Monthly Archives

May 2023

ସାଇପ୍ରସାଦ ସାହୁଙ୍କୁ “ପ୍ରକୃତି ବନ୍ଧୁ’ ପୁରସ୍କାର

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ ଅନ୍ତର୍ଗତ ସିନ୍ଧେକେଲା ଗ୍ରାମର ମୂଳବାସିନ୍ଦା ତଥା ପରିବେଶପ୍ରେମୀ ସାଇପ୍ରସାଦ ସାହୁଙ୍କୁ ମିଳିବ ସମ୍ମାନଜନକ ପ୍ରକୃତି ବନ୍ଧୁ ପୁରସ୍କାର । ସେ ଅନେକ ଥର ସ୍ୱଚ୍ଛ ଭାରତ , ସାଂପ୍ରଦାୟିକ ସଦଭାବ , ଆବର୍ଜନା ପରିଚାଳନା , ପ୍ଲାଷ୍ଟିକ…
Read More...

ୱାଟର ପାର୍କରେ ଦାଦାବଟୀ ଆଦାୟ ଓ ବୋମା ମାଡ ଘଟଣାରେ ୭ ଗିରଫ

ପୁରୀ : ପୁରୀ ସଦର ଥାନ ଅନ୍ତର୍ଗତ ମାଳତୀ ପାଟପୁର ୱାଟର ପାର୍କରେ ଦାଦାବଟୀ ଆଦାୟ ଓ ବୋମା ମାଡ ଘଟଣାରେ ୭ଜଣଙ୍କୁ ଗିରଫ କରିଛି ଚନ୍ଦନ ପୁର ଥାନା ପୋଲିସ । ଅଭିଯୁକ୍ତଙ୍କ ଠାରୁ ୩ଟି ଦେଶୀ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଏବଂ ଦୁଇଟି ମୋବାଇଲ ଜବତ କରିଛି ଚନ୍ଦନପୁର ଥାନା ପୋଲିସ । ଗତ…
Read More...

ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ +୨ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ପୂର୍ବାହ୍ନ ୧୧ଟାରେ ପରୀକ୍ଷା ଫଳ ଘୋଷଣା କରାଯିବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି । ଚଳିତ ବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ…
Read More...

ସ୍ତ୍ରୀକୁ ହାତ୍ୟା ଘଟଣାର ପର୍ଦ୍ଦାଫାସ, ସ୍ୱାମୀ କୋର୍ଟଚାଲଣ

କୋମନା: ନୂଆପଡା ଜିଲ୍ଲା କୋମନା ଥାନା ଦେଓଧରା ଘୋଡାଘାଟ ନଦୀ ପାଖରେ ଗତକାଲି ପଡ଼ି ରହିଥିଲା ଜଣେ ମହିଳାଙ୍କ ମୃତଦେହ । ଏହାକୁ ନେଇ ପୋଲିସ ଅଧିକ ତଦନ୍ତ କରିବାରୁ ମୃତ ମହିଳାଙ୍କ ପରିଚୟ ମିଳିଛି । ମୃତକ ମହିଳା କୋମନା ଥାନା ଛତା ଗାଁର ସୁନେ ତାଣ୍ଡି ବୋଲି ଜଣାପଡିଥିଲା । ତାଙ୍କ ସ୍ୱାମୀ…
Read More...

ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ

ଦଶପଲ୍ଲା : ନଦୀକୁ ଗାଧୋଇବାକୁ ଯାଇଥିବା ବୃଦ୍ଧାଙ୍କ ମିଳୁନି ପତ୍ତା । ଦୁଇ ଦିନ ଧରି ଖୋଜାଖୋଜି ଚାଲିଥିଲେ ମଧ୍ୟ ବୃଦ୍ଧାଙ୍କର କୌଣସି ସନ୍ଧାନ ମିଳିପାରିନି । ନୟାଗଡ଼ ସଦରଥାନା ଅନ୍ତର୍ଗତ ଖଣ୍ଡୁଗାଁ ଗ୍ରାମରେ ଜଣେ ବୃଦ୍ଧା ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଗତ ସୋମବାର…
Read More...

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରଭିଷେକ ନୀତି

ପୁରୀ : ଜ୍ୟେଷ୍ଠ ଶୁକ୍ଳ ଦଶମୀ ଦିନ ରାଜେନ୍ଦ୍ରଭିଷେକ ନୀତି ପାଳନ କରାଯାଇଥାଏ । ଆଜି ସନ୍ଧ୍ୟାଧୂପ ନୀତି ବଢ଼ିଲା ପରେ ଶ୍ରୀ ମଦନମୋହନ ଆଜ୍ଞା ମାଳ ପାଇ ଭୋଗ ବାଟ ଗଣେଶଙ୍କ ଠାରେ ପଡିଥିବା ଖଟ ଉପରେ ବିଜେ ହେବେ । ଏହାପରେ ଭିତର ଶୋଧ ଜୟ ବିଜୟ ଦ୍ୱାର ବାନ୍ଦ ହୋଇ ଜଗମୋହନକୁ ସମ୍ପୂର୍ଣ୍ଣ…
Read More...

ବୌଦ୍ଧ ତାଇକୋଣ୍ଡୁ ସଂଘର ପଞ୍ଚମ ବାର୍ଷିକ ଉତ୍ସବ:
୨୬ ଜଣ ବ୍ଲାକବେଲ୍ଟ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ

ବୌଦ୍ଧ,୩୦/୫:- ଶାରୀରିକ ଶିକ୍ଷାକୁ ଗୁରୁତ୍ୱ ପ୍ରଦାନ କରି ତାଇକୋଣ୍ଡୁ ସଂଘ ବୌଦ୍ଧରେ ୨୦୧୮ ମସିହାରେ ପ୍ରତିଷ୍ଠା ଲାଭ କରିଥିଲା । ଅଷ୍ଟମ ବେଲ୍ଟ ପରୀକ୍ଷା ସହିତ ବନ୍ୟା ଆଶ୍ରୟସ୍ଥଳୀ ପରିସରରେ ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠାନର ଉପଦେଷ୍ଟା ଦେବାଶିଷ ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ…
Read More...

ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଓକିଲ ସଂଘ ତରଫରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଭିଜିଲାନ୍ସ ଜଜ ସମର ବିଳାସ ବେହେରା, ବରିଷ୍ଠ ଦେୱାନୀ ଏବଂ ସହକାରୀ ଦୌରା ଜଜ ବିଶ୍ୱ କଲ୍ୟାଣୀ ମିଶ୍ର, ଅତିରିକ୍ତ…
Read More...

ନୟାଗଡ଼-ବାଣିଗୋଛା ଜାତୀୟ ରାଜପଥରେ ବେଆଇନ ହମ୍ପସ୍‌, ବଢୁଛି ଅସନ୍ତୋଷ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଣିଗୋଛା-ନୟାଗଡ଼ ରାସ୍ତାରେ ଶତାଧିକ ହମ୍ପସ୍‌ ରହିଥିବା ଦେଖିବାକୁ ମିଳୁଛି । ଉକ୍ତ ହମ୍ପସ୍‌ ଗୁଡିକ ଯୋଗୁଁ ଛୋଟ ପିଲା, ରୋଗୀ, ଗର୍ଭବତୀ ମହିଳା ଏପରିକି ବରିଷ୍ଠ ନାଗରିକ ବିଭିନ୍ନ ସମୟରେ ବିପଦକୁ ସାମ୍ନା କରୁଛନ୍ତି । ଜାତୀୟ…
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଖ୍ୟ ଶାସନ ସଚିବ ତଥା ଶ୍ରୀ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ସ୍ନାନ ଯାତ୍ରା, ରଥଯାତ୍ରର…
Read More...