Monthly Archives

June 2023

ନିମଖଣ୍ଡି ଶିବ ମନ୍ଦିର ପରିସରରୁ ଯୁବକଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କୁକୁଡାଖଣ୍ଡି :ନିମଖଣ୍ଡି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମ ମଧ୍ୟରେ ରହିଥିବା ଶିବ ମନ୍ଦିର ପରିସରରୁ ଜଣେ ବ୍ୟକ୍ତିଙ୍କ ମୃତ ଶରୀର ଉଦ୍ଧାର କରିଛି ନିମଖଣ୍ଡି ଥାନା ପୋଲିସ । ମୃତ ବ୍ୟକ୍ତି ଜଣକ ନିମଖଣ୍ଡି ସାହୁ ସାହିର ସୁରେନ୍ଦ୍ର ରଥ(୪୫)ସେ ଦୈନିକ ଶିବ ମନ୍ଦିର ପାର୍ଶ୍ୱରେ ବସିରହୁଥିବା
Read More...

ବଜ୍ରାଘାତରେ ଦୁଇଗୋରୁ ମୃତ, ସରକାରୀ ସହାୟତା ପାଇଁ ଚାଷୀଙ୍କ ଦାବି

ହରଭଙ୍ଗା,୩/୬- ଗ୍ରୀଷ୍ମ ପ୍ରଭାବ ଗୋଟିଏ ପଟେ ବ୍ୟତିବ୍ୟସ୍ତ କରୁଥିବାବେଳେ ହଠାତ ବଜ୍ରାଘାତରେ ଦୁଇଟି ଗୋରୁ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ଶନିବାର ଅପରାହ୍ନ ପ୍ରାୟ ୧ଘଣ୍ଟା ସମୟରେ ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ଅନ୍ତର୍ଗତ କିରାମାସ୍କା ଗ୍ରାମର ଚାଷୀ ଧନେଶ୍ୱର
Read More...

କରକମଳ ଏକ୍ସପ୍ରେସ ଆହତଙ୍କୁ ରକ୍ତଦେଲେ ବୌଦ୍ଧ ସ୍ୱେଚ୍ଛାସେବୀ

ହରଭଙ୍ଗା,୩/୬- ବାଲେଶ୍ୱର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଘଟିଥିବା ଲୋମହାର୍ଷଣକାରୀ କରକମଳ ଏକ୍ସପ୍ରେସ ରେଳ ଦୁର୍ଘଟଣା ଓ ଯାତ୍ରୀମାନଙ୍କ ମୃତ୍ୟୁ ସାରାଦେଶରେ ଶୋକର ଛାୟା ଖେଳାଇ ଦେଇଥିବା ବେଳେ ଆହତମାନେ ଜୀବନ ସହ ସଂଗ୍ରାମ କରୁଛନ୍ତି । ଏଭଳି ପରିସ୍ଥିତିରେ ବହୁତ ଅନୁଷ୍ଠାନ ଦୁର୍ଘଟଣା
Read More...

ଜାମୁସାହି ବସ୍‌ଷ୍ଟାଣ୍ଡରେ ଧରାଗଲା ୨୨ କେଜି ଗଞ୍ଜେଇ

ଦଶପଲ୍ଲା,୩/୬: - ଆଜି ବାଣିଗୋଛା ପୋଲିସକୁ ମିଳିଛି ବଡ଼ ସଫଳତା । ଆଜି ବାଣିଗୋଛା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଜାମୁସାହି ବସଷ୍ଟାଣ୍ଡରେ ସନ୍ଦେହଜନକ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କୁ ତନଖି କରିବାବେଳେ ତାଙ୍କ ନିକଟରୁ ୨୨ କେଜି ଗଞ୍ଜେଇ ଜବତ କରାଯାଇଛି । ଧରାପଡିଥିବା ବ୍ୟକ୍ତି ଜଣକ ହେଲେ
Read More...

କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା: ବହୁ ଯାତ୍ରୀ ମୃତାହତ ଆଶଙ୍କା

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ‌ରେଳ ଷ୍ଟେସନ ନିକଟରେ ଆଜି ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ ଟ୍ରେନ୍‌ (୧୨୮୪୧-ଅପ୍‌) ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଥିବା ସୂଚନା ରହିଛି। ଏହି ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର
Read More...

ପାତାଳି ଶ୍ରୀକ୍ଷେତ୍ରରେ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ

ସୁବର୍ଣ୍ଣପୁର: ଜିଲ୍ଲାର କୋଟସମଲାଇ ସ୍ଥିତ ପାତାଳି ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି । ସେହିକ୍ରମରେ ଆସନ୍ତା ୪ତାରିଖରେ ସକାଳ ୫ଘଣ୍ଟାରେ ମଙ୍ଗଳ ଆଳତୀ ୯ଘଣ୍ଟାରୁ ଧାଡ଼ି ପହଣ୍ଡି ପୂର୍ବାହ୍ନ୧୧ଘଣ୍ଟାରୁ ଶ୍ରୀଜିଉ ମାନଙ୍କ
Read More...

ଉଠା ଜଳସେଚନ ପାଇଁ ଦାବି

ଖଡ଼ିଆଳ: ନୂଆପଡା ଜିଲ୍ଲାର ପ୍ରମୂଖ ଜଳସେଚନ ପ୍ରକଳ୍ପ ହେଉଛି ତିଖାଲି ଡ୍ୟାମ । ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ଗ୍ରାମ ପଞ୍ଚାୟତର ତିଖାଲି ଗ୍ରାମ ଅନୁସାରେ ଏହାର ନାମକରଣ ହୋଇଛି । ଏହି ଡ୍ୟାମ ତିଆରି ପାଇଁ ଅଦ୍ୟାବଧି ଏକୋଇଶ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ପୁଣି ୩ଶହ କୋଟି
Read More...

ଗାଧୋଇବାକୁ ଯାଇ ବୃଦ୍ଧା ନିଖୋଜ ଘଟଣା,ଚାରିଦିନ ପରେ ଡାହୁକା ନଦୀପଠାରୁ ମିଳିଲା ମୃତଦେହ

ନୂଆଗାଁ : ଦୀର୍ଘ ଚାରି ଦିନ ପରେ ଆଜି ମିଳିଲା ବୃଦ୍ଧାଙ୍କ ମୃତଦେହ । ଆଜି ଅପରାହ୍ନ ୪ ଘଣ୍ଟିକା ସମୟରେ ପରିବାର ଖୋଜା ଖୋଜି କରୁଥିବା ବେଳେ ଡାହୁକା ନଦୀ ପଠାରେ ଥିବା ଏକ ଜୁଣ ବୁଦା ମୂଳରେ ବୃଦ୍ଧାଙ୍କ ମରଶରୀର ପଡ଼ିଥିବା ଦେଖିବାକୁ ମିଳିଥିଲା । ସୂଚନା ଅନୁସାରେ ଗତ ସୋମବାର ପୂର୍ବାହ୍ନରେ
Read More...

ଏହି ସମୟରେ ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣଙ୍କ ଦର୍ଶନ

ଭୁବନେଶ୍ୱର : ମହାପ୍ରଭୁଙ୍କ ପବିତ୍ର ସ୍ନାନ ଯାତ୍ରା ଉଦ୍ଦେଶ୍ୟରେ ଚାରମାଳ ବନ୍ଧା ତଥା ସେନାପଟା ଲାଗି ନୀତି ପାଇଁ ଆଜି ତା ୨.୬.୨୦୨୩ ଶୁକ୍ରବାର ଜ୍ୟେଷ୍ଠ- ଶୁକ୍ଳ ତ୍ରୟୋଦଶୀ ତିଥି ଆପାତତଃ ରାତ୍ର ଘ.୧୦.୦୦ ଟିକା ଠାରୁ ଆସନ୍ତାକାଲି ୩.୬.୨୦୨୩ (ଶନିବାର) ଅପରାହ୍ନ ଘ.୨.୦୦ ଟିକା ପର୍ଯ୍ୟନ୍ତ
Read More...

ମାତୃ ମିଲେଟ୍ସ କାର୍ଯ୍ୟକ୍ରମ ପାଳିତ

ନନ୍ଦାହାଣ୍ଡି,୨/୬- ବିଶ୍ୱ ଜାତିସଂଘରେ ଭାରତର ଅନୁରୋଧ କ୍ରମେ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍ସ୍‌ ବର୍ଷ ରୂପେ ଘୋଷଣା କରାଯାଇଛି । ମିଲେଟ୍ସ୍‌ ଉତ୍ପାଦନରେ ଭାରତ ସକ୍ଷମ ହୋଇ ରପ୍ତାନୀ କ୍ଷେତ୍ରରେ ମଧ୍ୟ ବିଶ୍ୱରେ ପଞ୍ଚମ ବୃହତ୍‌ ରାଷ୍ଟ୍ର ରୂପେ ମାନ୍ୟତା ହାସଲ କରିପାରିଛି । ମିଲେଟ୍ସ
Read More...