୪୯ ସ୍କୁଲ ହେବ ଐତିହ୍ୟ ବିଦ୍ୟାଳୟ ,ଖର୍ଚ୍ଚ ହେବ ୪ କୋଟି
ଭୁବନେଶ୍ୱର: ଐତିହ୍ୟ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଥିବା ସର୍ବପୁରାତନ ତଥା ୧୦୦ବର୍ଷ ପୂରଣ କରିଥିବା ବିଦ୍ୟାଳୟକୁ ଐତିହ୍ୟ ବିଦ୍ୟାଳୟ ଯୋଜନାରେ କରାଯିବ ସାମିଲ । ଏଥିରେ ୪୯ଟି ସ୍କୁଲକୁ ଚିହ୍ନଟ କରାଯାଇଛି । ୪୯ଟି ସ୍କୁଲକୁ ବିକଶିତ କରିବା ପାଇଁ!-->…
Read More...
Read More...