Yearly Archives

2023

ପୋଖରୀରେ ବୁଡି ଜଣେ ମୃତ

ଘୁ ଉଦୟଗିରି: ଗତକାଲି ସ୍ଥାନୀୟ ବ୍ଲକ ଅଧିନରେ ଥିବା ମାଲିକାପୋଡି ପଞ୍ଚାୟତ ଅନ୍ତର୍ଗତ ବତୀଙ୍ଗିଆ ତିଡିନାଯୁର ଶରତ ନାୟକଙ୍କ ପୁତ୍ର କଣ୍ଟେଶ୍ୱର୍‌ ନାୟକ (୫୨) ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ କୌଣସି କାରଣରୁ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି । ସେ ବାହାରେ ନିଜ ଡ୍ରେସ୍‌ ଓ
Read More...

ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ କେନ୍ଦ୍ର ପର୍ଯ୍ୟବେକ୍ଷଣ କଲେ ବିଡିଓ

ନୂଆଗାଁ : ନୂଆଗାଁ ବ୍ଲକର ପଛୁଆବର୍ଗର ଲୋକମାନଙ୍କର ସାମାଜିକ ଓ ଶିକ୍ଷାଗତ ସ୍ଥିତି ସଂକ୍ରାନ୍ତ ସର୍ଭେ ମେ ୧ ତାରିଖରୁ ୯୬ ଟି ସେଣ୍ଟର ମଧ୍ୟରେ ଆରମ୍ଭ ହୋଇଯାଇଛି । ଆଜି ନୂଆଗାଁ ବ୍ଲକ ବିଡିଓ ସଚିଦାନନ୍ଦ ମିଶ୍ର ପର୍ଯ୍ୟବେକ୍ଷଣରେ ବିଭିନ୍ନ କେନ୍ଦ୍ର ଭ୍ରମଣ କରି ସ୍ଥିତି ପରଖିଥିଲେ । ସାଧାରଣ
Read More...

ଶ୍ରାକିପାଙ୍ଗା ଅଭୟାରଣ୍ୟ ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲାରେ ବାରମ୍ବାର ସଚେତନ କରିବା ସତ୍ୱେ ଅବୁଝା ଲୋକେ ସୁଧୁରିବାର ନାଁ ନେଉନାହାନ୍ତି । ବନ ବିଭାଗ ଅଧିକାରୀ କର୍ମଚାରୀ ମାନେ ଗ୍ରୀଷ୍ମ ଋତୁର ଆରମ୍ଭରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ପ୍ରତି ଗାଁ ଗାଁ ରେ ବିଭିନ୍ନ ମାଧ୍ୟମରେ ସଚେତନ କରୁଥିବା ବେଳେ
Read More...

ନିଆରା ବିବାହ:ସାନ ଭାଇର ଇଚ୍ଛାକୁ ପୂରଣ କଲେ ବଡ଼ ଭାଇ

ହରଭଙ୍ଗା : ନିଆରା ବିବାହ । ବିବାହ ପାଇଁ ବରଯାତ୍ରୀ ସହ ଜେସିପିରେ ବସି କନ୍ୟା ଘରକୁ ଗଲେ ବର । ସାନ ଭାଇର ଇଚ୍ଛା ପୂରଣ ପାଇଁ ଜେସିବିରେ ବସି ବିବାହ କରିବା ପାଇଁ ଗଲେ ବର । ବୌଦ୍ଧ ଜିଲ୍ଲା ଛତରଙ୍ଗ ଗ୍ରାମର ଗଙ୍ଗାଧର ବେହେରା ନୟାଗଡ଼ ଜିଲ୍ଲାର କିଆଝର ଗ୍ରାମକୁ ବିବାହ ପାଇଁ ଗତ ୩୦ତାରିଖରେ
Read More...

ପାରାଦ୍ୱୀପ ଯୁବ ବିଜେଡିର ନୂତନ କର୍ମକର୍ତ୍ତା ଘୋଷଣା

ପାରାଦ୍ୱୀପ : ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ରାଜ୍ୟସ୍ତରୀୟ ନେତୃତ୍ୱ ତଥା ଦଳର ସଂଗଠନ ସମ୍ପାଦକ ଯାଜପୁରର ବିଧାୟକ ପ୍ରଣବ ପ୍ରକାଶ ଦାସ, ଦଳର ସାଧାରଣ ସମ୍ପାଦକ ( ଯୁବ ଓ ଛାତ୍ର ବ୍ୟାପାର ) ଧର୍ମଶାଳାର ବିଧାୟକ ପ୍ରଣବ କୁମାର
Read More...

ଟେଷ୍ଟ ର‍୍ୟାଙ୍କିଙ୍ଗ୍‌: ପୁଣି ଶୀର୍ଷରେ ଭାରତ

ନୂଆଦିଲ୍ଲୀ : ଡବ୍ଲ୍ୟୁଟିସି ଫାଇନାଲ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସି ଖବର । ଆଇସିସିର ବାର୍ଷିକ ର‍୍ୟାଙ୍କିଙ୍ଗ୍‌ ଅପଡେଟ ହୋଇଛି । ଫଳରେ ଆଇସିସି ଟେଷ୍ଟ ର‍୍ୟାଙ୍କିଙ୍ଗ୍‌ରେ ଟିମ୍‌ ଇଣ୍ଡିଆ ନମ୍ବର ୱାନ ସ୍ଥାନରେ ପହଞ୍ଚିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆସନ୍ତା ଜୁନ୍‌ ୭ରୁ ୧୧ ତାରିଖ
Read More...

ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ବାର

ମୁମ୍ବାଇ: ଏନସିପି ସୁପ୍ରିମୋ ପଦରୁ ଇସ୍ତଫା ଦେଲେ ଶରଦ ପାଓ୍ବାର । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଶରଦ ପାଓ୍ୱାର । ପଦ ଛାଡ଼ିବା ଘୋଷଣା ପରେ ପାଓ୍ବାରଙ୍କ ସମର୍ଥନରେ ନାରାବାଜି । ମୁମ୍ବାଇର ଏକ କାର୍ଯ୍ୟକ୍ରମରେ ପଦ ଛାଡ଼ିବାକୁ ଘୋଷଣା କରିଛନ୍ତି ପାଓ୍ୱାର ।
Read More...

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟ ହେଲା ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ୍‌ ପୋଲିସ ଷ୍ଟେସନ

ଭୁବନେଶ୍ବର : ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି କରାଯାଇଛି । ଏ ସଂପର୍କୀୟ ଏକ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।
Read More...

ଜୋରସରରେ ଚାଲିଛି ମହାବାହୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ : ବିଶ୍ୱକର୍ମାଙ୍କ ହାତର ସ୍ପର୍ଶରେ ଜାରି ରହିଛି ଦିବ୍ୟ ରଥନିର୍ମାଣ କାର୍ଯ୍ୟ । ସରିଛି ସୁତାବାଡ଼ିଆ,ଜାରି ରହିଛି ବିନ୍ଧ କାର୍ଯ୍ୟ । ତୁମ୍ବରେ ଅରସଂଯୋଗ ପାଇଁ ପ୍ରତ୍ୟେକ ତୁମ୍ବରେ କରାଯିବ ୧୬ଯୋଡ଼ା ବିନ୍ଧ । ପ୍ରତିକୂଳ ପରିସ୍ଥିତି ସତ୍ତେ୍ୱ୍ୱ ଜୋରସୋରରେ ଜାରି ରହିଛି ରଥନିର୍ମାଣ
Read More...

ବରିଷ୍ଠ ସାମ୍ବାଦିକ ବାସୁଦେବ ମହାପାତ୍ରଙ୍କ ଶେଷକୃତ୍ୟ ସଂପନ୍ନ

ପୁରୀ : ବରିଷ୍ଠ ସାମ୍ବାଦିକ ତଥା ଲେଖକ ବାସୁଦେବ ମହାପାତ୍ରଙ୍କ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ମୟଙ୍କ ମହାପାତ୍ର ତାଙ୍କୁ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗଦ୍ୱାରରେ ବାସୁଦେବ ମହାପାତ୍ରଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବନ୍ଧୁ, ପ୍ରଶଂସକ ଓ ସାମ୍ବାଦିକଙ୍କ ଭିଡ଼ ଜମିଥିଲା
Read More...