Yearly Archives

2022

ତାରାତାରିଣୀ ପୀଠରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମା’ ତାରାତାରିଣୀ ପୀଠରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭବ୍ୟମନ୍ଦିରର ପ୍ରତିଷ୍ଠା ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟ ପୁରୋଧା ଭାବେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାରାତାରିଣୀ ପୀଠରେ ପହଞ୍ଚି ହାତ ଯୋଡି ମା’ଙ୍କୁ ପ୍ରଣାମ କଲେ
Read More...

ପୁଣି ସ୍ଥିତି ଜାହିର କଲା ମାଓ ସଙ୍ଗଠନ, ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର ପୋଷ୍ଟର ଜାରି

ବାଲିଗୁଡ଼ା: କିଛି ଦିନର ନୀରବତା ପରେ କନ୍ଧମାଳରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି । ଜିଲ୍ଲାର ବାଲିଗୁଡ଼ା ଥାନା ଲଣ୍ଡା ଗାଁ,ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି ।
Read More...

ଯୁବକଙ୍କୁ ଅପହରଣ କରି ୩ ଗିରଫ

ଦଶପଲ୍ଲା : ନୟାଗଡ଼ ସହର ମଧ୍ୟରୁ ଜଣେ ଯୁବକଙ୍କୁ ଅପହରଣ ପରେ ମୁଣ୍ଡ ଜାମିନୀ ରଖି ଅପହରଣକାରୀମାନେ ଟଙ୍କା ମାଗିବା ଭଳି ବିରଳ ଘଟଣା ଘଟିଛି ନୟାଗଡ଼ ସହରରେ । ପୁଲିସ ଏହି ଘଟଣାରେ ଅପହୃତ ଯୁବକଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଇଟାମାଟିର ବାପିନା
Read More...

ଭାରତରେ ପେଟ୍ରୋଲ ଦର ଶ୍ରୀଲଙ୍କାଠୁ ବି ମହଙ୍ଗା

ନୂଆଦିଲ୍ଲୀ : ଭାରତରେ ପେଟ୍ରୋଲ ଓ ଡିଜେଲ ଦର କେଉଁ ଦେଶଗୁଡ଼ିକଠାରୁ ମହଙଗା ଓ ଶସ୍ତା,ସେନେଇ ବ୍ୟାଙ୍କ ଅଫ ବରୋଦା ଇକନୋମିକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ଭାରତରେ ପେଟ୍ରୋଲ ଦର ଆମେରିକା, ଚୀନ, ଜାପାନ, ରୁଷ, ବ୍ରାଜିଲ, ପାକିସ୍ତାନ, ଶ୍ରୀଲଙ୍କା, ନେପାଳ,
Read More...

ଆଇନଜୀବୀଙ୍କୁ ଉଚିତ ଶିକ୍ଷା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଅଯଥା ପିଆଇଏଲ ଦାଖଲ କରି ସୁପ୍ରିମକୋର୍ଟଙ୍କ ସମୟ ନଷ୍ଟ କରିବା ୨ ଜଣ ଆଇନଜୀବୀଙ୍କୁ ମହଙ୍ଗା ପଡିଛି । ଏଥିପାଇଁ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରିବା ସହ ୨ ଆଇନଜୀବୀଙ୍କ ଉପରେ ଦୃଷ୍ଟାନ୍ତମୂଳକଭାବେ ୮ ଲକ୍ଷ ଟଙ୍କାର ଫାଇନ ଲାଗୁ କରିଛନ୍ତି । ଏହି ଦୁଇ ଆଇନଜୀବୀ ଟ୍ରାଫିକ
Read More...

ବୌଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବୌଦ୍ଧ,୧୭ା୫: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଆଗାମୀ ରଥଯାତ୍ରାକୁ ମହାସମାରୋହରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ମିଶ୍ର ସମସ୍ତଙ୍କୁ ସ୍ୱାଗତ କରିଥିବାବେଳେ ବିଗତ
Read More...

ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ : ପ୍ରଥମ ଥର ଚାମ୍ପିୟନ ହେଲା ଓଡିଶା

ଭୁବନେଶ୍ୱର : ଓଡ଼ିଶା ପାଇଁ ଖୁସି ଖବର । ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପରେ ଓଡ଼ିଶା ବାଜିମାତ କରିଛି । ପ୍ରଥମଥର ପାଇଁ ଚାମ୍ପିଅନ ହୋଇଛି ଓଡିଶା । ମଧ୍ୟପ୍ରଦେଶ ଭୋପାଲରେ ଚାଲିଥିବା ଚାମ୍ପିୟନଶିପ୍‌ର ଫାଇନାଲ ମୁକାବିଲାରେ ଓଡିଶା ୨-୦ ଗୋଲରେ କର୍ଣ୍ଣାଟକାକୁ ହରାଇ ନୂଆ
Read More...

ହରିଶଙ୍କର ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ଉଦଯାପିତ,ମହୋତ୍ସବକୁ ରାଜ୍ୟସ୍ତରୀୟ କରିବାକୁ ପ୍ରତିଶ୍ରୁତି

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ପବିତ୍ର ପୂଣ୍ୟ କ୍ଷେତରେ ଆୟୋଜିତ ନୃସିଂହ ଚତୁର୍ଦ୍ଦଶୀ ବୈଶାଖ ମେଳା ସୋମବାର ଉଦଯାପିତ ହୋଇଯାଇଛି । ମନ୍ଦିର ପରିସରରେ ଆୟୋଜିତ ହୋମ ଯଜ୍ଞ ଅପରାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା । ସେହିପରି ମନ୍ଦିରରେ ସ୍ୱତନ୍ତ୍ର ପୂର୍ଣ୍ଣିମା ଭୋଗ ଲାଗି
Read More...

ଚାରି ଧାମ ଯାତ୍ରା : ଦୁଇ ସପ୍ତାହରେ ଗଲାଣି ୪୧ ଜୀବନ

ଡେରାଡୁନ: ଚାରି ଧାମ ଯାତ୍ରା ଏବେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଛି । ମାତ୍ର ଦୁଇ ସପ୍ତାହରେଗଲାଣି ୪୧ରୁ ଅଧିକ ତୀର୍ଥଯାତ୍ରୀଙ୍କ ଜୀବନ । ଆହୁରି କେତେକ ଯାତ୍ରୀ ଗୁରୁତରଭାବେ ଅସୁସ୍ଥ ହୋଇପଡ଼ିଛନ୍ତି । ମୃତ୍ୟୁର କାରଣ ହେଉଛି ଉଚ୍ଚ ରକ୍ତଚାପ, ହୃଦଘାତ ଓ ପାହାଡ଼ ଚଢ଼ିବା ସମୟରେ
Read More...

ବିଧାୟକଙ୍କ ଦ୍ୱାରା ସିମନବାଡିରେ ୨ଟି କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ

ବାଲିଗୁଡ଼ା: ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତରେ ୨ଟି କଲ୍ୟାଣ ମଣ୍ଡପ ନିର୍ମାଣ ହେବ । ଆଜି ୨ଟି କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଘୁ -ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ
Read More...