Monthly Archives

January 2023

କୋକସରା ମା’ ବନଦୁର୍ଗା ଟ୍ରେଡର୍ସରେ ଜିଏସଟି ଚଢ଼ାଉ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ସଦର ମହକୁମା ଚିଲିଗୁଡା ସ୍ଥିତ ମା' ବନଦୁର୍ଗା ଟ୍ରେଡର୍ସରେ ସୋମବାର ସିଟି ଏବଂ ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ କରଯାଇଛି । ଭବାନୀପାଟଣା, ସିଟି ଏବଂ ଜିଏସଟି ଏନଫୋର୍ସମେଣ୍ଟ ୟୁନିଟର ଡେପୁଟି କମିଶନର ସମୀର ମାଝୀଙ୍କ ନେତୃତ୍ବରେ ୮ ଜଣିଆ ଟିମ୍
Read More...

ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷିଣ ଶିବିର ଉଦଯାପିତ

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ୩ଦିନିଆ ଜିଲ୍ଲାଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର ସୋମବାର ଦିନ ଉଦଯାପିତ ହୋଇଯାଇଛି । ଉକ୍ତ ଶିବିରଟି ୩ଦିନ ଧରି ଚାଲିଥିବା ବେଳେ ଜିଲ୍ଲାର୨୧ଟି ମହାବିଦ୍ୟାଳୟରୁ ମୋଟ ୧୦୦ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଉକ୍ତ
Read More...

ସୋନପୁର ରାମେଶ୍ୱର ଘାଟରେ ଆୟୋଜିତ ହେବ ହକି ବିଶ୍ୱକପ୍‌ ଉଦଘାଟନ ମ୍ୟାଚର ସିଧା ପ୍ରସାରଣ

ସୁବର୍ଣ୍ଣପୁର: ଚଳିତ ପୁରୁଷ ହକି ବିଶ୍ୱକପ ମହାକୁମ୍ଭ ଆସନ୍ତା ୧୩ ତାରିଖରୁ ଓଡ଼ିଶାର ଭୁବନେଶ୍ୱର ଓ ରାଉରକେଲାଠାରେ ଆୟୋଜିତ ହେବାକୁ ଯାଉଛି । ଚଳିତ ହକି ବିଶ୍ୱକପ ଖେଳର ରଙ୍ଗାରଙ୍ଗ ଉଦଘାଟନୀ ଉତ୍ସବ କଟକ ବାରବାଟୀ ଷ୍ଟାଡିୟମ ଠାରେ ଅନୁଷ୍ଠିତ ହେବା ସାଙ୍ଗକୁ ରାଜ୍ୟର ସମସ୍ତ ବର୍ଗର
Read More...

ପୁରୀ ସଦର ଚନ୍ଦନପୁରରେ ହାତୀ ଆତଙ୍କ

ପୁରୀ :ପୁରୀରେ ପଶିଲା ଦନ୍ତାହାତୀ । ପୁରୀ ସଦର ଚନ୍ଦନପୁର ଥାନା ଅନ୍ତର୍ଗତ କୃଷ୍ଣ ରଞ୍ଜନପୁର ଗ୍ରାମରେ ଆଜି ଭୋରୁ ଏକ ଦନ୍ତାହାତୀ ପଶିଛି । ହାତୀକୁ ଦେଖି ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ । ତେବେ ସୂଚନା ଅନୁଯାୟୀ ଖାଦ୍ୟ ଅନ୍ୱେଷଣରେ ଦନ୍ତାହାତୀଟି ଚନ୍ଦକା ଜଙ୍ଗଲରୁ ଖୋର୍ଦ୍ଧା ବନଖଣ୍ଡ ଦେଇ
Read More...

୧୧ରୁ ରାଜ୍ୟସ୍ତରୀୟ ଦଶପଲ୍ଲା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ପେରଟିଭ ସ୍ପୋର୍ଟସ ସୋସାଇଟି ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ମଇଦାନରେ ୨୩ତମ ଦଶପଲ୍ଲା କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବ । ରାଜ୍ୟସ୍ତରୀୟ ଏହି ଟୁର୍ଣ୍ଣାମେଣ୍ଟରେ ୧୧ଟି ଦଳ ୧୦ ଦିନ ଧରି ଖେଳରେ ଅଂଶଗ୍ରହଣ କରିବେ । ୧୫
Read More...

ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ/ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ତାଳସରଡ଼ । ପଂଚାୟତ ଅନ୍ତର୍ଗତ ସଂଗ୍ରାମପୁର ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ଦୁଇ ଦିନ ଧରି ହେବାକୁ ଥିବା ଜିଲ୍ଲାସ୍ତରୀୟ ବିଦ୍ୟାଳୟ ସମୁହ ଖେଳ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ପୂର୍ବାହ୍ନରେ ଛାତ୍ରମାନେ ସ୍ଥାନୀୟ ଗଣେଶ ମନ୍ଦିରରୁ କ୍ରୀଡ଼ା
Read More...

ଜାତୀୟ ରାଜପଥରେ ୩ଟି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ତୀର୍ଥ ଯାତ୍ରୀ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଦେଇ ଯାଇଥିବା ୫୭ନଂ ଜାତୀୟ ରାଜପଥରେ ଆଜି ପୃଥକ ପୃଥକ ତିନିଗୋଟି ସଡକ ଦୁର୍ଘଟଣା ଘଟିଛି । ପ୍ରଥମେ ହରିଶଙ୍କରରୁ ତୀର୍ଥ ସାରି ଫେରୁଥିବା ବେଳେ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଓଡି ୦୫ଏଏନ୍‌୦୧୧୪ ନମ୍ବର ଥିବା ଶ୍ରୀ କ୍ରିଷ୍ଣା ନାମକ
Read More...

ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ୨୬ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବାଲିଗୁଡ଼ା ବ୍ଲକ୍‌ ସଭାପତି ତଥା ସାଂସଦ ପ୍ରତିନିଧି ଟୁନା ଦାସଙ୍କ ନେତୃତ୍ୱରେ ଆଜି ମହାସିଙ୍ଗି ନିକଟସ୍ଥ କିମ୍ସ ପଡ଼ିଆରେ ବିଜେଡ଼ି ପାଳିଛି ପ୍ରତିଷ୍ଠା ଦିବସ । ଏହି
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର

ଜହ୍ନ ।ପଙ୍କ,୯/୧: ବୌଦ୍ଧ ବ୍ଳକ ଅନ୍ତର୍ଗତ ତାଳସରଡ଼ । ପଂଚାୟତ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ବୌଦ୍ଧଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ଅଭିଯୋଗ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସମୁଦାୟ ୧୭୭ ଟି ଅଭିଯୋଗ ପଞ୍ଜିକରଣ ହୋଇଥିବା ବେଳେ ଏଥିରୁ ତତ୍କାଳୀନ ୧୨୦ ଟି
Read More...

ବଇଡାରେ କିଟ୍‌ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ୍‌ ଓ ଦିବାଧ୍ୟାୟୀ ବିଦ୍ୟାଳୟର ଭୂମିପୂଜନ

ଫୁଲବାଣୀ,୯/୧ :- କନ୍ଧମାଳ ଜିଲ୍ଲା ବଇଡାଠାରେ କିଟ୍‌ ପକ୍ଷରୁ ୨ଶହ ଶଯ୍ୟା ବିଶିଷ୍ଟ ଅତ୍ୟାଧୁନିକ ହସ୍‌ପିଟାଲ୍‌ ଓ ଦିବାଧ୍ୟାୟୀ (ଡେ ବୋର୍ଡିଂ) ବିଦ୍ୟାଳୟର ଭୂମିପୂଜନ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ. ଅଚ୍ୟୁତ
Read More...