ଭୁଶୁଡ଼ିଲା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ନିର୍ମାଣାଧୀନ ଟନେଲ୍
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ଦେଇ ଯାଇଥିବା ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ଚାରି ନମ୍ବର ଟନେଲ ଭୁଶୁଡି ଥିବା ଖବର ସାମ୍ନାକୁ ଆସିଛି । ଏହି ଟନେଲ ଓଡିଶାରେ ବୃହତ ଟନେଲ ହୋଇଥିବା ବେଳେ ଲମ୍ବ ପ୍ରାୟ ଚାରି କିଲୋମିଟରରୁ ଉର୍ଦ୍ଧ୍ୱ ରହିଛି । ଆଡେଣିଗଡ଼ ଠାରୁ ଅନତି!-->…
Read More...
Read More...