ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭାଗବତ ସପ୍ତାହ ଆରମ୍ଭ
କନ୍ଧମାଳ: ଘୁ.ଉଦୟଗିରି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜିଠାରୁ ଭାଗବତ ସପ୍ତାହ ଆରମ୍ଭ ହୋଇଯାଇଛି । ଭାଗବତ ସପ୍ତାହ ନିମନ୍ତେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ଶତାଧିକ ମହିଳା ପୁରୁଷ ଭକ୍ତଙ୍କ ଉପସ୍ଥିତିରେ ହରି ନାମ କୃଷ୍ଣ ନାମ ଗାଇବା ସହ ଖୋଳ,ତାଳ,ଗିନୀ, ମୃଦୁଙ୍ଗ ବଜେଇ ସ୍ଥାନୀୟ ନଦୀରୁ!-->…
Read More...
Read More...