Yearly Archives

2022

ନାମାଙ୍କନପତ୍ର ଦାଖଲ ସହିତ ସୁବର୍ଣ୍ଣପୁର ଜିଲ୍ଲାରେ ବଢ଼ିଲା ନିର୍ବାଚନୀ ଉଷ୍ଣତା

ସୁବର୍ଣ୍ଣପୁର,୧୭/୧ - ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ପ୍ରକ୍ରିୟା ସମଗ୍ର ରାଜ୍ୟରେ ତଥା ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ଆରମ୍ଭ ହୋଇଯାଇଛି । ୧୭ ତାରିଖରୁ ୨୧ ତାରିଖ ଯାଏଁ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟ, ଜିଲ୍ଲାପରିଷଦ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିବେ ଓ ସରକାରଙ୍କ
Read More...

ଓମିକ୍ରନକୁ ମାତ୍‌ ଦେବ ଏହି ଟିକା

ନୂଆଦିଲ୍ଲୀ : ଦେଶରେ କରୋନା ସାଙ୍ଗକୁ ଓମିକ୍ରନର ପ୍ରକୋପ ଜାରି ରହିଛି । ଏହି ଦୁଇଟି ଘାତକ ଭୂତାଣୁରୁ ରକ୍ଷା ପାଇବା ପାଇଁ ଟିକାକରଣ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଓମିକ୍ରନ ବହୁ ଗୁଣରେ ସଂକ୍ରମଣକ୍ଷମ ହୋଇଥିବାରୁ ଏହାକୁ ରୋକିବା ପାଇଁ ପ୍ରୟାସ ଜାରି ରହିଛି । ଏହି ପ୍ରୟାସ ଆଗକୁ
Read More...

ଆୟର ହେବେ ଆରସିବି ଅଧିନାୟକ!

ନୂଆଦିଲ୍ଲୀ : ଆଇପିଏଲ-୨୦୨୨ ସଂସ୍କରଣ କେତେକ ଦୃଷ୍ଟିରୁ ସ୍ୱତନ୍ତ ହେବ । କେତେକ ଦଳରେ ନୂଆ କ୍ୟାପଟେନ ଦେଖିବାକୁ ମିଳିପାରେ । ଗତ ବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ କ୍ରିକେଟରେ ଶ୍ରେୟାସ ଆୟର ଏକ ସମ୍ବେଦନଶୀଳ ପଦାର୍ପଣ କରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟେଷ୍ଟ ସିରିଜରେ
Read More...

ଏକଦା ମ୍ୟାଚ ଫିକ୍ସିଂ ପାଇଁ ୱାର୍ଣ୍ଣେଙ୍କୁ ୨ ଲକ୍ଷ ଡଲାରର ଲାଞ୍ଚ ଯାଚିଥିଲେ ଏହି ପାକିସ୍ତାନୀ କ୍ରିକେଟର

ସିଡନୀ : କ୍ରିକେଟ ଜଗତରେ ବିବାଦର ସଂଖ୍ୟା କିଛି କମ ନୁହେଁ । ଏହାର ପରମାଣ କେତେ,ତାହାକୁ ମାପିହେବନି । ସେହିପରି,ବିବୃତି ଯୁଦ୍ଧ ମଧ୍ୟ ପ୍ରବଳ । କ୍ରିକେଟରମାନେ ବେଳେବେଳେ ଏମିତିସବୁ ବୟାନବାଜି କରୁଛନ୍ତି,ଯାହାକୁ ନେଇ ନୂଆ ବିବାଦ ସୃଷ୍ଟି ହେଉଛି । ଏବେ ଅଷ୍ଟ୍ରେଲିଆର କିମ୍ବଦନ୍ତୀ ସ୍ପିନର
Read More...

ପଞ୍ଜାବରେ ୬ ଦିନ ଘୁଞ୍ଚିଲା ନିର୍ବାଚନ

ନୂଆଦିଲ୍ଲୀ, ୧୭/୧ : ପଞ୍ଜାବରେ ଘୁଞ୍ଚିଲା ବିଧାନସଭା ନିର୍ବାଚନ । ଭାରତର ନିର୍ବାଚନ କମିସନ ନିର୍ବାଚନ ୬ ଦିନ ଘୁଞ୍ଚାଇ ଦେଇଛନ୍ତି । ଆଜି ଏହି ନିଷ୍ପତ୍ତି ନିଆଯାଇଛି । ସନ୍ଥ ରବିଦାସ ଜୟନ୍ତୀ କାରଣରୁ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଘୁଞ୍ଚାଇଛନ୍ତି ନିର୍ବାଚନ କମିଶନ ।
Read More...

ବୌଦ୍ଧଗଡ ଏନଏସି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ ଚେକିଂ

ବୌଦ୍ଧ,୧୭/୧- ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଆଜି ସ୍ଥାନୀୟ ଟାଉନହଲ ଠାରେ ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମ ପର୍ଯ୍ୟାୟ ଇଭିଏମ ଚେକିଂ ଅନୁଷ୍ଠିତ ହୋଇଯାଇଛି । ସମସ୍ତ ଗଣମାଧ୍ୟମ ଓ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଆଜି ପ୍ରଥମ ପର୍ଯ୍ୟାୟରେ ୪୫ଟି ଇଭିଏମ
Read More...

ବଲାସିଙ୍ଗା ମହୁଳମୂଳ ଆଶ୍ରମରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ସ୍ମୃତିସଭା

ବୌଦ୍ଧ,୧୭/୧- ବୌଦ୍ଧ ସଦର ବ୍ଲକ ବଲାସିଙ୍ଗା ମହୁଳମୂଳ ମହିମା ଆଶ୍ରମରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପୂର୍ବତନ ଅଧକ୍ଷ ସ୍ୱର୍ଗତ କିଶୋର ମହାନ୍ତିଙ୍କ ଅକାଳ ବିୟୋଗରେ ମହିମା ବିକାଶ ପରିଷଦ ବଲାସିଙ୍ଗା ତରଫରୁ ଏକ ସ୍ମୃତିସଭା ଆୟୋଜନ ହୋଇଥିଲା । ପରିଷଦର ସଭାପତି ବିଭୁତି ଭୂଷଣ ପ୍ରଧାନଙ୍କ
Read More...

ପରଲୋକରେ ପଣ୍ଡିତ ବିରଜୁ ମହାରାଜ

ମୁମ୍ବାଇ: ବିଶିଷ୍ଟ କଥକ ନୃତ୍ୟଶିଳ୍ପୀ ବିର୍‌ଜୁ ମହାରାଜଙ୍କର ହୃତଘାତରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହେଇଥିଲା । ତାଙ୍କର ପ୍ରକୃତ ନାମ ବ୍ରଜମୋହନ ମିଶ୍ର । ବିର୍‌ଜୁ ମହାରାଜ୧୯୩୮ ମସିହା ଫେବ୍ରୁଆରୀ ୪ ତାରିଖରେ ଲକ୍ଷେ୍ନøରେ ଜନ୍ମ ଗ୍ରହଣ କରିଥିଲେ । କଥକ ନୃତ୍ୟ
Read More...

ଟିକା ନେବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: କୋଭିଡ ଟିକା ନେବା ବାଧ୍ୟତାମୂଳକ ନୁହେଁ । କାହା ଇଚ୍ଛା ବିରୋଧରେ ଟିକା ଦିଆଯାଇପାରିବ ନାହିଁ । କେନ୍ଦ୍ର ସରକାର ପୁନର୍ବାର ଏହା ସ୍ପଷ୍ଟ କରିଦେଇଛନ୍ତି । ସୁପ୍ରିମକୋର୍ଟରେ ଦାଖଲ କରିଥିବା ଏକ ସତ୍ୟପାଠରେ ସରକାର ଏହା ଜଣାଇଦେଇଛନ୍ତି । ବ୍ୟାପକ ଜନସ୍ୱାର୍ଥ୍ୟ ଦୃଷ୍ଟିରୁ
Read More...

ଆଉ ନାହାନ୍ତି ପଦ୍ମଶ୍ରୀ ଶାନ୍ତି ଦେବୀ

ଭୁବନେଶ୍ୱର : ରାଜ୍ୟରେ ଭୂଦାନ ଆନ୍ଦୋଳନରେ ଉତ୍ସର୍ଗୀକୃତ କାର୍ଯ୍ୟକରି ବେଶ୍‌ ପରିଚିତ ଓ ଲୋକପ୍ରିୟ ହୋଇପାରିଥିବା ପଦ୍ମଶ୍ରୀ ଶାନ୍ତି ଦେବୀ ଆଉ ଆମ ଗହଣରେ ନାହାନ୍ତି । ଗତକାଲି(ରବିବାର) ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା ।
Read More...