Yearly Archives

2022

ଖପ୍ରାଖୋଲ ବ୍ଲକରେ ଶିକ୍ଷା ସଚେତନତା ରଥ ଅଭିଯାନ

ପାଟଣାଗଡ଼ : ଦୀର୍ଘ ଦୁଇ ବର୍ଷପରେ ସମସ୍ତ ପିଲା ସ୍କୁଲ ଯିବା ପାଇଁ ଖପ୍ରାଖୋଲ ବ୍ଲକରେ ସମଗ୍ର ଶିକ୍ଷା ବଲାଙ୍ଗୀର ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଗତ ୧୦ /୪/୨୨ ରେ ଶିକ୍ଷା ସଚେତନ ରଥ ର ଶୁଭାରମ୍ଭ ହୋଇଯାଇଛି । ଆଜି ତୃତୀୟ ଦିବସରେ ଶିକ୍ଷା ସଚେତନତା ରଥ ଦମେଇପାଲି କେନ୍ଦ୍ର ଅଧିନସ୍ଥ
Read More...

ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର : ଆସନ୍ତା ୧୯ ଏପ୍ରିଲ ମଙ୍ଗଳବାର ଦିନ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ଲଚ୍ଛିପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସୋନପୁର ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ
Read More...

ଶିଶୁ ସୁରକ୍ଷା ଉପରେ ମହା ବିଦ୍ୟାଳୟର ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞାର ସଫଳ ରୂପାୟନ ପାଇଁ ଦ୍ୱିତୀୟ ଦିନରେ ମୀନକେତନ ମହା ବିଦ୍ୟାଳୟ ଗୁରାଣ୍ଡୀ, ପର୍ଶୁରାମ ଗୁରୁକୂଳ ମହା ବିଦ୍ୟାଳୟ, ସେବକ ପୁର, ଶ୍ରୀ ରାମ ମହାବିଦ୍ୟାଳୟ କାଶୀ ନଗର,
Read More...

ଭାରତର ଅର୍ଥନୀତିକୁ ନେଇ ଏଭଳି ଆକଳନ କଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ,୧୩/୪ : ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିର ଗତି ମନ୍ଥର ହୋଇପାରେ । ସେଣ୍ଟ୍ରାଲ ରିଜର୍ଭ ବ୍ୟାଙ୍କ ପରେ ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ମଧ୍ୟ ଜିଡିପି ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି । ବିଶ୍ୱ ବ୍ୟାଙ୍କ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୮.୭ ପ୍ରତିଶତରୁ ୮ ପ୍ରତିଶତକୁ
Read More...

ମୃତ ଡ୍ରାଇଭର ପରିବାରକୁ ସହାୟତାର ହାତ ବଢାଇଲା ବୌଦ୍ଧ ବସ କର୍ମଚାରୀ ସଂଘ

କଣ୍ଟାମାଳ,୧୩/୪- ଗତ କିଛି ବର୍ଷ ହେଲା ରାଜ୍ୟସ୍ତରରେ ଓଡିଶା ଡ୍ରାଇଭର ସଂଘର ଏକତା ବୃଦ୍ଧି ସହ ସାଂଗଠନିକ କ୍ଷେତ୍ରରେ ଅଗ୍ରଗତି ହେବା ପରେ ଅସହାୟ ହ୍ରାଇଭରଙ୍କ ପରିବାରଙ୍କୁ ସଂଘ ସହାୟତାର ହାତ ବଢାଇ ବେଶ ଚର୍ଚ୍ଚାକୁ ଆସିଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ କେବଳ ଡ୍ରାଇଭର କାମ କରି ନିଜ
Read More...

ଗନ୍ଧରାଡ଼ି କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବୌଦ୍ଧ/ଜହ୍ନ ।ପଙ୍କ,୧୩/୪: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ଗନ୍ଧରାଡି ମହାବିଦ୍ୟାଳୟରେ ଗତ ୫ ତାରିଖରୁ ଛାତ୍ରୀମାନଙ୍କୁ ନେଇ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ରାମ ।କାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ
Read More...

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଓ ସମାଜସେବୀ ମିହିର ରାୟ

ଭୁବନେଶ୍ଵର,: ରାଉରକେଲାର ଜଣାଶୁଣା ସମାଜସେବୀ, ସଂଗଠକ ତଥା ବରିଷ୍ଠ ସାମ୍ବାଦିକ ମିହିର ରାୟ ଆଜି ବିଜୁ ଜନତା ଦଳରେ ଯୋଗଦେଇଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ବିଜେଡିର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ଆଜି ଶ୍ରୀ ରାୟଙ୍କୁ ଦଳକୁ ସ୍ଵାଗତ କରିଥିଲେ। ଶ୍ରୀ ରାୟଙ୍କ ଭଳି
Read More...

ଶନିବାର ଦେଖିବାକୁ ମିଳିବ ପିଙ୍କ ମୁନ୍‌

ନୂଆଦିଲ୍ଲୀ,୧୩/୪ : ଆସନ୍ତା ଶନିବାର ଅର୍ଥାତ ୧୬ ତାରିଖରେ ଚନ୍ଦ୍ରକୁ ଏକ ଭିନ୍ନ ରୂପରେ ଦେଖିବାକୁ ପାଇବେ ପୃଥିବୀବାସୀ । ସେହିଦିନ ଦେଖିବାକୁ ମିଳିବ ପିଙ୍କ ମୁନ୍‌ ବା ଗୋଲାପୀ ଚନ୍ଦ୍ର । ୱାସିଂଟନସ୍ଥିତ ନାସା ମୁଖ୍ୟାଳୟର ସାଇନ୍ସ ମିସନ ନିର୍ଦ୍ଦେଶାଳୟର ପୋଗ୍ରାମ ଏକ୍ସିକ୍ୟୁଟିଭ ଗାର୍ଡନ
Read More...

ଶ୍ରୀ ଶ୍ରୀ ମା’ ନାରାୟଣୀ ଠାକୁରାଣୀଙ୍କ ପଞ୍ଚ ବିଂଶତମ ଯାତ୍ରା ୨୦୨୨ର କର୍ମକର୍ତ୍ତା ଚୟନ

ଫୁଲବାଣୀ: ଚଳିତ ବର୍ଷ ମା ନାରାୟଣୀ ଠାକୁରାଣୀଙ୍କ ଯାତ୍ରା ହେବକି ନାହିଁ ଆଶା ଅଶାଙ୍କର ଅନ୍ତ ଘଟିଛି । ଶେଷରେ ଆଗାମୀ ୨୦୨୨-୨୩ ର ହେବାକୁଥିବା ଯାତ୍ରାର ଆଜି ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଫୁଲବାଣୀ ଠାରେ ଯାତ୍ରା ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶେଷ ଦେବ ମିଶ୍ର ଓ
Read More...

୫-ଟି ସଚିବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ନବନିର୍ବାଚିତ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ

ସୁବର୍ଣ୍ଣପୁର : ଇତି ମଧ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦର ନବ ନିର୍ବାଚିତ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଜିଲ୍ଲାର ସାମଗ୍ରିକ ଉନ୍ନତି ପାଇଁ ୫-ଟି ସଚିବଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । କୃଷି ଅର୍ଥନୀତିକୁ ପୁଞ୍ଜି କରି ଜୀବନ ନିର୍ବାହ କରୁଥିବା ସୁବର୍ଣ୍ଣପୁର ଜିଲ୍ଲାରେ ମହାନଦୀ,
Read More...