Yearly Archives

2022

ରାସ୍ତାରେ ଛିଡା ହୋଇଥିଲା ଟ୍ରକ, ପଛରୁ ପିଟିଲା କାର ; ଚାଲିଗଲା ୫ ଜୀବନ

ଅନୁଗୋଳ : ଗତକାଲି ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ଖମାର ଥାନା କଣ୍ଟିଆପଶି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ପଛରେ ଦ୍ରୁତ ଗତିରେ ଯାଉଥିବା ଏକ କାର୍‌ ପିଟି ହେବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ମୃତକ ଖମାର ଥାନା
Read More...

ଆଇସିସି ଟେଷ୍ଟ ମାନ୍ୟତାରେ ଭାରତକୁ ଫାଇଦା, ନ୍ୟୁଜିଲାଣ୍ଡକୁ ଝଟକା

ଦୁବାଇ : ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତକୁ ଫାଇଦା ମିଳିଥିବା ବେଳେ ନ୍ୟୁଜିଲାଣ୍ଡ ଝଟକା ଲାଗିଛି । ଭାରତ ନିକଟରେ କୌଣସି ଟେଷ୍ଟ ମ୍ୟାଚ୍‌ ଖେଳିନଥିଲେ ମଧ୍ୟ ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ପରାସ୍ତ କରିବା ପରେ ଭାରତକୁ ଏହି ଫାଇଦା ମିଳିଛି । ଆଇସିସି ବିଶ୍ୱ ଟେଷ୍ଟ
Read More...

ସମିତି ସଭ୍ୟ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ପରାସ୍ତ ହୋଇଛନ୍ତି । ସମିତିସଭ୍ୟ ନିର୍ବାଚନରେ ସେ ବହୁ ଭୋଟରେ ହାରି ଯାଇଛନ୍ତି । ଅଧ୍ୟକ୍ଷ ହେବା ଲକ୍ଷ୍ୟ ନେଇ ସେ ସମିତି ସଭ୍ୟ ପ୍ରାର୍ଥୀ ହୋଇଥିଲେବି ପରାଜୟର ସାମ୍ନା କରିଛନ୍ତି । ହିନ୍ଦୋଳ ବ୍ଲକର ଗିରିଧାରୀ
Read More...

୧୧ତମ ଆନ୍ତଃଜିଲ୍ଲା ଭଗବତୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଗାନ୍ଧୀ ପଡିଆ ଠାରେ ୧୧ ତମ ଆନ୍ତଃଜ଼ିଲ୍ଲା ଭଗବତୀ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ମୁଖ୍ୟଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ଭଗବତୀ ସ୍ପୋର୍ଟିଂ କ୍ଲବର ସଭାପତି ନନ୍ଦ କିଶୋର
Read More...

ସ୍ୱାମୀ ହେଲା ସଇତାନ୍‌,ପତ୍ନୀଙ୍କୁ ପିଟି ପିଟି ମାରିଦେଲା

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ବାଣୀଗୋଛା ଥାନା ଅନ୍ତର୍ଗତ ଜାମୁସାହି ତଇଲା ସାହି ଗ୍ରାମରେ ପାରିବାରିକ କଳହକୁ କେନ୍ଦ୍ରକରି ପତ୍ନୀଙ୍କୁ ପିଟି ହତ୍ୟା କରାଯାଇଥିବା ବାଣୀଗୋଛା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗକୁ ଆଧାର କରି ପୁଲିସ ସଂପୃକ୍ତ ବ୍ୟକ୍ତିଙ୍କୁ ଅଟକ ରଖି ଘଟଣାର
Read More...

୩୬୧ ସପ୍ତାହ ପରେ ଟେନିସକୁ ମିଳିଲା ନୂଆ ନମ୍ୱର ୱାନ ଖେଳାଳି

ନୂଆଦିଲ୍ଲୀ, ୨୮/୨: ଏଟିପି ଟେନିସ ର‍୍ୟାଙ୍କିଂର ପୁରୁଷ ବର୍ଗରେ ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି ଋଷର ଡାନିଲ ମେଦଭେଦେବ । ପ୍ରଥମ ସ୍ଥାନ ହାସଲ କରିବାରେ ସେ ଦୁନିଆର ୨୭ତମ ଖେଳାଳି ହୋଇଛନ୍ତି । ୨୦ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ନୋଭାକ ଜୋକୋଭିକଙ୍କୁ ହଟାଇ ସେ ଶୀର୍ଷରେ ପହଞ୍ଚିଛନ୍ତି ।
Read More...

ଆସିଲା ଦ୍ୱିତୀୟ ଦିନର ୩୦୫ ଜିଲ୍ଲା ପରିଷଦ ଜୋନର ଫଳାଫଳ, ଜାଣନ୍ତୁ କାହାକୁ ମିଳିଲା କେତେ

ଭୁବନେଶ୍ୱର : ଦ୍ୱିତୀୟ ଦିନରେ ଗଣତି ହୋଇଥିବା ୩୦୫ ଜିଲ୍ଲା ପରିଷଦ ଜୋନର ଫଳାଫଳ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନର । ୩୦୫ ଆସନରୁ ଶାସକ ବିଜେଡି ୨୭୦ ଆସନ ହାତେଇଥିବା ବେଳେ ବିରୋଧୀ ବିଜେପି ୧୬ ଓ କଂଗ୍ରେସ ୧୬ଟି ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଛନ୍ତି । ସେହିପରି ଜଣେ ସ୍ୱାଧୀନ
Read More...

ଆଦର୍ଶ ବିଦ୍ୟାଳୟରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ଗଜପତି,୨୮/୨: ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଅଲଡ଼ା (କାଶୀନଗର) ଏବଂ ଡ଼କ୍ଟର ଗଣପତି ସାବତ ଫାଉଣ୍ଡେସନ ଏନସିଏସଟିସି ଆନୁକୁଲ୍ୟରେ ଜାତୀୟ ବିଜ୍ଞାନ ଦିବସ ପାଳନ ସହ ଏକ ବିଶେଷ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ସନ୍ତୋଷିନୀ ପାଢ଼ୀ ଅଧ୍ୟକ୍ଷତା
Read More...

ଦୁଇବର୍ଷ ପରେ ଖୋଲିଲା ସ୍କୁଲ, ଛାତ୍ରୀଛାତ୍ରଙ୍କ ମଧ୍ୟରେ ଉତ୍ସାହ

ପାଟଣାଗଡ,୨୮/୨- ଦୀର୍ଘ ଦୁଇବର୍ଷ ପରେ ଆଜି ସକାଳ ୧୦ଟାରେ ପ୍ରଥମରୁ ସପ୍ତମଶ୍ରେଣୀ ସ୍କୁଲ ଖୋଲାଯାଇଛି । ସ୍କୁଲ ଖୋଲିଯାଇଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପାଠପଢାକୁ ନେଇ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ପାଟଣାଗଡ଼ ଉପଖଣ୍ଡରେ ଥିବା ସମସ୍ତ ସ୍କୁଲ ଆଜି ଦିନ ସକାଳ ୧୦ଟାରୁ
Read More...