Yearly Archives

2023

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ପୋଲିସ କର୍ମଚାରୀ ମୃତ, ୩ ଗୁରୁତର

ଗଞ୍ଜାମ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଡି. ଗୁହାରିଆପାଟ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନରେ ଖଲ୍ଲିକୋଟ
Read More...

୧୦ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ଆଗାମୀ ୧୦ ତାରିଖରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏନେଇ ରମାଦେବୀ ବିଶ୍ବବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ସୂଚନା ଦେଇଛନ୍ତି। ଅପରାହ୍ଣ ୪ଟା ୧୫ ମିନିଟ୍ ସମୟରେ ଏହି
Read More...

ବିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ଓ ପ୍ରଚାର, ନିମନ୍ତ୍ରଣ ପତ୍ର ଉନ୍ମୋଚିତ

ସମ୍ବଲପୁର : ସ୍ଥାନୀୟ ବୁର୍ଲା ଠାରେ ଷଷ୍ଠ ବାର୍ଷିକୀ ପଞ୍ଚକୁଣ୍ଡୀୟ ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନ ପାଇଁ ସମିତି ସଭାପତି ଦୂତୀକୃଷ୍ନ ପାଢୀଙ୍କ ସଭାପତିତ୍ୱରେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ସ୍ଥିତ ମହାଯଜ୍ଞ ପରିସରରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୪ ଫେବୃଆରୀରୁ ୧
Read More...

ମେଘପାଳଠାରେ ନୂତନ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ସମ୍ବଲପୁର : ବଣ ଜଙ୍ଗଳ ଘେରା ଦୁର୍ଗମ ଅଞ୍ଚଳ ମେଘପାଳରେ ହନୁମାନ୍‌ ମନ୍ଦିର ପ୍ରତିଷ୍ଠା ଉତ୍ସବର ଶୁଭାରମ୍ଭ ହୋଇ ବାହାରିଛି ଭବ୍ୟ କଳସ ଶୋଭାଯାତ୍ରା । କଳସ ସ୍ଥାପନା ପରେ ଆସନ୍ତାକାଲିଠାରୁ ପୂଜାକର୍ମ, ହୋମଯଜ୍ଞ, ମୂର୍ତ୍ତି ପ୍ରତିଷ୍ଠା ଓ ପୂର୍ଣ୍ଣାହୁତି ଆଦି କାର୍ଯ୍ୟକ୍ରମ ରହିଛି । ଏଥିରେ
Read More...

ବଜେଟ୍‌ : କ’ଣ ଶସ୍ତା, କ’ଣ ହେଲା ମହଙ୍ଗା

ନୂଆଦିଲ୍ଲୀ: ଆଜି ବଜେଟ୍‌ରେ ଅନେକ ଜିନିଷ ଉପରୁ ଟିକସ ହ୍ରାସ ହୋଇଥିବା ବେଳେ ଅନେକର ବୃଦ୍ଧି କରାଯାଇଛି। ସୀମା ଶୁଳ୍କ ୧୩ ପ୍ରତିଶତ ହ୍ରାସ ହୋଇଥିବା ଯୋଗୁ ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି। ସେହିପରି ଖେଳଣା, ସାଇକେଲ, ଅଟୋମୋବାଇଲ୍‌
Read More...

ଆଜିଠୁ ୪ଦିନିଆ ରିମାଣ୍ଡରେ ଯିବ ଗୋପାଳ ଦାସ

ବ୍ରଜରାଜନଗର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜିଠୁ ୪ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଏଥିପାଇଁ ବ୍ରଜରାଜନଗର ଜେଏମ୍‌ଏଫ୍‌ସି କୋର୍ଟ କ୍ରାଇମବ୍ରାଞ୍ଚକୁ ଅମୁମୋଦନ ପ୍ରଦାନ କରିଛନ୍ତି। କେଉଁ କାରଣ ପାଇଁ ଗୋପାଳ
Read More...

ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ, ରେଳ ପାଇଁ ୨.୪୦ ଲକ୍ଷ କୋଟି ଘୋଷଣା

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତଃ ଘଟିଛି । ବୁଧବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସଂସଦରେ ଦିନ ୧୧ଟା ବେଳେ ବଜେଟ ଉପସ୍ଥାପନ କରିଛନ୍ତି । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ମୋଦୀ ସରକାରଙ୍କ ଶେଷ ତଥା ପୂର୍ଣ୍ଣାଙ୍ଗ ବଜେଟ । ତେବେ ଚଳିତ ବଜେଟରେ
Read More...

ମା ରୁଦ୍ରକାଳି ହରଭଙ୍ଗା ଲୋକ ମହୋତ୍ସବ ଉଦଯାପିତ, ପଦ୍ମଶ୍ରୀ ଜିତେନ୍ଦ୍ର ହରିପାଲଙ୍କ ରଙ୍ଗବତୀ ଗୀତରେ ଝୁମିଲେ ଦର୍ଶକ

ହରଭଙ୍ଗା ,୩୧/୧- ବୌଦ୍ଧ ଜିଲ୍ଲା ହରଭଙ୍ଗା ଲୋକ ମହୋତ୍ସବ ଆଜି ଶେଷ ସନ୍ଧ୍ୟାରେ ଜୀତେନ୍ଦ୍ର ହରିପାଲଙ୍କ ରଙ୍ଗବତୀ ଗୀତ ଉପସ୍ଥିତ ଜନତାଙ୍କୁ ମନ୍ତ୍ରମୁଗ୍ଧ କରିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ୫ଦିନ ଧରି ଅନୁଷ୍ଠିତ ହରଭଙ୍ଗା ଲୋକ ମହୋତ୍ସବର ଉଦଯାପନୀ ଉତ୍ସବରେ ସର୍ବପ୍ରଥମେ ମା
Read More...

ବାଲ୍ୟ ବିବାହ ରୋକିବା ପାଇଁ ସି୩ର ପ୍ରଶିକ୍ଷଣ ଶିବିର

ଦଶପଲ୍ଲା : ସେଣ୍ଟର ଫର କାଟାଲାଇଜୀଙ୍ଗି ଚେଞ୍ଜ (ସି୩) ଆନୁକୁଲ୍ୟରେ ବାଲ୍ୟ ବିବାହ ରୋକିବାପାଇଁ ମଧ୍ୟଖଣ୍ଡ ଏ.ଏନ୍‌.ଏମ କର୍ମୀ ଓ ଆଶା ସାଥୀଙ୍କୁ ନେଇ ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ମଧ୍ୟଖଣ୍ଡ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଏନ୍‌ଏମ କର୍ମୀ ଓ ଆଶା
Read More...

ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ମାମଲା, ଅନ୍ୟ ଅଭିଯୁକ୍ତଙ୍କ ଗିରଫ ଦାବି କଲା କଂଗ୍ରେସ

ପୁରୀ : ପୁରୀ ଅସ୍ତରଙ୍ଗରେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ନିଜ ବଡ ବାପା ପୁଅ ଗିରଫ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ତିନି ଜଣ ଯୁବକ ଫେରାର ଥିବା ବେଳେ ଅସ୍ତରଂଗ ପୋଲିସ୍‌ ଅଭିଯୁକ୍ତକୁ ଏ ପର୍ଯ୍ୟନ୍ତ ଗିରଫ କରି ପାରୁନାହିଁ
Read More...