Yearly Archives

2022

୧୧ ନମ୍ବର ଜୋନ୍‌ରେ ଶରତଙ୍କ ଦବଦବା

ଦଶପଲ୍ଲା : - ଆଜି ଦଶପଲ୍ଲା ବ୍ଲକ୍‌ ପରିସରରେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗଣତି କାର୍ଯ୍ୟକ୍ରମ ଜାରି ରହିଛି । ଏହି ଆସନରେ ବିଜେଡିର ବସନ୍ତ କୁମାର ପ୍ରଧାନ, ସିପିଆଇ (ଏମ୍‌)ର ପୁରୁଖା ନେତା ଶରତ ଚନ୍ଦ୍ର ବେହେରା, ବିଜେପିର ଦେବେନ୍ଦ୍ର ପ୍ରଧାନ ଏବଂ
Read More...

କିସ ପୁଣି ଦେଖାନଯାଏ, ମତଦାନ ୧୬୮, ହେଲେ ବାଲାଟ୍‌ ବାହାରିଲା ୧୬୯

ଦଶପଲ୍ଲା : - ଦଶପଲ୍ଲା ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଗଣତି କାର୍ଯ୍ୟ ଚାଲିଥିବା ବେଳେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ତୁମାଣ୍ଡି ପଂଚାୟତର ବଡକୁରୁବାରୀସ୍ଥିତ ୧ ନମ୍ବର ବୁଥ୍‌ରେ ୧୬୮ ଜଣ ବ୍ୟକ୍ତି ମତଦାନ କରିଛନ୍ତି । ହେଲେ ଆଜି ସରପଞ୍ଚ ପଦବି ପାଇଁ
Read More...

ପୁଣି ହାରିଲା ଶ୍ରୀଲଙ୍କା, ଭାରତ ୩-୦ରେ ସିରିଜ ଜିତିଲା

ଧର୍ମଶାଳା : ଟି-୨୦ ଆନ୍ତର୍ଜାତୀୟ ସିରିଜରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ୨୦୨୧ ଟି -୨୦ ବିଶ୍ୱକପ୍‌ ର ଶେଷ ତିନୋଟି ମ୍ୟାଚ୍‌ ଜିତିବା ସହିତ ଭାରତୀୟ ଦଳ ଆରମ୍ଭ କରିଥିବା ବିଜୟ ଧାରା ଏବେବି ଜାରି ରହିଛି । କେବଳ ଏତିକି ନୁହେଁ କ୍ରମାଗତ ତୃତୀୟ ଟି-୨୦ ସିରିଜରେ ଟିମ୍‌ ଇଣ୍ଡିଆ
Read More...

ଅଜବ ଲୁକ୍‌ରେ ଧୋନୀ

ନୂଆଦିଲୀ : ଏବେ କ୍ରିକେଟରେ ଆକସନ ବାହାରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଓରଫ ମାହି । ଆଉ କିଛି ଦିନ ପରେ ତାଙ୍କୁ ଅବଶ୍ୟ ଆଇପିଏଲରେ ଦେଖିବାକୁ ମିଳିବ । ତେବେ ତା ପୂର୍ବରୁ ତାଙ୍କର ଏଭଳି ଏକ ଲୁକ୍‌ ଭାଇରାଲ ହୋଇଛି,ଯାହାକୁ ଦେଖିଲେ ବଡ଼ ଅଜବ ଲାଗୁଛି । କାରଣ,ଫଟୋଟି
Read More...

ଫିଲ୍ମ ଜଗତରେ ବାର ବର୍ଷରେ ପାଦ ଦେଲେ ସାମନ୍ତା

ମୁମ୍ବାଇ : ଦକ୍ଷିଣୀ ଫିଲ୍ମ ଜଗତର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ତଥା ଏକାଧିକ ଜାତୀୟ ପୁରସ୍କାର ବିଜେତା ସାମନ୍ତା ରୁଥ ପ୍ରଭୁ ଆଜି ବାର ବର୍ଷର ସ୍ମୃତି ରୋମନ୍ଥନ କରି ବେଶ୍‌ ଆହ୍ଲାଦିତ । କାରଣ,ଆଜି ସେ ନିଜ ଫିଲ୍ମ କ୍ୟାରିୟରର ବାର ବର୍ଷ ପୂର୍ତ୍ତି ଉତ୍ସବ ମନାଇଛନ୍ତି । ଅର୍ଥାତ ଏହି
Read More...

ବୌଦ୍ଧରେ ପଲ୍‌ସ ପୋଲିଓ ଟୀକାକରଣ

ବୌଦ୍ଧ,୨୭/୨- ଜାତୀୟ ପଲ୍‌ସ୍‌ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମ ବୌଦ୍ଧଜିଲ୍ଲାରେ ଆଜି ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଜିଲ୍ଲା ପ୍ରସବୋତର କେନ୍ଦ୍ର (ପିପିସି) ଠାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇ ଏହାକୁ ଆରମ୍ଭ କରିଥିଲେ । ଜିଲ୍ଲା
Read More...

ବିନୋଦ କାମ୍ବଲି ଗିରଫ,ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି ଗିରଫ ହୋଇଛନ୍ତି । ମୁମ୍ବାଇ ପୋଲିସ ତାଙ୍କୁ ଗିରଫ କରିଛି । ମୁମ୍ବାଇ ବାନ୍ଦ୍ରା ନିକଟରେ ନିଶା ସେବନ କରି ଗାଡି ଚଳାଉଥିବା ବେଳେ ସେ ଏକ କାରକୁ ଧକ୍କା ଦେଇଥିଲେ । ଏନେଇ ମାମଲା ରୁଜୁ ହୋଇଥିଲା । ଏହି କାରଣରୁ ତାଙ୍କୁ ମୁମ୍ବାଇ
Read More...

ଜାଣନ୍ତୁ,ୟୁକ୍ରେନରୁ ଛାତ୍ରଛାତ୍ରୀଙ୍କୁ ଆଣିବାରେ ଘଣ୍ଟା ପ୍ରତି କେତେ ଟଙ୍କା ଖର୍ଚ୍ଚ ହେଉଛି

ନୂଆଦିଲ୍ଲୀ: ୟୁକ୍ରେନରେ ଫସି ରହିଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆ ଦ୍ୱାରା ବିମାନ ଚଳାଚଳ ଜାରି ରହିଛି । ଭାରତ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ବିମାନ ଭଡା ଭରଣା କରୁଛନ୍ତି । ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି.ଜାଣିଲେ
Read More...