ଶିଶୁ କନ୍ୟାଙ୍କୁ ମାଡ ମାରିଲେ ଅଙ୍ଗନବାଡି ସହାୟିକା, ଅଭିଯୋଗ ଆଣିଲେ ଅଭିଭାବକ
ପୁରୀ : କାକଟପୁର କୁଞ୍ଜ ଅଙ୍ଗନବାଡି କେନ୍ଦ୍ରରେ କୋମଳମତି ଶିଶୁ କନ୍ୟାକୁ ମାଡ଼ ଅଭିଯୋଗ । ବେତ ବାଡ଼ିରେ ଶିଶୁ କନ୍ୟାକୁ ମାଡ ମରାଯାଇ ଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଅଙ୍ଗନବାଡି ସହାୟିକା ମାଡ଼ ମାରିଥିବା ଅଭିଯୋଗ । ଆଜି ସହାୟିକା ଜନୈକ ଚାରି ବର୍ଷର ଶିଶୁ କନ୍ୟାକୁ ବାଡ଼ିରେ ମାଡ଼!-->…
Read More...
Read More...