନ ଅବସ୍ଥାରେ ମାତ୍ର ୬୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି  । ଶ୍ରୀ ସେଠୀଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଶୋକବ୍ୟକ୍ତ କରିଛନ୍ତି…
Read More...

ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅଧିନସ୍ଥ ଖଜୁରୀପଡା ବ୍ଲକର ମା ବରାଳଦେବୀ ମନ୍ଦିର ପରିସର, ପିଲାସାଲୁଙ୍କି ଡ୍ୟାମ ଓ ପକାଡଝର ପର୍ଯ୍ୟଟନ ସ୍ଥଳୀ ପରିସର ମଧ୍ୟରେ ଫୁଲବାଣୀ ନେହରୁ ଯୁବ କେନ୍ଦ୍ର ତରଫରୁ ସ୍ୱଚ୍ଛତା ଏବଂ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପର୍ଯ୍ୟଟନ ସ୍ଥଳୀକୁ…
Read More...

ତୈଳିକ ବୈଶ୍ୟ ସାମାଜ ପକ୍ଷରୁ ଉପଖଣ୍ଡ ସ୍ତରୀୟ ନୂଆଁଖାଇ ଭେଟଘାଟ

ପାଟଣାଗଡ଼: ପାଟଣାଗଡ଼ ସ୍ଥାନୀୟ ଭୂଲିଆ ଧର୍ମଶାଳା ପରିସରରେ ଉପଖଣ୍ଡ ସ୍ତରୀୟ ତୈଳିକ ବୈଶ୍ୟ ସାମାଜର ୮ତମ ନୂଆଁଖାଇ ଭେଟଘାଟ ସ୍ଥାନୀୟ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସମାଜର ଇଷ୍ଟ ଦେବାଦେବୀଙ୍କୁ ପୂଜାର୍ଚ୍ଚନା ସହ ସମାଜ ପତାକା ଉତ୍ତୋଳନ କରାଯାଇଥିଲା । ପାଟଣାଗଡ଼ ଏନ୍‌ଏସି ସଭାପତି…
Read More...

ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତ ଭଣ୍ଡାରଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…
Read More...

ଲଣ୍ଡନ୍‌ରେ ପହଞ୍ଚିଲେ ରାଷ୍ଟ୍ରପତି ମୁର୍ମୁ

ନୂଆଦିଲ୍ଲୀ: ବ୍ରିଟେନ୍‌ର ରାଣୀ ଦ୍ୱିତୀୟ ଏଲିଜାବେଥ୍‌ଙ୍କ ରାଷ୍ଟ୍ରୀୟ ଶେଷକୃତ୍ୟରେ ଯୋଗଦାନ ଏବଂ ଭାରତ ସରକାରଙ୍କ ପକ୍ଷରୁ ଶୋକବାର୍ତ୍ତା ପ୍ରଦାନ କରିବା ଲାଗି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଶନିବାର ସନ୍ଧ୍ୟାରେ ଲଣ୍ଡନ୍‌ରେ ପହଞ୍ଚିଛନ୍ତି । ସେପ୍ଟେମ୍ବର ୮ ତାରିଖରେ ଗ୍ରୀଷ୍ମକାଳୀନ ନିବାସ…
Read More...

“ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଶୁଭାରମ୍ଭ

ଟିକାବାଲି: ଓଡିଶା ସରକାରଙ୍କ ପାନୀୟଜଳ ଓ ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକ୍ରମେ ଟିକାବାଲି ଠାରେ "ସ୍ୱଚ୍ଛତା ହିଁ ସେବା' କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି । ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଟିକାବାଲି ବ୍ଲକର ସମସ୍ତ କର୍ମଚାରୀ, ପଞ୍ଚାୟତ କର୍ମଚାରୀ, ମିଶନ ଶକ୍ତି ମା ଓ ଭଉଣୀମାନେ, ସ୍ୱୟଂ…
Read More...

ଦେଶରେ ୨୩ ସ୍ଥାନରେ ଏନ୍‌ଆଇଏ ରେଡ୍‌

ଅମରାବତୀ: ଦେଶବିରୋଧୀ କାର୍ଯ୍ୟରେ ‘ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍‌ ଇଣ୍ଡିଆ’ର ସଦସ୍ୟମାନେ ଲିପ୍ତ ଥିବା ଅଭିଯୋଗରେ ଆଜି ‘ନ୍ୟାସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌? ଏଜେନ୍‌ସି’ (ଏନ୍‌ଆଇଏ) ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୩ଟି ସ୍ଥାନରେ ଚଢଉ କରିଛି । ଆନ୍ଧ୍ରପ୍ରଦେଶର କୁର୍ଣ୍ଣୂଲ୍‌,ଗୁଣ୍ଟୁର,ନେଲୋର…
Read More...

୧୨ଟଙ୍କା ହ୍ରାସ ହୋଇପାରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର

ମୁମ୍ୱାଇ,୧୮/୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଗତ ୩ ମାସ ମଧ୍ୟରେ, ଆନ୍ତର୍ଜାତୀୟ ବଜାରରେ ୨୫-୩୦ ଡଲାର ଶସ୍ତା ହୋଇଛି । ଅଶୋଧିତ ତୈଳ ବର୍ତ୍ତମାନ ବ୍ୟାରେଲ ପିଛା ପ୍ରାୟ ୯୧ ଡଲାରରେ ଟ୍ରେଣ୍ଡ କରୁଛି । କିନ୍ତୁ ତଥାପି ଦେଶରେ ପେଟ୍ରୋଲ ଏବଂ ଡିଜେଲ…
Read More...

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଲେ ଚା ଦୋକାନୀ

ପୁରୀ :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି ପୁରୀ ପୌର ସଦନ ଛକର ଚା ଦୋକାନୀ ଅକ୍ଷୟ ଜୟ ସିଂହ । ଅକ୍ଷୟ ଏହି ଅବସରରେ କେକ୍‌ କାଟି ପ୍ରଧାନ ମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରିଥିଲେ । ଏଥି ସହିତ ସେ ପ୍ରାୟ ୩ହଜାର ରସଗୋଲା ବାଣ୍ଟିବା ସହ ଜନ…
Read More...