Yearly Archives

2022

ଉଦ୍ଧବଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା : ଗୁରୁବାର ହେବ ଆସ୍ଥା ଭୋଟ

ନୂଆଦିଲ୍ଲୀ : ଗୁରୁବାରଦିନ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ ଅନୁଷ୍ଠିତ ହେବ । ଏ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶ ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି
Read More...

ଆସନ୍ତାକାଲି ହେବ କୋଇଲାଞ୍ଚଳରେ ୩ଟି କେନ୍ଦ୍ରୀୟ ବିଦ୍ୟାଳୟର ଉଦ୍‌ଘାଟନ

ସମ୍ବଲପୁର : ମହାନଦୀ କୋଇଲା କମ୍ପାନୀ (ଏମସିଏଲ) ଦ୍ୱାରା ପରିଚାଳିତ କୋଇଲାଞ୍ଚଳରେ ଆସନ୍ତାକାଲି (ଗୁରୁବାର) ଦିନ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ଉଦଘାଟିତ ହେବ । ଆଜି କମ୍ପାନୀ ପକ୍ଷରୁ ଜାରି ଏକ ପ୍ରେସ ବିବୃତିରେ ଏବିଷୟରେ ସୂଚନା ଦିଆଯାଇଛି । କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟୋଗ
Read More...

ଭାରତକୁ ଝଟକା : ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ବାଦ୍‌ ପଡ଼ିଲେ ରୋହିତ

ଲଣ୍ଡନ: ଆସନ୍ତା ୧ ତାରିଖରୁ ଏଜବାଷ୍ଟନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜର ୫ମ ତଥା ଶେଷ ମ୍ୟାଚ ଖେଳାଯିବାକୁ ଥିବାବେଳେ ତାପୂର୍ବରୁ ଭାରତକୁ ଝଟକା ଲାଗିଛି । ପୂରା ମ୍ୟାଚରୁ ବାଦ ପଡ଼ିଛନ୍ତି ଅଧିନାୟକ ରୋହିତ ଶର୍ମା । କରୋନା ସଂକ୍ରମଣ କାରଣରୁ ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି
Read More...

ଶ୍ରୀଜୀଉଙ୍କ ନେତ୍ର ଲାଗି ଓ ନବଯୌବନ ଦର୍ଶନ ନୀତି ଅନୁଷ୍ଠିତ

ନବରଙ୍ଗପୁର : ନବରଙ୍ଗପୁର ସହର ଉପକଣ୍ଠ ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ଶ୍ରୀଜୀଉଙ୍କ ନେତ୍ର ଲାଗି ଉତ୍ସବ ଓ ନବଯୌବନ ନୀତି ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ମହାମାରୀ କରୋନା ସଂକ୍ରମଣ ରହିଥିବା ଫଳରେ ଗତ ଦୁଇ ବର୍ଷ ସରକାରଙ୍କ ନିର୍ଦ୍ଦେଶନାମା ପ୍ରକାରେ ଶ୍ରୀଜୀଉଙ୍କ ଦେବସ୍ନାନଠାରୁ
Read More...

ଜିଲାପାଳଙ୍କୁ ଭେଟିଲେ କୁଇ ସମାଜ ସେବା ସମିତି ସଦସ୍ୟ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଫୁଲବାଣୀ କୁଇ ସମାଜ ସେବା ସମିତି ପକ୍ଷରୁ କନ୍ଧମାଳ ଜିଲାପାଳଙ୍କୁ ସାକ୍ଷାତ ସହ ଏକ ଦାବିପତ୍ର ପ୍ରଦାନ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ଆଦିବାସୀଙ୍କ ନାମରେ ଜାଲିଆତି କରି ଅନେକ ଜାତିଗତ ପ୍ରମାଣପତ୍ର ହାସଲ କରି ଆଦିବାସୀଙ୍କ ଚାକିରି ଅନ୍ୟ
Read More...

କିର୍ତ୍ତୀପୁରଠାରେ ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ର ଉଦଘାଟିତ

ସୁବର୍ଣ୍ଣପୁର : ଆଜି ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ମୟୁରଉଡାଣ ଜିପିର କିର୍ତ୍ତୀପୁର ଗ୍ରାମଠାରେ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ମହିମା ଛତୁ ଉତ୍ପାଦନ ଓ ତାଲିମ କେନ୍ଦ୍ରକୁ ଶୁଭ ଉଦଘାଟନ କରିଛନ୍ତି । ଏକ୍ସନ ଏଡ଼ ଭୁବନେଶ୍ୱର ଓ ରେଆର ସୁବର୍ଣ୍ଣପୁରର ଆର୍ଥିକ ସହଯୋଗରେ
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ନବରଙ୍ଗପୁର : ଓଡ଼ିଶାର ବରପୁତ୍ର,ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୪ ତମ ଶ୍ରାଦ୍ଧ ଦିବସ ନବରଙ୍ଗପୁରରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଉଠା ଜଳସେଚନ କାର୍ଯ୍ୟାଳୟ ପରିସର ମଧ୍ୟରେ ଥିବା ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏଥିରେ
Read More...

ଜିଲ୍ଲାପାଳଙ୍କ ଦ୍ୱାରା କୁନି ତୀରନ୍ଦାଜୀ ସମ୍ବର୍ଦ୍ଧିତ

ବୌଦ୍ଧ,୨୯/୬: ଆନ୍ଧ୍ରପ୍ରଦେଶର ରାଜମୁନ୍ଦ୍ରିଠାରେ ଗତ ମେ ୨୨ରୁ ୨୫ ତାରିଖ ଯାଏଁ ଅନୁଷ୍ଠିତ ହୋଇଥିବା ଚତୁର୍ଥ ଏନଟିପିସି ଜାତୀୟ ତୀରନ୍ଦାଜ ଚାଂପିଆନସିପରେ ୯ବର୍ଷରୁ କମ୍‌ (ବାଳିକା) ବର୍ଗରେ ଅଂଶଗ୍ରହଣ କରିଥିବା ବୌଦ୍ଧ ଜିଲ୍ଲା ତୀରନ୍ଦାଜ ସଂଘର ସୁଶ୍ରୀ ସାଇଲକ୍ଷ୍ମୀ ନାଏକ ଓ ସ୍ପୋନାଶ୍ରୀ
Read More...

ବୌଦ୍ଧ: ନବଯୈ।ବନ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ବୌଦ୍ଧ,୨୯/୬: ବୌଦ୍ଧ ଜଗନ୍ନାଥ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନପୂର୍ଣ୍ଣମୀ ଠାରୁ ଅଣସର ଘରେ ରହିବାପରେ ଆଜି ଅଣସର ଘରୁ ବାହାରି ନବଯୈ।ବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଥିସହ ନେତ୍ର ଉତ୍ସବ ଅବସରରେ ଠାକୁରଙ୍କ ରଥ ପ୍ରତିଷ୍ଠା କରାଯାଇ ଧ୍ୱଜା ବନ୍ଧାଯାଇଛି । ଆଜି ମହାପ୍ରଭୁଙ୍କ
Read More...

ରକ୍ତ ଦେଇ ବାଳକଙ୍କ ଜୀବନ ବଞ୍ଚାଇଲେ ଛାତ୍ରୀ

କରଞ୍ଜିଆ :କରଞ୍ଜିଆ ସହର ସ୍ଥିତ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଜଣେ ତିନି ବର୍ଷର ବାଳକ ଠାକୁରମୁଣ୍ଡା ତରାମରା ଅଞ୍ଚଳର ଥାଲାସେମିଆ ରୋଗାକ୍ରାନ୍ତ ରାମେଶ୍ୱର ଦେହୁରୀ ପାଇଁ ଏ ପଜିଟିଭ ରକ୍ତର ଆବଶ୍ୟକତା ପଡିଥିଲା । ଏ ସଂପର୍କରେ ସେମାନେରାଇରଙ୍ଗପୁର ସହର ସ୍ଥିତ ନିରଞ୍ଜନ ସାହୁ କରଞ୍ଜିଆ
Read More...